ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଏହି ଦୁନିଆ ସବୁଠୁ ବହୁତ୍ କମ ମଣିଷ ଅଛନ୍ତି ଯେଉଁ ମାନେ କି କୌଣସି କାମ କରିବା ପୂର୍ବ ରୁ ଭଗବାନ୍ ଙ୍କୁ ଡାକି ଥାଆନ୍ତି । କୌଣସି ଶୁଭ କାମ କରିବା ପୂର୍ବରୁ ଭଗବାନ୍ ଙ୍କୁ ଡାକି ପୂଜା ଅର୍ଚ୍ଚନା କରି ଥାଆନ୍ତି ।
କିଛି ଲୋକ ଅଛନ୍ତି ଯେଉଁ ମାନେ କି କିଛି ଅସୁବିଧା ରେ ପଡ଼ିବା ପରେ ଭଗବାନ ଡାକି ଥାଆନ୍ତି । ମଣିଷ ପ୍ରତ୍ୟେକ କାର୍ଯ୍ଯ କରିବା ପୂର୍ବ ଭଗବାନ୍ ଙ୍କ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରି ଥାଆନ୍ତି।ବର୍ତ୍ତମାନ୍ ସମୟ ରେ ଆପଣ ଙ୍କୁ ଏହି କଥା ଟି କହିବା ର କାରଣ ହେଉଛି ଏକ ସିଦ୍ଧାର୍ଥ ଟିଭି ର ଏକ ରିଆଲିଟ ସୋ ଯାହା କି ” ସ୍ୱର ଲକ୍ଷ୍ମୀ”
ନାମରେ ନାମିତ। ଏହି ରିଆଲିଟ ସୋ ରେ ସେହି ଭଳି କିଛି ଦେଖିବାକୁ ମିଳିଛି , ଯାହାକି ଆଜି ଆପଣ ମାନେ ଙ୍କୁ ଜାଣିବେ। ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ସିଦ୍ଧାର୍ଥ ଟିଭି ଚ୍ୟାନାଲ ରେ ଅନେକ ରିଆଲିଟ ସୋ ପ୍ରସାରିତ ହେଉଛି ଓ ଏହି ରିଆଲିଟ ସୋ ରେ ଅନେକ ଲୋକ ପ୍ରିୟ କଳାକାର ମାନଙ୍କୁ ବଛା ଯାଇଥାଏ ।
ବିଭିନ୍ନ ସୋ ରହିଛି କେତେବେଳେ ନାଚ ପାଇଁ ସୋ ହୋଇଥାଏ , ତ ଆଉ କେତେବେଳେ ଅଭିନୟ ପାଇଁ କିନ୍ତୁ ପ୍ରତିବର୍ଷ ସଙ୍ଗୀତ କୁ ନେଇ ଅନେକ ରିଆଲିଟ ସୋ ପ୍ରସାରିତ ହୋଇଥାଏ ଓ ପ୍ରତିବର୍ଷ ଅନେକ ଲୋକ ଗାୟକ ଓ ଗାୟିକା ମାନେ ବାହାରି ଥାଆନ୍ତି ଏହି ସୋ ମାଧ୍ୟମରେ ।
ଆପଣ ମାନେ ଜାଣିଥିବେ ଯେ ଏହି ସଂଗୀତ ସ୍ବର ରେ ଅନେକ ପ୍ରତିଭା ମାନେ ଭାଗନେଇ ଥାଆନ୍ତି ।ପରେ ନିଜ ସୂମଧୁର କଣ୍ଠରୁ ଗୀତ ଗାଈ ଥାଆନ୍ତି ଯାହାର ଗୀତ ଜଜ ମାନ ଙ୍କୁ ପସନ୍ଦ ଆସି ଥାଏ ସେ ଆଗ କୁ ଯାଇଥାଏ । ଅନେକ ପ୍ରତିଭା ଆଗକୁ ଯିବା ପରେ ସଭା ଶେଷ ରେ ଜଣ ଙ୍କୁ ସୁଯୋଗ ମିଳିଥାଏ ସୋର ବିଜେତା ଭାବେ । ଆପଣ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ସିଦ୍ଧାର୍ଥ ଟିଭି ରେ ଏକ ରିଆଲିଟ ସୋ ଓଡ଼ିଶାର ” ସ୍ବର ଲକ୍ଷ୍ମୀ “।
” ସ୍ବର ଲକ୍ଷ୍ମୀ “ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ ଅନେକ ପ୍ରତିଭା ମାନେ ଆସି ଥାଆନ୍ତି ଓ ନିଜ କଣ୍ଠରୁ ଗୀତ ଗାଇ ଥାଆନ୍ତି । ଯାହାର ଗୀତ କୁ ଜଜ୍ ମାନେ ପସନ୍ଦ କରି ଥାଆନ୍ତି ତାକୁ ଏକ ଟିକେଟ ଦେଇ ଥାଆନ୍ତି next round ପାଇଁ । ବର୍ତ୍ତମାନ୍ ସମୟ ରେ ଏହି ସୋ ରେ ନଜର ଆସିଛନ୍ତି ପ୍ରଗତି ମହାପାତ୍ର ।ଯିଏ ଏହି ସୋ ରେ ଶିବ ଙ୍କ ଭଜନ ଗାଇଛନ୍ତି । ତାଙ୍କର ଏହି ଶିବ ଭଜନ ଶୁଣି ଯାଜ୍ ମାନେ ତାଙ୍କର ବହୁତ୍ ଖୁସି ହୋଇ ଯାଇଥିଲେ ଓ ତାଙ୍କର ତାରିଫ କରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।