Breaking news – ମଞ୍ଚ ଉପରେ ପପୁ ପମ ପମ ଙ୍କୁ ପଥର ମାଡ଼ ! ଅଧାରୁ ମଞ୍ଚ ଛାଡ଼ି ପଳାଇଲେ ହାସ୍ୟ ଅଭିନେତା ପପୁ ପମପମ,ଦେଖନ୍ତ…..ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଆମ ସମାଜରେ କ୍ୟାମେରା ଏବଂ ସୋସିଆଲ ମିଡ଼ିଆ । ତେବେ ଏହି ସବୁରୁ ବ୍ୟବହାର ଆମ କୁ ସଚେତନ ଏବଂ ଆଡ଼ଭାନ୍ସ କରିବା ପାଇଁ ଉଦ୍ଭାବନ କରାଯାଇଛି ଥିଲା ମାତ୍ର ଆଜି କାଲିର ଲୋକ ମାନେ ଏତେ କୌଳୁଷିତ ହୋଇଗଲେଣି ଯେ କିଛି ବି ଘଟଣା କୁ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି ।

ସେମାନେ ଭୁଲିଯାଉଛନ୍ତି ଯେ ଏହାର ପ୍ରଭାବ ଆମ ସମାଜ ଉପରେ ଖରାପ ହୋଇପାରେ। ତେବେ ଏହିଭଳି ଏକ ଘଟଣା ବିଷୟରେ ଆପଣଂକୁ ଜଣେଇବୁ ଯାହାକୁ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବା ରେ ଲାଗିଛି ଆଉ ତାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣାଟି ହେଉଛି ହାସ୍ୟ ଅଭିନେତା ପପୁ ପମ ପମ ଙ୍କ ଉପରକୁ ପଥର ମାଡ଼।

ତେବେ ପପୁ ପମ ପମ ଙ୍କ ପିଛା ଛାଡ଼ୁନି ବିବାଦ। ଦିନେ ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ କମେଡ଼ି କରିଥିଲେ। ଛାଡ଼ପଡ଼ା ଓଭରବ୍ରିଜ ପାଖରେ ହେଲା ଗାଳିମାଡ଼। ଆଉ ଦିନେ କାଷ୍ଟିଂ କାଉଚ ରେ ଫସିଥିଲେ। ଆଉ ଏପଟେ Mr. କହ୍ନେୟା ର ପୋଷ୍ଟର ପାଇଁ ଫସିଥିଲେ।

ଆଉ ଏପଟେ ସର୍ବ ସମ୍ମୁଖରେ ଷ୍ଟେଜ୍ ଉପରେ ଜାଗର ଯାତ୍ରା ରେ ହାସ୍ୟ ଅଭିନେତା ପପୁ ପମ ପମ ଙ୍କ ଉପରେ ହୋଇଛି ପଥର ମାଡ଼। ଭାଗ୍ୟ ବଶତଃ ସେ ପଥର ପପୁ ପମ ପମ ଙ୍କ ଉପରେ ବାଜିନି। କିନ୍ତୁ ସବୁଠାରୁ ବଡ଼ କଥା, ସେହି ପଥର ଯାଇ ପଛରେ ଥିବା ଯୁବତୀ ଙ୍କ ଦେହରେ ବାଜିଥିବା ନେଇ ଚର୍ଚ୍ଚା ଚାଲିଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଯାତ୍ରା ଚାଲିଥିଲା। ଆଉ ଏହି ଜାଗର ଯାତ୍ରା ରେ ଆୟୋଜନ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ।


ଯେଉଁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଓଡ଼ିଶାର ହାସ୍ୟ ଅଭିନେତା ପପୁ ପମ ପମ। ଆଉ ଯେତେବେଳେ ପପୁ ପମ ପମ ମଞ୍ଚ ଉପରକୁ ଉଠିଥିଲେ ସେତିକିବେଳେ ଏକ ପଥର ପପୁ ପମ ପମ ଙ୍କ ଉପରକୁ ଦର୍ଶକ ଫୋପାଡ଼ିଥିଲେ। ଶିବରାତ୍ରି ଅବସରରେ ସୁଳର ଗ୍ରାମରେ ଯେତେବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ପପୁ ପମ ପମ ମଞ୍ଚ ଉପରକୁ ଆସିଥିଲେ,

ଆଉ ଏହି ସମୟରେ ହଠାତ୍ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା। ପଥର ପପୁ ପମ ପମ ଙ୍କ ଦେହରେ ନ ବାଜି ପଛରେ ଥିବା ଡିଜିଟାଲ ବକ୍ସରେ ବାଜି ଭାଙ୍ଗି ଯାଇଥିଲା। ଆଉ ଏହାପରେ ଆଉ ଏକ ପଥର ମଞ୍ଚ ଉପରକୁ ଆସିଥିଲା ତାହା ଆଉ ଜଣେ ଯୀବକଙ୍କ ଦେହରେ ବାଜିଥିଲା। ସୁରକ୍ଷା ଦୃଷ୍ଟିରୁ ପପୁ ପମ ପମ କାର୍ଯ୍ୟକ୍ରମ ଅଧାରୁ ପଳେଇ ଆସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.