OMG ! ପୁଣି ନୂଆ ଷ୍ଟାଇଲରେ ” ସାରଥୀ ବାବା ” ଙ୍କ ଆଣ୍ଠୁଆ ଗୋପାଳ ଲୀଳା । DAITARI PANDA । ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବା କୁ ପାଉ ଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଯାତ୍ରା ଜଗତର କେତେକ ମନୋ ଛୁଆଁ ସିନ ଭାଇରାଲ ହେଉଥିବା ର ଦେଖିବା କୁ ମିଳି ଥାଏ ।

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ମଧ୍ୟ ସୁନ୍ଦର ଭାବରେ ଯାତ୍ରା ଜଗତର ଏକ ମନୋ ଛୁଆଁ ଅଭିନୟ ର କମାଲ ଦେଖିବା କୁ ମିଳିଛି ଆଉ ଯେଉଁଥିରେ ଦୌତାରୀ ପଣ୍ଡା ତାଙ୍କର ଅଭିନୟ ର ଝଲକ ଦେଖାଇଛନ୍ତି ଯାତ୍ରା ର ମହାମଞ୍ଚ ଉପରେ ବୋଲି କୁହାଯାଉଛି । ତା ହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାନ୍ତୁ।

 ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଜଗତ କେତେ ଆଗକୁ ଯିବା କୁ ଲାଗିଲାଣି । ଯାତ୍ରା କଳାକାର ମାନେ ନିଜର ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରେଇଥାନ୍ତି । ତାହା ସହିତ ଆଜି କାଲି ଯୁବ ପିଢ଼ି ମାନେ ମଧ୍ୟ ଯାତ୍ରା ଜଗତ ପ୍ରତି ଆକୃଷ୍ଟ ହେବା ସହିତ ଯାତ୍ରା ଜଗତ ପ୍ରତି ନିଜର ଭଲ ପାଇବା କୁ ଦେଖାଉଛନ୍ତି । ଆଉ ବର୍ତ୍ତମାନ ସେହି ଭଳି ଯାତ୍ରା ର କମାଲ ଦେଖିବା କୁ ମିଳିଛି ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ଜଗତର ଭିଲିଆନ ଖୋଳ ନାୟକ ଭାବରେ ଅଭିନୟ କରୁଥିବା ଦୌତାରୀ ପଣ୍ଡା ଦେଖାଇବା କୁ ଲାଗିଛନ୍ତି ତାଙ୍କର ଅଭିନୟ ର ଝଲକ ।


ଆଉ ଯାହା କୁହାଯାଉଛି କି କୋଣାର୍କ ଗଣନାଟ୍ୟ ର ଏକ ଜବରଦସ୍ତ ଅଭିନୟ ଦେଖିବା କୁ ମିଳିଛି ଯାତ୍ରା ମଞ୍ଚରେ । ଆଉ ଯେଉଁଠି କୁହାଯାଉଛି କି ଦୌତାରୀ ପଣ୍ଡା ସାରଥୀ ବାପା ଙ୍କର ଅଭିନୟ କରିଛନ୍ତି ଯାତ୍ରା ମଞ୍ଚରେ । ଆଉ କେଉଁ ଭଳି ଭାବରେ ସାରଥୀ ବାପା ତାଙ୍କର ଗୋପୀ ମାନଙ୍କ ସହିତ ଆଣ୍ଠୁଆ ଗୋପାଳ ହୋଇ ରସ ନୀଳା କରୁଥିଲେ !

ତାହା ଏହି ଅଭିନୟ ମାଧ୍ୟମ ରେ ଯାତ୍ରା ର ମହା ମଞ୍ଚ ରେ ଦେଖାଇବା କୁ ଲାଗିଛନ୍ତି ଦୌତାରୀ ପଣ୍ଡା ବୋଲି କୁହାଯାଉଛି । ତାହା ସହିତ ଯାହା କୁହାଯାଉଛି କି ଦୌତାରୀ ପଣ୍ଡା ନିଜକୁ କୃଷ୍ଣ ଙ୍କର ଜେରକ୍ସ କପି ବୋଲି କହିବା ପାଇଁ ଲାଗିଛନ୍ତି।

ତାହା ସହିତ ଓ ଡାର୍ଲିଂଗ ଶୋ ସୋରି ବି ହେପି ଏହି ଭଳି ଭାବରେ ଗୀତ କୁ ଗାଇ ଭଣ୍ଡ ସାରଥୀ କେଉଁ ଭଳି ଭାବରେ ଝିଅ ଙ୍କ ସହିତ ରାସ ନୀଳା କରିଥିଲା ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା । ଆଉ ଯାତ୍ରା ମଞ୍ଚରେ ଏହି ଭଳି ଜବରଦସ୍ତ ଭିଡ଼ିଓ କୁ ଦେଖି ଦର୍ଶକ ମାନେ ମଧ୍ୟ ଖୁସି ହୋଇ ଯାଇଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.