shocking ଭିଡ଼ିଓ – ଛୋଟ ପିଲା ସହ ହାତୀ କଲା ଏମିତି , ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।, ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଆପଣ ମାନେ ଲୋକଙ୍କୁ ନିଜ ଘରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ତଥା କୁକୁର ,ମାଙ୍କଡ , ଶୁଆ , ବିଲେଇ ଆଦି ଙ୍କୁ ପାଳିତ କରି ରଖିଥିବା ର ଦେଖିଥିବେ।
କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ଛୋଟ ପିଲା ଙ୍କ ବିଷୟ ରେ ଜଣେଇବା କୁ ଯାଉଛୁ , ଯିଏକି ନିଜେ ନିଜ ହାତରେ ଏକ ବିଶାଳକାୟ ଅର୍ଥାତ୍ ଏକ ହାତୀ କୁ କଦଳୀ ଖୁଆଇ ଦେଉଛି। ତେବେ ଏହି ଭାଇରାଲ ଭିଡ଼ିଓ ଟି ରେ ଦେଖା ଯାଇଛି ଯେ, ଛୋଟ ଝିଅ ଟି ଯିଏକି ଦୁଇ ବର୍ଷ ର ହେବ ବିନା ଭୟରେ ଗୋଟିଏ ହାତୀ ପାଖକୁ ଯାଇ ହାତୀ କୁ ଗେହ୍ଲ କରୁଛି। ତାକୁ ଖାଇବା ପାଇଁ ଦେଉଛି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟ କର କି ଛୋଟ ଝିଅ ଟି ନିଜ ହାତରେ କଦଳୀ ନେଇ ହାତୀ ର ଷୁଣ୍ଢରେ ଦେଉଛି ଆଉ ହାତୀ ମଧ୍ୟ ସୁନ୍ଦର ଭାବରେ ତା ହାତରୁ କଦଳୀ ନେଇ ଖାଉଛି। ତେବେ ଏହା ମଧ୍ୟରେ ଦେଖା ଯାଇଛି କି ପିଲାଟି ହାତୀ ଷୁଣ୍ଢରେ ରେ ଝୁଲି ପଡ଼ୁଛି ଆଉ ତାକୁ କୁଣ୍ଢେଇ ପକାଉଛି।
ତେବେ ଛୋଟ ପିଲା ଟି ହାତୀକୁ ଭଲ ରେ ଖାଇବା ଦେବା ସହ ତା ସହ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକୁ ଦେଖିବା ପରେ ସମସ୍ତେ ଖୁବ ଖୁସି ହୋଇଛନ୍ତି। ତେବେ ସତରେ ମଣିଷ ଯଦି ପଶୁପକ୍ଷୀ ଙ୍କୁ ସେହ୍ନ ଓ ଭଲ ପାଇବା ଦେବ ତେବେ ସେ ମଧ୍ୟ ତାକୁ ସେହିଭଳି ଭଲ ପାଇବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।