ତେବେ ବର୍ତ୍ତମାନ ଗର୍ଭବତୀ ହେବା ବା ଗର୍ଭ ଧାରଣ କରିବାରେ ବହୁତ ଅସୁବିଧା ଆସୁଛି, ଅନେକ ସମୟରେ ନାନା ପ୍ରକାର କଂପ୍ଲିକେଶନ ବି ରହୁଛି ।ଆଉ ଏହି ସବୁ ସମସ୍ୟା ଭିତରେ ବହୁତ ଜଣ ପିଲା ସୁଖ ପାଇ ପାରନ୍ତି ନାହିଁ ।ତେବେ ପୂର୍ବରୁ ଏମିତି କିଛି ଅସୁବିଧା ରହୁ ନଥିଲା ପ୍ରେଗନେନ୍ସି କେସ ଗୁଡିକ ରେ କିନ୍ତୁ ଆଜିର ଆଧୁନିକ ଯୁଗରେ ଆମର ଜୀବନ ଦିନକୁ ଦିନ ବଦଳିବାରେ ଲାଗୁଚି ।
ଆଉ ଏହାର ପ୍ରଭାବ ଆମ ଶରୀର ଉପରେ ପଡୁଛି, ତେବେ ଆଜିକାଲି ବହୁତ ଘରୋଇ ରିମେଡି ରହିଚି ଯାହାକୁ ବ୍ୟବହାର କଲେ ଆପଣଙ୍କ ଗର୍ଭବତୀ ହେବାରେ ବହୁତ ସାହାଯ୍ୟ କରିଥାଏ ।ତେବେ ଆଜି ଆମେ ଆପଣଂକୁ ଗର୍ଭବତୀ ହେବା ପାଇଁ କେମିତି ଡାଲଚିନି ସାହାଯ୍ୟ କରିବ ସେହି ବିଷୟରେ ବତାଇବୁ ।ତେବେ ଡାଲଚିନି ଗରମ ଖାଦ୍ୟ ଅଟେ ତେବେ ଏହା କେମିତି ସାହାଯ୍ୟ କରେ ସେ ବିଷୟରେ ଆସନ୍ତୁ ଜାଣିବା ।
ତେବେ ଡାଲଚିନି ଏହା ପାଇଁ ବହୁତ ଲାଭକାରୀ। ଡାଲଚିନି ସମସ୍ତଙ୍କ ରୋଷେଇ ଘରୁ ମିଳିଯିବ। ଆମେ ତାକୁ ଖାଦ୍ୟ ତିଆରି କରିବାରେ ବ୍ୟବହାର କରିଥାଉ। ତେବେ ଏହାର ବହୁତ ଉପକାର ରହିଛି ତାହା ପୁଣି ମହିଳା ମାନଙ୍କ ପାଇଁ। ମେଡିସିନ ଠାରୁ ଏହାର କାମ ଆହୁରି ଅଧିକ ହୋଇଥାଏ।
ଗୋଟିଏ ଗ୍ଲାସ୍ ପାଣି ନେବେ। ସେଥିରେ ଅଧା ଚାମଚ ଡାଲଚିନି ଗୁଣ୍ଡ ପକାଇ ଦେବେ ତାପରେ ତାକୁ ଫୁଟାଇବେ। ଯେମିତି ଆପଣଙ୍କ ଗୋଟିଏ ଗ୍ଲାସ ପାଣି ଅଧା ଗ୍ଲାସ ହୋଇଯିବ। ତାପରେ ତାକୁ ଛାଣି ସକାଳୁ ଖାଲି ପେଟରେ ଏହାକୁ ସେବନ କରିବେ। ଆଉ ତାର ଯାହା ବି ଉପକାରୀ ଗୁଣ ରହିଛି ତାହା ଆପଣଙ୍କୁ ମିଳିବ। ତାପରେ ବ୍ରେକଫାଷ୍ଟ କରିବା ପରେ ୧୫ ରୁ ୨୦ ମିନିଟ୍ ଛାଡ଼ି ଏହାକୁ ସେବନ କରିବେ। ଏହା ସହିତ ଆପଣ କିଛି ଯୋଗ ଅଭ୍ୟାସ କରିବା ଦରକାର।
ଏହା କରିବା ଦ୍ୱାରା ଆପଣଙ୍କ ବ୍ଲଡ୍ ସାର୍କୁଲେସନ ଠିକ୍ ଭାବରେ ହୋଇଥାଏ। ଏହି ଡାଲଚିନି ଚା କୁ ଆପଣ ମାସ ସାରା ନିଅନ୍ତୁ। କୌଣସି ବି ଅସୁବିଧା ହେବ ନାହିଁ। ତେବେ ଏହାଥିଲା ମହିଳାଙ୍କ ପାଇଁ। ତେବେ ପୁରୁଷ ମାନଙ୍କ କ୍ଷେତ୍ରରେ ମଧ୍ୟ ସ୍ପର୍ମ କମ୍ ହୋଇଥାଏ !
ଯାହାଦ୍ୱାରା କି ଗର୍ଭବତୀ ହୋଇପାରି ନଥାନ୍ତି ମହିଳା। ସେଥିପାଇଁ ଆପଣ ଗୋଟିଏ ଗ୍ଲାସ୍ କ୍ଷୀରରେ ଚେମନ ପ୍ରସ କୁ ଆଡ୍ କରିବେ ତାପରେ ତାକୁ ଭଲ ଭାବରେ ଗୋଳାଇ ପିଇ ନେବେ। ସେହିପରି ରାତିରେ ଡିନର ପରେ ଗୋଟିଏ ଗ୍ଲାସ କ୍ଷୀର ରେ ଗୋଟିଏ ଚାମଚ ଚେମନ ପ୍ରସ୍ ନେଇ ପିଇ ଦେବେ। ତେବେ ଆପଣ ଏହିସବୁ ଘରୋଇ ଉପଚାର କଲେ ଯଲଦି ଗର୍ଭ ରହିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।