ଓଡ଼ିଶାର ଚୁଲୁବୁଲି ନାୟିକା ଅନୁ ଚୌଧୁରୀ ଙ୍କ ଏମିତି କିଛି ଫୋଟୋ,ଆଗରୁ ଦେଖି ନଥିବେ….

ଓଲିଓଡ଼ ଇଣ୍ଡଷ୍ଟ୍ରି ର ନାୟିକା ଅର୍ଥାତ ନମ୍ବର ୱାନ ନାୟିକା ଭାବେ ପରିଚିତ ଅନୁ ଚୌଧୁରୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି | ଯିଏ କି ଅନେକ ସୁପରହିଟ ଫିଲ୍ମ କରି ଦର୍ଶକ ମାନଙ୍କର ମନକୁ ଜିଣି ପାରିଛନ୍ତି | ତେବେ ଆଜି ତାଙ୍କର ଘର ପରିବାର ଓ ଲାଇଫ ଷ୍ଟାଇଲ ସମ୍ପର୍କ ରେ ଆଲୋଚନା କରିବା |

    ତେବେ ତାଙ୍କର ପୁରା ନାଁ ହେଉଛି ଅନୁସୟା ଚୌଧୁରୀ ଆଉ ଯାହାକି ତାଙ୍କୁ ସମସ୍ତେ ଅନୁ ଡାକନ୍ତି, ତାଙ୍କର ବୟସ 40 ହୋଇ ଥିବା ବେଳେ ତାଙ୍କର ଜନ୍ମ 1979 30 ଅଗଷ୍ଟ ରେ ହୋଇ ଥିଲା | ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରି ଥିଲେ ଏବଂ ସେ ଏବେ ଭୁବନେଶ୍ୱର ରେ ହିଁ ନିଜ ଫ୍ୟାମିଲି ସହ ରହୁଛନ୍ତି | ନେସନାଲଟି ରେ ସେ ଜଣେ ଇଣ୍ଡିଆନ ଆଉ ତାଙ୍କର ଧର୍ମ ହେଉଛି ହିନ୍ଦୁ |

ତାଙ୍କ ହାଇଟ 5 ଫୁଟ 5 ଇଞ୍ଚ ହୋଇ ଥିବା ବେଳେ ତାଙ୍କ ୱେଟ 55 କେଜି ଆଉ ତାଙ୍କ ସ୍କିନ କଲର ଫାୟାର ହୋଇ ଥିବା ବେଳେ ତାଙ୍କ ହେୟାର କଲେ ବ୍ଲାକ ଅଟେ | ତାଙ୍କ ବାପା ଙ୍କ ନାଁ ହେଉଛି ରବି ଚୌଧୁରୀ ଏବଂ ମା ଙ୍କର ନାଁ ହେଉଛି ସୌଦାମିନୀ ଚୌଧୁରୀ |

ଆଉ ତାଙ୍କ ପାଠପଢା କଥା କହିବା ଯଦି ସେ ଗ୍ରାଜୁଏସନ କରିଛନ୍ତି ତାଙ୍କ ସ୍କୁଲ କଲେଜ ହେଉଛି ଭୁବନେଶ୍ୱର ର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଏବଂ କଲେଜ ଟାଇମ ଭୁବନେଶ୍ୱର ର ବିଜେପି କଲେଜ କଟିଛି | ଆଉ ସାଧାରଣ ରେ ସେ ଓଡ଼ିଆ, ହିନ୍ଦୀ, ଇଂରାଜୀ ଭାଷା ରେ କଥା ହୋଇ ପାରିବେ | ତାଙ୍କର ପସନ୍ଦ ର ଆକ୍ଟର ହେଉଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଆଉ ତାଙ୍କର ପସନ୍ଦ ର ହିନ୍ଦୀ ଫିଲ୍ମ ହେଉଛି ଚୁପ ଚୁପକେ ଏବଂ ହମ ସାଥ ହେ |
ଆଉ ତାଙ୍କ ପସନ୍ଦ ର ଡ୍ରେସ ହେଉଛି ଜିନ୍ସ ଟପ ଏବଂ ଚୁଡ଼ଦାର ପଞ୍ଜାବୀ ଅହଂ ତାଙ୍କ ପସନ୍ଦ ସ୍ଥାନ ହେଉଛି କଟକ ଭୁବନେଶ୍ୱର | ତାଙ୍କର ହବିଶ ହେଉଛି ଆକ୍ଟିଙ୍ଗ, ଡ୍ୟାନସିଂ ଏବଂ ଟ୍ରାଭେଲିଙ୍ଗ | ଆଉ ତାଙ୍କର ବିବାହ କଥା କହିବା ଯଦି ସେ ଜଣେ ବିବାହିତା ଅଟନ୍ତି ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ସନ୍ଦୀପ ମିଶ୍ର |

1998 ମସିହା ରେ ସେ ପ୍ରଥମେ ମା ଗୁଜ ବାୟାଣୀ ଫିଲ୍ମ ରେ ନିଜର କ୍ୟାରିୟର ଆରମ୍ଭ କରି ଥିଲେ ଆଉ ତାଙ୍କର ଏହି ଫିଲ୍ମ ସୁପରହିଟ ହୋଇ ଥିବାରୁ ସେ ଲକ୍ଷ ଲକ୍ଷ ଦର୍ଶକ ଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରି ଥିଲେ | ତାଙ୍କର ଏକ ହେମଜୀ ହେକ୍ଟର କାର ରହିଛି ଯାହାର ମୂଲ୍ୟ 12 ରୁ 13 ଲକ୍ଷ ଅଟେ ଏବଂ ଆଉ ଏକ କାର ରହିଛି ସୁଜିକି କେୟାର ଯାହାର ମୂଲ୍ୟ 9ରୁ 10 ଲକ୍ଷ ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.