OMG ! ହଠାତ ସମୁଦ୍ର ମଝିରେ OVERLOAD TRUCK କୁ ନେଇ ଯାଉଥିବା VESSEL ON ରିସ୍କ…. ଭିଡ଼ିଓ ଦେଖିଲେ ହୋସ ଉଡିଯିବ….ଦେଖନ୍ତୁ viral ଭିଡ଼ିଓ ଟିକୁ….

କେବେ କେବେ ଆମ ସାମ୍ନା କୁ କିଛି ଏହିଭଳି ଦୃଶ୍ୟ ଦେଖିବା କୁ ମିଳେ ଯାହାକୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଚକିତ ଲାଗେ ଆଉ କିଛି ବୁଝି ହୁଏ ନାହିଁ କି ଏହା କେଉଁ ପର୍ବ ଏବଂ ଏହାର କଣ ରହସ୍ୟ ରହିଛି ବୋଲି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଦୃଶ୍ୟ ଦେଖିବା କୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ କୁହାଯାଉଛି କି ଆଜିକାଲି ଅଧିନିକ ଜ୍ଞାନ କୌଶଳ ଓ ଆଧୁନିକ ଶୌଳି ର ମଧ୍ୟ ବିକାଶ ଘଟିଲାଣି ଯାହା ସାହାଯ୍ୟରେ ଆଜିକାଲି ଲୋକ ମାନେ!

ନିଜର ବୁଦ୍ଧି ଆଉ ବିବେକ କୁ ଖୋଟେଇକି ନିଜର ବୁଦ୍ଧି ମାଧ୍ୟମରେ ବିଭିନ୍ନ ପ୍ରକାରର ନୂଆ ନୂଆ ଜିନିଷ ର ଉଦ୍ଭାବନ କରି ପାରୁଛି ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ସେହିଭଳି ଏକ ନୂଆ ଧରଣର ପାଣି ଜାହାଜ ଟି ଦେଖିବାକୁ ମିଳିଛି ଆଉ ଯାହା ସାହାଯ୍ୟରେ ମାଲବାହୀ ଟ୍ରକ୍ ସବୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇ ପାରୁଛି।


ତେବେ ସୂଚନା ଅନୁସାରେ, ଗଙ୍ଗା ନଦୀର ମନିହାରୀ ଘାଟ ରେ ସାହିବଗଂଜ ନାମକ ଏକ ପାଣି ଜାହାଜ ପାଖାପାଖି ୨୩ ଟି ମାଲବାହୀ ଟ୍ରକ୍ କୁ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଆଣିବାର ଦେଖିବାକୁ ମିଳିଛି। ପ୍ରକୃତରେ ଦୃଶ୍ୟ ଟି ଦେଖିଲେ ବହୁତ ଭୟ ଲାଗିବ। କାହିଁକିନା ଗୋଟିଏ ଏତେ ବଡ଼ ପାଣି ଜାହାଜ ଆପଣ କେବେବି ଦେଖି ନଥିବେ। ଆଉ ତାହା ପୁଣି ଏତେ ସାରା ମାଲବାହୀ ଟ୍ରକ୍ କୁ ବିନା ଭୟରେ ଘାଟରେ ଆଣି ଲଗାଇଛନ୍ତି। ଆପଣ ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.