ବାହା ହେବେ ଓଡ଼ିଶାର IAS ଯୋଡି ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ, ଏମିତି ଆଗରୁ କେବେ ଦେଖି ନଥିବେ….

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଖବର ଭାଇରାଲ ହୋଇ ଥାଏ ଆଉ ଏହା ଆମେ ଆଜିର ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଅବଗତ ହୋଇ ପାରି ଥାଉ | ତେଣୁ ଆଜିର ଜୀଵନ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି |

ବେଳେ ବେଳେ ଏମିତି କିଛି ଖବର ଆସି ପହଞ୍ଚି ଥାଏ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବେଳେ ବେଳେ ଖୁବ ଖୁସି ମଧ୍ୟ ଅନୁଭବ ହୋଇ ଥାଏ କାରଣ ଏମିତି ଖବର ଆମ ମନକୁ ଶାନ୍ତି ଦେଇ ଥାଏ | ତେବେ ସେଭଳି ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ଖୁବ ଖୁସି ଅନୁଭବ କରିବେ, ଯେଉଁଠି କି ଦେଖିବା ପାଇଁ ମିଳିଛି କି ବଲାଙ୍ଗୀର ଜିଲ୍ଲାପାଳ ଓ ସମ୍ବଲପୁର ଜିଲ୍ଲାପାଳ ଙ୍କର ବିବାହ ହେବା ପାଇଁ ଯାଉଛି | ତେବେ ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ସମ୍ବଲପୁର ର ଜିଲ୍ଲାପାଳ ଅନନ୍ୟା ରଣା ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ଙ୍କର ବିବାହ ବନ୍ଧନ ଅନୁଷ୍ଠିତ ହେବା ପାଇଁ ଯାଉଅଛି | ଯାହା କୁହା ଯାଉଛି କି ଗତ କାଲି ଦୁଇ ଆଇଏସ ଙ୍କର ନିର୍ବନ୍ଧ କାର୍ଯ୍ୟ ସରି ଯାଇଛି | ଆଉ ଯାହା ଜଣା ପଡିଛି କି ଅନନ୍ୟା ଙ୍କର ବାସ ଭବନ ରେ ପାରମ୍ପରିକ ରୀତିନୀତି ରେ ନିର୍ବନ୍ଧ ଅନୁଷ୍ଠିତ ହେବା କଥା ମଧ୍ୟ କୁହାଯାଉଛି |

 

ତେବେ ଏହି ନିର୍ବନ୍ଧ ଫାଂକ୍ସନ ରେ ଅନ୍ୟାନ୍ୟ ଓ ଚଞ୍ଚଳ ଙ୍କର ବନ୍ଧୁବାନ୍ଧବ ଙ୍କ ସହିତ କେତେକ ଅଫିସର ମାନେ ମଧ୍ୟ ଏଥିରେ ଯୋଗ ଦାନ କରିଥିଲେ | ତାହା ସହିତ ଆହୁରି ମଧ୍ୟ କୁହାଯାଉଛି କି ସେମାନେ ନିଷ୍ପତ୍ତି ନେଇଛନ୍ତି କି ଆଗାମୀ 3 ମାସ ମଧ୍ୟରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି |

କିନ୍ତୁ ଏଠାରେ ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି ଏହା ଉଭୟ ଙ୍କର ଦ୍ୱିତୀୟ ବିବାହ ଅଟେ, କାରଣ ଆସାମ ର ଝିଅ ଅନନ୍ୟା ପୂର୍ବରୁ କୋରାପୁଟ ର ଜିଲ୍ଲାପାଳ ଅବଦୁଲ ଙ୍କୁ ବିବାହ କରି ଥିଲେ ଆଉ ସେହିଭଳି ଭାବରେ ଚଞ୍ଚଳ ରାୟଗଡା ଜିଲ୍ଲାର ଶ୍ରଦ୍ଧାଞ୍ଜଳି ଙ୍କୁ ବିବାହ କରି ଥିଲେ |

ତେବେ କୌଣସି ପାରିବାରିକ କାରଣ ରୁ ଉଭୟ ଆଇଏସ ଙ୍କର ଛାଡ଼ପତ୍ର ହୋଇ ଯାଇ ଥିଲା ଆଉ ଏବେ ଜିଲ୍ଲାପାଳ ଅନନ୍ୟା ଓ ଜିଲ୍ଲାପାଳ ଚଞ୍ଚଳ ଉଭୟ ଉଭୟ ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି ଗତ କାଲି ନିର୍ବନ୍ଧ ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଉପଲୋଡ ହୋଇଛି ଯାହାକି ବେସ ସୁନ୍ଦର ହୋଇଛି ଏବଂ ଲୋକ ମାନେ ମଧ୍ୟ ତାଙ୍କ ଯୋଡ଼ି କୁ ବେସ ପସନ୍ଦ କରିଛନ୍ତି | କେବଳ ଏହା ନୁହେଁ ଏହା ପୂର୍ବରୁ ମଧ୍ୟ ଆଇଏସ ଟପର ଟିନା ମଧ୍ୟ ଦ୍ୱିତୀୟ ବିବାହ କରି ବେସ ଚର୍ଚ୍ଚା କୁ ଆସି ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.