ମାତ୍ର ୩ ଟି ସିରିଞ୍ଚ ରେ ଯୁବକ ବନିଲେ JCB ତାପରେ ହଠାତ ଯାହା ହେଲା… 45 କୋଟିରୁ ଅଧିକ ଲୋକ ଦେଖି ସାରିଲେନି..

ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଆମେ ଅନେକ କିଛି ଅବଗତ ହୋଇ ଏବଂ ଅନେକ ଶିକ୍ଷା ଗ୍ରହଣ କରି ନୂଆ ନୂଆ କିଛି ଶିଖିବାକୁ ପାଇ ଥାଉ | ଏହି ସୋସିଆଲ ମିଡ଼ିଆ ରେ ଅନେକ କିଛି ଦୃଶ୍ୟ ଭାଇରାଲ ହୋଇ ଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ |

ଆମ ସମାଜ ରେ କିଛି ଏମିତି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ତାଙ୍କ କାର୍ଯ୍ୟ ଦ୍ୱାରା ହିଁ ଖୁବ ପ୍ରଶଂସା ହାସଲ କରି ଥାଆନ୍ତି | ସେମାନେ କିଛି ଏଭଳି ଟେକନୋଲୋଜି କାମ କରି ଥାଆନ୍ତି ଯାହାକି ବେସ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ସେଭଳି ଭାବରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହା ଜଣେ ବ୍ୟକ୍ତି ପ୍ରସ୍ତୁତ କରି ଦେଖାଇଛନ୍ତି |


ଜଣେ ବ୍ୟକ୍ତି ଯିଏ କି କାର୍ଡ ଓ ବୋର୍ଡ ମାଧ୍ୟମ ରେ ଜେସିବି ପ୍ରସ୍ତୁତ କରି ଦେଖାଇଛନ୍ତି, କଥାଟି ଶୁଣିବା ପାଇଁ ଖୁବ ଆଶ୍ଚର୍ଯ୍ୟ ଲାଗୁ ଥିବ କିନ୍ତୁ ଭାଇରାଲ ହେଉଥିବା ଭିଡ଼ିଓ ଟିକୁ ଦେଖିଲେ ଆପଣ ନିଜେ ଜାଣି ପାରିବେ | ତେବେ ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି କାର୍ଡ ବୋର୍ଡ, ଇଂଜେକସନ ସିରିଞ୍ଚ ,

ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି, ତେବେ ଆସନ୍ତୁ ଜାଣିବା ଏହି ମଜାଦାର ଏକ୍ସପେରିମେଂଟାଲ ଭିଡ଼ିଓ ଟି ବିଷୟ ରେ | ବ୍ୟକ୍ତି ଜଣଙ୍କ ପ୍ରଥମେ କାର୍ଡ ବୋର୍ଡ କୁ କାଟି ଦେଇଛନ୍ତି ଯାହାକି ଚାରୋଟି ଆୟତକାର ଭାବରେ, ଦୁଇଟି ବର୍ଗାକାର ଓ ଦୁଇଟି ତ୍ରିଭୁଜ ଭଳି କାର୍ଡ କୁ କାଟିଛନ୍ତି |


ଏହାପରେ ଅଠା ସାହାଯ୍ୟ ରେ ଏହି କାର୍ଡ ରେ କାଠି କୁ ଯୋଡ଼ି ଦେଇଛନ୍ତି ଏବଂ ସିରିଞ୍ଚ କୁ ଫିଟିଙ୍ଗ କରି ଦେଇଛନ୍ତି ଯାହାକି ଜେସିବି ରେ ଶୁଣ୍ଢ ଭଳି ହୋଇ ଯାଇଛି | ଏହାପରେ ସିରିଞ୍ଚ ଏବଂ ବ୍ୟାଟେରୀ କୁ ବ୍ୟବହାର କରନ୍ତୁ ଅନ୍ୟ ଏକ ବୋର୍ଡ ରେ ଆଉ ତାହାକୁ ଏହିଭଳି ଭାବରେ ଫିଟିଙ୍ଗ କରନ୍ତୁ ଯାହାକି ଜେସିବି (JCB) କୁ ନିୟନ୍ତ୍ରଣ କରିବା ଏବଂ ଚାଲିବା ତଥା ମାଟି ଖୋଳିବା ପାଇଁ ଉପଲବ୍ଧ କରା ଯାଇ ପାରିବ |

ଏହାପରେ ଦେଖିବେ କି ଯେଭଳି ଭାବରେ ସତ ଜେସିବି ଟିଏ ପ୍ରସ୍ତୁତ ହୋଇ ଯାଇଛି ଆଉ ଏହା ଜେସିବି ପରି ଚାଲିବା ସହିତ ମାଟି ମଧ୍ୟ ଖୋଳିବ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ସୋସିଆଲ ୟୁଜର୍ସ ମାନେ ଖୁସି ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.