OMG ! ଯାତ୍ରା କମେଡି ଉଭରଲୋଡ଼ | ଆସ ମୋ ଦୁଗ୍ଦ ପିଇବ … ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…। ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ ।
ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ଓ ଖୁସି ମଧ୍ୟ ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି । ତାହାଲେ ଗଣ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା ।ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି!
ତାହା ଏକ ଯାତ୍ରାର ଭିଡ଼ିଓ ଯାହା କିଛି ସମୟରେ ହେବ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବହୁତ ସଂଖ୍ୟକ ଲୋକ ଦେଖିବା ସହିତ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଏହି ଯାତ୍ରା ଭିଡ଼ିଓ ଟି ପୂର୍ବରୁ ମଧ୍ୟ ଏହାର ଯାତ୍ରା ପାର୍ଟ ଓଡ଼ିଆ ଯାତ୍ରା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡିଶା ର ଅଗଣତି ଦର୍ଶକଙ୍କ ମନ ରେ ନିଜର ଛାପ ଛାଡି ଯାଇଛନ୍ତି ।
ତେବେ ଓଡ଼ିଆ ଯାତ୍ରା ଜଗତରେ ଚହଳ ସୃଷ୍ଟି କରିଥିବା ଯାତ୍ରା ଇଷ୍ଟର୍ଣ୍ଣ ଅପେରା ଏକ କମେଡି ଏବେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି ବୋଲି କୁହାଯାଇଛି ।ଆଉ ଯେଉଁଠି ଦେଖିବାକୁ ମିଳିଛି କି କି ମହିଳା ଜଣଙ୍କ କହିଛନ୍ତି କି 4 ମାସ ହେଲାଣି ତାଙ୍କର ସ୍ୱାମୀ ମଇଁଷି ମାନଙ୍କ ପାଇଁ ପଣ୍ଡା ଖୋଜିବା ପାଇଁ ଯାଇଛନ୍ତି !
ଯେ ଆଉ ଆସି ନାହାନ୍ତି । ଆଉ ତାଙ୍କର ସ୍ୱାମୀ ଅନ୍ୟ ଝିଅ କୁ ନେଇକି ବାହାରକୁ ପଳେଇ ଯାଇଛନ୍ତି । ତାହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ଶାଶୂ ଆଉ ଶାଶୁର ମଧ୍ୟ ଥିଲେ ଆଉ ସେମାନଙ୍କୁ ଯମ ସେମାନଙ୍କ ପାଖକୁ ନେଇ ଯାଇଛନ୍ତି ଆଉ ତାଙ୍କୁ ଏକ କରି ଦେଇଛନ୍ତି ।
ଆଉ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯମ ରାଜ ଆସୁଛନ୍ତି ଧରା ପୃଷ୍ଟ କୁ ଆଉ ସେହି ମହିଳା ଙ୍କ ପାଖରେ ଯାଇକି ପହଞ୍ଚିଛନ୍ତି।ଆଉ ତାଙ୍କୁ ଏକ ଥିବାର ଦେଖିକି ଯାଇଛନ୍ତି ଆଉ ମହିଳା ଜନଙ୍କ ମଧ୍ୟ ତାଙ୍କୁ ତାଙ୍କର ପଣ୍ଡା ହେବା ପାଇଁ କହୁଛନ୍ତି , ଆଉ ତାଙ୍କୁ କ୍ଷୀର ଦେବା ପାଇଁ ମଧ୍ୟ ଡାକିଛନ୍ତି ।ଆଉ ଯାତ୍ରା ମଞ୍ଚରେ ଏହି ଭଳି ଏକ ସୁନ୍ଦର ଡାଇଲଗ ଟି ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ ବୋଲି କୁହାଯାଉଛି ଆଉ ଯାତ୍ରା ଜଗତର ଏହି ଭଳି ଏକ ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ।ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।