FEMILY TIPS – ଗର୍ଭାବସ୍ଥା ରେ ବୁଦ୍ଧିମାନ ପିଲା ପାଇଁ ଗର୍ଭବତୀ ମହିଳା କଣ କରିବା ଉଚିତ ?

ଅନେକ ସମୟରେ ମହିଳା ମାନେ ଜାଣିବାକୁ ଚାହିଁଥାନ୍ତି କି ପ୍ରଥମ ମାସର ପ୍ରେଗନେନ୍ସି ସମୟରେ ପିଲା ବା ଭୃଣ କେଉଁ ଆବସ୍ତାରେ ଥାଏ ଓ କେମିତି ତାହାର ବୃଦ୍ଧି ହେଇଥାଏ ।ତେବେ ମହିଳା ମାନେ ଜାଣି ରଖନ୍ତୁ କି ପ୍ରଥମ ମାସର ପ୍ରେଗନେନ୍ସି ସମୟରେ ପିଲା ଗୋଟିଏ ପୋସ୍ତ ମଞ୍ଜି ଆକାର ରେ ରହିଥାଏ ।

ପ୍ରଥମେ ତ ଆପଣଙ୍କ ର ଯେତେବେଳେ ପିରିୟଡ଼ ମିସ ହେଉଛି ସେତେବେଳେ ଆପଣଙ୍କ ଟେଷ୍ଟ ପଜିଟିଭ ଆସିଲେ ଜାଣିବେ ଆପଣ ପ୍ରେଗନେଣ୍ଟ ଅଛନ୍ତି ।ତେବେ ଆପଣଙ୍କ ର ପ୍ରେଗନେନ୍ସି କନସିଭ ହେଇଗଲା ପରେ ଅନେକ ମହିଳା ଭାବିଥାନ୍ତି ସେହି ମାସଟି ତାଙ୍କର ପ୍ରଥମ ମାସ କିନ୍ତୁ ଏହା ଭୁଲ ଅଟେ କାରଣ ଆପଣଙ୍କ ର ପ୍ରଥମ ମାସ ସରି ଦ୍ଵିତୀୟ ମାସ ଆରମ୍ଭ ହେଇ ସାରିଥାଏ ।


ତେବେ ପ୍ରଥମ ମାସ ର ପ୍ରଥମ ସପ୍ତାହ ରେ ଆପଣ ଙ୍କ ଅଣ୍ଡା ତିଆରି ଆରମ୍ଭ ହେଇଥାଏ ଓ ଦ୍ଵିତୀୟ ସପ୍ତାହରେ ସେହି ଫଲିକନ ନୀରିସ ହେଇଥାଏ ।ଆଉ ସେହି ଫଲିକନ ଭିତରୁ ଗୋଟିଏ ହିଁ କେବଳ ମେଚିଅର ଅଣ୍ଡା ହେଇଥାଏ ।ଆଉ ସେହି ଅଣ୍ଡା ଟି ଓଭାରୀ ରୁ ବାହାରି ଫେଲପିଅନ ଟ୍ୟୁବ ଭିତରେ ରହିଯାଏ ଏବଂ ତୃତୀୟ ସପ୍ତାହ ରେ ପୁରୁଷ ର ସ୍ପର୍ମ ଆସି ସେହି ଅଣ୍ଡା ସହିତ ମିଶି ଫଟିଲାଇଜେସନ ଆରମ୍ଭ କରିଥାଏ ।ଫଟିଲାଇଜେସନ ପରେ ବହୁତ ଗୁଡିଏ ସେଲ ତିଆରି ହେଇଥାଏ, ଆଉ ସେତିକି ବେଳେ ଯାଇଗୋଟ ଆସି ୟୁଟ୍ରେସ ରେ ଇମ୍ପ୍ଲାଣ୍ଟ ହୁଏ ।

ପେସ୍ତା ବାଦାମ କୁ ରାତିରେ ଭିଜେଇ ତାହାକୁ ସକାଳେ ଖାଇବା ଦରକାର ପ୍ରେଗନେଣ୍ଟ ମହିଳା ମାନେ ।
6.ମାଛ:-ମାଛ ରେ ଅମେଗା ଫାଟି ଏସିଡ ରହିଛି ଆଉ ଯଦି ପ୍ରେଗନେଣ୍ଟ ମହିଳା ମାନେ ସପ୍ତାହ ରେ ଦୁଇ ଥର ମାଛ ଖାଉଛନ୍ତି ତାହେଲେ ପିଲା ଖୁବ ଜଲଦି କୌଣସି କଥାକୁ ମନେ ରଖିପାରେ ।


.ପାଚିଲା କଦଳିରେ ବହୁତ ପରିମାଣରେ ଫୋଲିକ ଏସିଡ ରହିଥାଏ ଟ୍ରଣୁ ପ୍ରେଗନେନ୍ସି ସମୟରେ ପାଚିଲା କଦଳୀ ଖାନ୍ତୁ ।ଏହା ସହିତ ଆପଣ ପନିପରିବା ଓ ଫଳମୂଳ ଅଧିକ ପରିମାଣରେ ଖାଇବା ଉଚିତ ।

10.ଏହି ସବୁ ଖାଦ୍ୟ ସହିତ ଆପଣ ବିଜେଡି ଠିକରେ ନିଦ ନେଉଛନ୍ତି ତାହେଲେ ଆପଣଙ୍କ ଗର୍ଭସ୍ଥ ପିଲାର ଗ୍ରୋଥ ହେବାରେ ଲାଗିବ ।

7.ପ୍ରେଗନେନ୍ସି ସମୟରେ ମହିଳା ମାନେ ଡାଲି ନିହାତି ପିଇବା ଦରକାର, ଯଦି ପିଲାର ବ୍ରେନ ଗ୍ରୋଥ କରିବାକୁ ଚାହାନ୍ତି ତାହେଲେ ପ୍ରେଗନେନ୍ସି ସମୟରେ DHA ଥିବା ଖାଦ୍ୟ ଖାଇବା ଉଚିତ ।

8.ମାଂସ ରେ ଅଧିକ ପରିମାଣରେ ଜୀଙ୍କ ରହିଥାଏ,ତେଣୁ ପ୍ରେଗନେନ୍ସି ସମୟରେ ଦୁଇ ଦିନ ଅଣ୍ଡା ଖାଉଥିଲେ ଗୋଟିଏ ଦିନ ମାଂସ ଖାଆନ୍ତୁ ।

3.ଅଖରଟ:-ବାଦାମ ପରି ଆପଣ ଏହାକୁ ବି ଭିଜେଇ ଖାଇ ପାରିବେ । ତେବେ ପ୍ରେଗନେନ୍ସି ବେଳେ ଆୟଡ଼ିନ ଅଭାବରେ ପିଲାକୁ ନ୍ୟୁରୋ ଲୋଜିକାଲ ଡିସଅର୍ଡର ଦେଖାଯାଏ ଏଥିପାଇଁ ପ୍ରେଗନେନ୍ସି ବେଳେ ପ୍ରଚୁର ପରିମାଣ ରେ ଭିଟାମିନ ଓ ମିନେରାଲ ନେବା ଉଚିତ ।

4.ପନିର ଓ ଅଣ୍ଡା:- ପ୍ରେଗନେନ୍ସି ବେଳେ ମହିଳା ମାନେ ଦିନକୁ 2ଟି ସିଝା ଅଣ୍ଡା ଖାଇବା ଦରକାର ଅଟେ ।ଭେଜିଟେରିଆନ ମହିଳା ମାନେ ଆପଣ ପନିର ଖାଇ ପାରିବେ ଏଥରୁ ପିଲାକୁ ପ୍ରୋଟିନ ମିଳିଥା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.