Viral Video – ଏକାବେଳେ ୧୦ ଜଣଙ୍କୁ ଟୁକ ଟୁକାଙ୍କୁ ଶାନ୍ତି କରେଇବି, ଯିଏ ଯାହା କରୁଛ କର,ଏମିତି କହିଲେ ନିଶା ମହାରଣା … ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି ।କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତବେଳେ ଏ ସବୁ କୁ ଲୋକେ ଜାଣି ଶୁଣି ଖରାପ୍ ଦୃଷ୍ଟିରେ ଦେଖୁଛନ୍ତି।ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।
ଏଥି ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସୁଥିବା ବେଳେ ଆଉ କେତେକ ଭିଡିଓକୁ ଦର୍ଶକ ମାନେ ତୀବ୍ର ନିନ୍ଦା କରୁଛନ୍ତି।ତେବେ ବର୍ତ୍ତମାନ ସମୟରେ ହଟ୍ ଏବଂ ବୋଲ୍ଡ ମଡେଲର ନିଶା ମହାରଣା ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗଣ ମାଧ୍ୟମ ସାମ୍ନାରେ ନିଶାଙ୍କ ଏହି ବୋଲ୍ଡ ଅନ୍ଦାଜ ଓ ଖୋଲାଖୋଲି ଭାବରେ କଥାବାର୍ତ୍ତାକୁ ନେଇ ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।
ଝିଅ ଜାତି ପାଇଁ ନିଶା କଳଙ୍କ ବୋଲି ମଧ୍ୟ ଲୋକେ ତାଙ୍କୁ କୁହନ୍ତି କିନ୍ତୁ ସେ ସବୁକୁ ତାଙ୍କ ଉପରେ କିଛି ଫରକ୍ ପକାଇ ପାରେନି। ତେବେ ଆସନ୍ତୁ ଜାଣିବା ବୋଲ୍ଡ ମଡେଲର ନିଶା ନିଜର ବିବାହ କୁ ନେଇ କଣ କହୁଛନ୍ତି।ନିଶା କହିଛନ୍ତି କି ମ୍ୟାରେଜ୍ କଥା ସିଏ କିଛି ଭାବି ନାହାଁନ୍ତି।
ଏ କଥା ମଧ୍ୟ ସେ କହିଛନ୍ତି କି ଏତେ ସବୁ ପାଲା ଦେଖିବା ପରେ ମୋତେ କିଏ ବାହା ହେବା ପାଇଁ ରାଜି ହେବ। ନିଶା କହିଛନ୍ତି ଯେ ମୁଁ ଯାହାକୁ ଭଲ ପାଇଥିଲି ସିଏ ଆଜି ବି ମୋ ସହିତ ଅଛନ୍ତି। କିନ୍ତୁ ସେ ଯାହାକୁ ପ୍ରେମ କରୁଛନ୍ତି ତାଙ୍କୁ ବିବାହ କରିବା କେତେ ଠିକ୍ ହେବ ସେ ବିଷୟରେ ନିଶା କିଛି ବି ଭାବି ନାହାଁନ୍ତି।
ନିଶା କହିଛନ୍ତି କି ତାଙ୍କ ବୟ ଫ୍ରେଣ୍ଡ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇ ଥିବା ବେଳେ ନିଶା ନିଜେ ବିବାହ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। କାହିଁକି ନା ନିଶା ଚାହାଁନ୍ତି ନାହିଁ କି କାହା ପରିବାର ନଷ୍ଟ ହୋଇ ଯାଉ। ନିଶା କହିଛନ୍ତି କି ଯେହେତୁ ସିଏ ଟିକେ ଅଲଗା ପ୍ରକାର ନିଶାଙ୍କ ଚାଲି ଚାଳନୀ,
କଷ୍ଟ୍ୟୁମ୍ ଦେଖି ହୁଏତ ଏ ସବୁ କେହି ବର୍ଦାସ୍ତ କରି ପାରିବନି। ତେଣୁ ନିଶା ଚାହାଁନ୍ତି ସେ ଯେମିତି ଅଛନ୍ତି ସେମିତି ରହିବେ। ଏକଥା ମଧ୍ୟ ସେ କହିଛନ୍ତି କି ତାଙ୍କ ବୟ ଫ୍ରେଣ୍ଡ ପାଇଁ ଆଜି ସେ ଏ ପର୍ଯ୍ୟନ୍ତ ପହଁଚି ପାରିଛନ୍ତି। ନିଶା ଯାହାବି କରନ୍ତି ତାଙ୍କ ବୟ ଫ୍ରେଣ୍ଡ ତାଙ୍କୁ ସପୋର୍ଟ କରନ୍ତି।ତେଣୁ ନିଶା ସାରା ଜୀବନ ତାଙ୍କ ବୟ ଫ୍ରେଣ୍ଡ ଙ୍କ ସହିତ ରହିବେ ବୋଲି କହିଛନ୍ତି। ଆଉ ନିଶା ଙ୍କ ଏଭଳି କଥା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।