omg ! ଯାତ୍ରା ଷ୍ଟେଜ ରେ ପିୟୁଷ ଏମିତି ରେଫ ପ୍ରଥମ,ଆଜି ମୁଁ ଦୁଃଶାସନ ତୁ ଦ୍ରୋପଦୀ | ମାତ୍ର 4 ଘଣ୍ଟାର 50 milion ରୁ ଅଧିକ ଲୋକ ଦେଖି ସାରିଲେଣି…..
ତେବେ ଆମ କଳାକାର ଜଗତ ରେ ଅନେକ କଳାକାର ରହିଛନ୍ତି ସେ ଫିଲ୍ମ ହେଉ କି ସିରିଏଲ ଅବା ଯାତ୍ରା ଏହି କଳାକାର ଙ୍କୁ ଆମେ ସମ୍ମାନ ମଧ୍ୟ ଦେଇ ଥାଉ | କାରଣ ସେମାନେ ଅଭିନୟ ଜଗତ ରେ ଅନେକ ପରିଶ୍ରମ କରି ଆମ ମାନଙ୍କର ମନରଞ୍ଜନ କରାଇ ଥାଆନ୍ତି |
ତେବେ ଯାତ୍ରା ଦେଖିବା ପାଇଁ ପ୍ରାୟ ଲୋକ ପସନ୍ଦ କରି ଥାଆନ୍ତି, ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ଯାତ୍ରା ଅପେକ୍ଷା ମେଲୋଡି ଦେଖିବା ପାଇଁ ପସନ୍ଦ କରିଥାନ୍ତି | ଯାତ୍ରା ଷ୍ଟେଜ ରେ ମେଲୋଡି ଡ୍ୟାନ୍ସ ଓ ଗୀତ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି |
ତେବେ ଯାତ୍ରା ଦୁନିଆଁ ରେ ମଧ୍ୟ ସେଭଳି ଅନେକ କଳାକାର ରହିଛନ୍ତି ଆଉ ଆଜି ଆମେ ଏକ ଯାତ୍ରା କଳାକାର ସମ୍ପର୍କ ରେ କହିବୁ ଯାହାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |
କଳାକାର ମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ସେମାନେ ଦର୍ଶକ ଙ୍କ ଆଗରେ ଏମିତି କଳା ପ୍ରଦର୍ଶନ କରିବେ ଯାହାଦ୍ୱାରା ଦର୍ଶକ ମାନେ ଆକର୍ଷିତ ହେବେ | ତେବେ ଏକ ଯାତ୍ରା ର ରେପ ସିନ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକି ଭିଲିଆନ ଏଠି ପିୟୁଷ ହୋଇ ଥିବା ବେଳେ ହିରୋଇନ ଭୂମିକା ରେ ଭାରତୀ ଅଛନ୍ତି |
ଯୁବତୀ ଜଣଙ୍କ ଏଠାରେ କହୁଛନ୍ତି କି ଇଏ କଣ ଏମିତି ବାଇଆ ଭଳି କଣ ହେଉଛ ଆଉ ଭିଲିଆନ କ୍ୟାରେଟର ରେ ଥିବା ବ୍ୟକ୍ତି କହୁଛନ୍ତି କି ମୋ ନାଁ ବାଇଆ ମୋ କାମ ବି ବାଇଆ | ଏହାପରେ ପରେ ନାଟକ ର ହିରୋଇନ ଆସି ଯାତ୍ରା ମଞ୍ଚରେ ପହଞ୍ଚୁଛନ୍ତି ଆଉ ଶାଢ଼ୀ ଚୋରି କରୁ ଥିବାର ଦୋଷ ଦେଇ ଭିଲିଆନ ତା ଶାଢ଼ୀ କୁ ଖୋଲିବାରେ ଲାଗିଛି |
ଏହାପରେ ଯୁବତୀ ଜଣଙ୍କ କହୁଛନ୍ତି କି ଏ ଶାଢ଼ୀ ମୋ ସ୍ୱାମୀ ଦେଇଛନ୍ତି ଏଇଟା ମୋର ଶେଷ ସନ୍ତକ ମୋ ଏ ଶାଢ଼ୀ ଖୋଲିବି ନାହିଁ | ଏହାପରେ ଭିଲିଆନ ଗୀତ ଗାଉଛନ୍ତି କି ତୋର ଟଣା ଟଣା ଆଖି ତୋର ପୁଚକି ପୁଚକି ଗାଲ ମୋର ମନ ନେଲା କିଣି |
ଆଉ ଏହାପରେ କହୁଛନ୍ତି କି ମୋ ଆଗରେ ଦୁଇଟି ସୁନ୍ଦରୀ ଛିଡା ହୋଇଛନ୍ତି ଆଉ ମୁଁ ଏଠୁ ପଳେଇବି କିନ୍ତୁ ତମ ଦୁଇ ସୁନ୍ଦରୀ ଙ୍କୁ ସାଙ୍ଗରେ ନେଇକି ଯିବି | ତେବେ ପିୟୁଷ ଏତେ ସୁନ୍ଦର ଭାବରେ ମଞ୍ଚରେ ନାଟକ ଦେଖାଇ ଥିଲେ କି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ତାଳି ରେ ମାହଲ ଟି ଯେପରି କମ୍ପି ଉଠି ଥିଲା | ତେବେ ଏଭଳି ଏକ ସୁନ୍ଦର ନାଟକ ଟି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେଉଛି ଆଉ ଦର୍ଶକ ମଧ୍ୟ ବେସ ପସନ୍ଦ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।