ଛୁଆ ମାନଙ୍କୁ ଧରି ଯାତ୍ରା ଷ୍ଟେଜ ରେ ଦୌଡ଼ି ଲେ ସିଦ୍ଧାତ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ନେଇକି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଙ୍କ ପାଖରୁ ଅନେକ କିଛି କଥା ଶୁଣୁବାକୁ ମିଳିଥାଏ ଆମ ମାନଙ୍କୁ |
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହିଭଳି ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ନେଇକି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର | ଆଉ ତାଙ୍କର କହିବା କଥା ଯଦି ଦର୍ଶକ ମାନଙ୍କର ଭଲ ପାଇବା ରହିବ ଆଉ ଦର୍ଶକ ମାନେ ଚାହିଁବେ ତାହେଲେ ଓଡ଼ିଆ ଫ୍ଲିମ ହଲ ରେ 200 ଦିନ ଧରି ପଡିବ ବୋଲି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଜଣେ ଏଭଳି କଳାକାର ଯାହାଙ୍କର ଅଭିନୟ ରେ ରହିଛି ଏକ ସ୍ୱତନ୍ତ୍ର ଯାଦୁ | ଆଉ ଯାହା କୁ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି ଆଉ ତାଙ୍କର ଅଭିନୟ କୁ ଦେଖିବା ପାଇ ଲୋକ ମାନଙ୍କ ମନରେ ଅନେକ ଆଶା ଜନ୍ମି ଥାଏ |
ତେବେ ସେହି ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଫ୍ଲିମ ବିଷୟରେ କହିବାକୁ ଲାଗିଛନ୍ତି | ଆଉ ପ୍ରତୀକ୍ଷା ଫ୍ଲିମ ଟି 55 ଦିନ ଧରିକି ହଲ ରେ ପଡିଛି, ତାହା ସହିତ ଦର୍ଶକ ମାନେ ମଧ୍ୟ ଫ୍ଲିମ. ଟିକୁ ଅନେକ ଭଲ ପାଇବା ମଧ୍ୟ ହେଉଛନ୍ତି|
ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କ କହିବା କଥା କି ଫ୍ଲିମ ଚାଲିବ କି ନ ଚାଲିବ ତାହା ଦର୍ଶକ ମାନଙ୍କ ଉପରେ ନିର୍ଭର କରିଥାଏ | ଦର୍ଶକ ମାନେ ଚାହିଁଲେ ଫ୍ଲିମ 200 ଦିନ ଧରି ଚାଲିବ | ଆଉ ଯଦି ନ ଚାହିଁବେ ତାହେଲେ ଗୋଟିଏ ଦିନ ରେ ମଧ୍ୟ ବନ୍ଦ ହୋଇ ଯାଇପାରେ |
ତେବେ ସେଥିପାଇଁ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଥିବା ସମସ୍ତ କଳାକାର ଓ ଟୋଟାଲ ଟିମ ଙ୍କୁ କଷ୍ଟ କରିବା ପାଇଁ ପଡିବ | ଫ୍ଲିମ ର ଷ୍ଟୋରି ଲୋକ ମାନଙ୍କୁ ପସନ୍ଦ ଆସିବା ଆବଶ୍ୟକ ହୋଇଥାଏ ତା ମାନେ ନୁହଁ କି ବେଶୀ ବଜେଟ ରେ ଫ୍ଲିମ ଅଧିକ ଦିନ ଚାଲିବ କମ ବଜେଟ ଚଳିବନି |
ତେବେ ଆମ ଓଡ଼ିଆ ଫ୍ଲିମ ଯଦି ତାହାର 50 ଲକ୍ଷ ଭିତରେ ଭଲ ଭାବରେ ଫ୍ଲିମ ଟିକୁ ମେନେଜ କରି ପାରିବ ତାହେଲେ ସେହି ବଜେଟ ରେ କରିବା ଅଧିକ ଖର୍ଚ୍ଚ କରି ଶେଷରେ ହଲ ରେ ଫ୍ଲୋପ ହେଲେ କିଛି ଲାଭ ନାହିଁ | ଏଭଳି ଫ୍ଲିମ କରିବା ପାଇଁ ପଡିବ ଯାହା କି ବର୍ଷ ବର୍ଷ ଧରିକି ହଲ ରେ ଚାଲିବ | ଏହିଭଳି କିଛି ଫ୍ଲିମ ଇଣ୍ଡୋଷ୍ଟ୍ରି କୁ ନେଇକି କହିଛନ୍ତି ସିଦ୍ଧାନ୍ତ, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।