NEW TWIST – ନବଙ୍କ ଝିଅ ଦୀପାଳି ପାଇଁ ଜେଲରେ ଭୋ ଭୋ ହୋଇ କାନ୍ଦୁଛି ଗୋପାଳ ।ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ… ଦେଖନ୍ତୁ VIDEO ..

ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ର ଖବର ଭାଇରାଲ ହେବାରେ ଲାଗୁଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ତେବେ ବର୍ତ୍ତମାନ ସମୟରେ ଗୋଟିଏ ଖବର ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲା ଯାହାକି ଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି | ଏହାପରେ ପରେ ଗୋପାଳ ଦାସଙ୍କୁ ଜେଲ ହୋଇ ଥିଲା ଆଉ ଅନେକ ଦିନ ଧରି ତଦନ୍ତ ପରେ ହିଁ ଜଣା ପଡିଥିଲା କି ନିଜ ବ୍ୟକ୍ତିଗତ ମାମଲା ପାଇଁ ସେ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଛନ୍ତି |

ତେବେ ପ୍ରତିଦିନ ଏହି ଘଟଣା କୁ ନେଇ କିଛି ନା କିଛି ଖବର ଆସି ପହଞ୍ଚୁଛି ଆଉ ଏବେ ପୁଣି ବହିସ୍କୃତ ଏସଆଇ ଗୋପାଳ ଦାସ ଙ୍କୁ ନେଇ ଆଉ ଏକ ଖବର ଆସି ପହଞ୍ଚିଛି | ଯାହାକି ଖବର ଟି ହେଉଛି ମନ୍ତ୍ରୀ ନବଦାସ ଝିଅ ଦୀପାଳି ଙ୍କ ପାଇଁ ଜେଲ ରେ ବସି ଗୋପାଳ ଦାସ କାନ୍ଦୁଛନ୍ତି, ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ଏସତ କିନ୍ତୁ ଘଟଣା ଟି ସତ ଅଟେ |

ଗୋପାଳ ଏବେ ଚୌଦ୍ୱାର ଜେଲ ରେ ରହିଛି ଆଉ ପ୍ରତିଦିନ ସକାଳେ ସେ ପେପର ପଢିବା ପାଇଁ ପୋଲିସ ଠାରୁ ଅନୁମତି ନିଏ | ଠିକ ସେଭଳି ଭାବେ ସେ ଆଜି ମଧ୍ୟ ସକାଳେ ପେପର ନେଇ ଥିଲା ଆଉ ସେହି ପେପର ରେ ନବ ଦାସ ଙ୍କ ଝିଅ ଦୀପାଳି କୁ ଦେଖି ଥିଲା!

ଯାହାକୁ ଦେଖି ଗୋପାଳ ଖୁବ ଭାବ ବିହ୍ଵଳ ହୋଇ ଯାଇଥିଲା | ଦୀପାଳି ଆଉ ତା ଭାଇ ଵିଶାଲ ଙ୍କୁ ଆଜି ବାପ ଛେଉଣ୍ଡ କରି ଦେଇଛି ତାର ଗୋଟିଏ ମସ୍ତବଡ଼ ନିଷ୍ପତି | ବ୍ୟକ୍ତିଗତ କାରଣ ପାଇଁ ଯଦିଓ ସେ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରି ଥିଲେ କିନ୍ତୁ ତଥାପି ବି ତା ଭିତରେ ଗୋଟିଏ ବାପ ର ହୃଦୟ ରହିଛି |


ଗୋପାଳ ର ବି ଗୋଟିଏ ପୁଅ ଅଛି ଗୋଟିଏ ଝିଅ ଅଛି ଆଉ ଗୋଟିଏ ସଂସାର ଅଛି, ଗୋପାଳ ବି ଜାଣିଛି ତା ବିନା ତା ପରିବାର, ତା ସ୍ତ୍ରୀ ତା ପୁଅ ଓ ଝିଅ କିଭଳି ଅବସ୍ଥା ରେ ଥିବେ | ଆଉ ଏସବୁ ବାଦ ବି ସେ ଆଜି ସମ୍ବେଦନଶୀଳ ହୋଇ ଉଠିଛି ଦୀପାଳି ଙ୍କ ଫଟୋ ପେପର ରେ ପାଇ ଆଉ ତା ଆଖିରେ ଧାର ଧାର ହୋଇ ଲୁହ ଚାଲି ଆସିଛି |

ଗୋଟିଏ ଝିଅ ଯେତେବେଳେ ତା ବାପାକୁ ହରାଏ ଝିଅକୁ କେତେ ଯେ କଷ୍ଟ ହୁଏ ତାହା ସେ ନିଜେ ଜାଣିଛି କାରଣ ଗୋପାଳ ନିଜେ ଗୋଟିଏ ଝିଅର ବାପା ଅଟେ | ତେବେ ଏଭଳି କିଛି ଖବର ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.