ଅବିକଳ ମଣିଷ ପରି ଗୀତ ଗାଇ ଜବରଦସ୍ତ ଡ୍ୟାନ୍ସ କରୁଛି ଚମତ୍କାରୀ ଶୁଆ… ମାତ୍ର 4 ଘଣ୍ଟାରେ 96 MILLION ରୁ ଅଧିକ ଲୋକ ଦେଖି ସାରିଲେଣି…

ପ୍ରତିଦିନ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବା କୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସି ଥାଏ ଯାହା ଆମର ମନ କୁ ଖୁସି କରେଇ ଦେଇଥାଏ ବୋଲି କୁହାଯାଉଛି ।

ଆଉ ବର୍ତ୍ତମାନ ସେହି ଭଳି ଏକ ମନୋଛୁଆଁ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି, ଆଉ ଯେଉଁଠି ମାଲିକ ର ଗୀତ କୁ ଶୁଣି ଶୁଆ ଟି ସୁନ୍ଦର ଭାବରେ ଡାନ୍ସ କରିବା କୁ ଲାଗିଛି ।ଆଉ ଯେଉଁ ଭିଡ଼ିଓ ଟି ସମସ୍ତ ଙ୍କର ମନକୁ ଛୁଇଁଛି ବୋଲି କୁହାଯାଉଛି । ତାହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାନ୍ତୁ ।

 ଆପଣ ମାନେ ଜାଣିଥିବେ ମଣିଷ ପାଖରେ ବୁଦ୍ଧି ବିବେକ ସବୁ କିଛି ରହିଛି, ଆଉ ମଣିଷ ମଧ୍ୟ ନିଜର ବୁଦ୍ଧି ଜରିଆ ରେ ଅନେକ କିଛି ନୂଆ ନୂଆ କଥା ଶିଖି ପାରେ ଆଉ ଯାହାକୁ କାମ ରେ ମଧ୍ୟ ଲଗାଇ ପାରେ । ତେବେ ମଣିଷ ତାହାର ସ୍ନେହ ଆଉ ଭଲ ପାଇବା ବଳ ରେ ସମସ୍ତ ଙ୍କୁ ବସିଭୂତ କରି ପାରି ଥାଏ ବୋଲି କୁହାଯାଉଛି ।

ଆଉ ଯେଉଁଠି ଦେଖିବା କୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଶୁଆ ଟି କେଉଁ ଭଳି ଭାବରେ ତାହାର ମାଲିକ ର କଥା କୁ ଶୁଣୁଛି ଆଉ ମାଲିକ ଙ୍କର କଥା କୁ ଶୁଣିକି ଡାନ୍ସ ମଧ୍ୟ କରୁଛି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି ରେ ଦେଖିବାକୁ ମିଳିଛି।

ତେବେ ଆପଣ ମାନେ ଜାଣିଥିବେ କି ଶୁଆ ପାଖରେ ଏମିତି କିଛି ଗୁଣ ରହିଛି ଯେଉଁଠି ଶୁଆ ମଣିଷ ମାନଙ୍କ ର କଥା କୁ ବୁଝି ପାରି ଥାଏ ଆଉ ତାହା ବ୍ୟତୀତ ମଣିଷ ମାନଙ୍କ ଭଳି କଥା ମଧ୍ୟ କହି ପାରି ଥାଏ ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ସେଥିରେ ମଧ୍ୟ ସେମିତି କିଛି ଦେଖିବା କୁ ମିଳିଛି । ଆଉ ଯେଉଁଠି ଶୁଆ ଟିର ନାମ ମିଠୁ ରହିଛି ଆଉ ମିଠୁ ମାଲିକ ଙ୍କ କଥା କୁ ଶୁଣିବା ସହିତ ତାଙ୍କର କଥା ଆଉ ଗୀତ ର ତାଳେ ତାଳେ ଗୀତ ମଧ୍ୟ ଗାଇବାକୁ ଲାଗୁଛି ବୋଲି କୁହାଯାଉଛି ।

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ରେ ଦେଖିବା କୁ ମିଳି ଥିଲା କି ମାଲିକ ଜଣ ଙ୍କ “ସଜନ ରେ ଝୁଟ ମତ ବୋଲ ” ଗୀତ କୁ ଗାଇବା ପାଇଁ ଲାଗି ଥିଲେ । ଆଉ ତାଙ୍କର ଗୀତ ର ତାଳ ସହିତ ଡାନ୍ସ କରିବା କୁ ଲାଗିଛି ଶୁଆ ଟି ବୋଲି କୁହା ଯାଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ବର୍ତ୍ତମାନ ଭାଇରାଲ ହେବା କୁ ଲାଗିଛି ବୋଲି କୁହାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.