ଓଃ..କି..ଡ୍ୟାନ୍ସ – ଫଗୁଣରେ ଫଗୁଣ ଗୀତରେ କମାଲ କଲେ OLYWOD ଅଭିନେତା ସିଦ୍ଧାନ୍ତ ମହାପାତ୍ର , ରଚନା…ମାତ୍ର 5 ଘଣ୍ଟାରେ 259K ରୁ ଅଧିକ ଲୋକ ଦେଖି ସାରିଲେଣି…

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ତ ଅନେକ କଳାକାର ରହିଛନ୍ତି କିନ୍ତୁ ସେଥି ମଧ୍ୟରୁ ଏମିତି କିଛି କଳାକାର ରହିଛନ୍ତି ଯିଏ କି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି | ତେବେ ଆମ କଳାକାର ଜଗତ ରେ ଏମିତି କିଛି ଯୋଡ଼ି ଅଛନ୍ତି ଯାହାଙ୍କୁ ଦର୍ଶକ ମାନେ ବେସ ପସନ୍ଦ କରି ଖୁବ ଭଲ ପାଇବା ଦେଇ ଥାଆନ୍ତି | କାରଣ ସେହି ଯୋଡ଼ି ର ଫିଲ୍ମ ବେସ ସୁନ୍ଦର ଲାଗିଥାଏ ଆଉ ମନକୁ ଖୁବ ଛୁଇଁ ଯାଇଥାଏ | ସେଭଳି ଏକ ବେଷ୍ଟ ଯୋଡ଼ି ଙ୍କର ପଫମାନ୍ସ ଦେଖିବା ପାଇଁ ମିଳିଛି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ତେବେ ଓଡ଼ିଆ ସିନେମା ଜଗତ ର ସବୁଠୁ ସୁନ୍ଦର ଯୋଡ଼ି ସିଦ୍ଧାର୍ଥ ମହାପାତ୍ର ଆଉ ରଚନା ବାନାର୍ଜୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ | ଯିଏ କି ଅନେକ ଫିଲ୍ମ ଏକା ସାଙ୍ଗରେ କରି ଦର୍ଶକ ମାନଙ୍କର ଭଲ ପାଇବାକୁ କିଣି ପାରିଛନ୍ତି | ରଚନା ଯିଏ କି ବେଙ୍ଗଲୀ ଅଟନ୍ତି!

ହୁଏତ ସେ ଏବେକା ସମୟରେ ଆଉ ଓଡ଼ିଆ ଚଳଚ୍ଚିତ୍ର ରେ ଫିଲ୍ମ କରୁ ନାହାଁନ୍ତି କିନ୍ତୁ ଏବେ ସେ ଓଡ଼ିଆ ଦର୍ଶକ ଙ୍କ ମନରେ ଛାପି ହୋଇ ରହି ଯାଇଛନ୍ତି | ସେ ଅଭିନେତା ସିଦ୍ଧାର୍ଥ ଙ୍କ ସହିତ ଅନେକ ଫିଲ୍ମ ରେ କାମ କରିଛନ୍ତି ଆଉ ତାଙ୍କର କିଛି ହିଟ ଫିଲ୍ମ ଗୁଡ଼ିକ ହେଉଛି, ସନ୍ତାନ, କଣ୍ଢେଇ ଆଖିରେ ଲୁହ, ସିନ୍ଦୁର ନୁହେଁ ଖେଳ ଘର, ମୋ କୋଳ ତୋ ଝୁଲଣା, ଲକ୍ଷ୍ମୀ ପ୍ରତିମା ଏଭଳି ଅନେକ ସୁପରହିଟ ଫିଲ୍ମ ରହିଛି |


ତେବେ ବର୍ତ୍ତମାନ ସମୟରେ ଏକ ରିୟାଲିଟି ସୋ ରେ ଉଭୟ ଷ୍ଟାର ଙ୍କୁ ଦେଖିବା ପାଇଁ ମିଳିଛି ଯେଉଁଠି ଏହି ପୁରୁଣା ଯୋଡ଼ି ଏହି ଷ୍ଟେଜରେ ତାଙ୍କରି ଏକ ଗୀତରେ ଡ୍ୟାନ୍ସ କରି ଦେଖାଇଛନ୍ତି | ସାର୍ଥକ ଚ୍ୟାନେଲ ର ଏକ ଆୱାର୍ଡ ଫାଂକ୍ସନ ରେ ରଚନା ବାନାର୍ଜୀ ଙ୍କୁ ଡକା ଯାଇଥିଲା ଆଉ ସେଥିରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଯୋଗ ଦେଇ ଥିଲେ |

ଆଉ ସେହି ମଞ୍ଚରେ ରଚନା ଓ ସିଦ୍ଧାର୍ଥ ଙ୍କ ଫିଲ୍ମ ର ଏକ ଫେମସ ଗୀତ ଫଗୁଣ ରେ ଫଗୁଣ ଗୀତ ରେ ଉଭୟ ଡ୍ୟାନ୍ସ କରି ଦର୍ଶକ ମାନଙ୍କର ମନକୁ କିଣି ନେଇ ଥିଲେ | ଏହି ମଞ୍ଚରେ ପୁଣି ଥରେ ସିଦ୍ଧାନ୍ତ ଓ ରଚନା ଙ୍କର ଭଲ ପାଇବା ଦେଖିବା ପାଇଁ ମିଳି ଥିଲେ ଆଉ ତାଙ୍କର ଡ୍ୟାନ୍ସ ଦେଖି ଉପସ୍ଥିତ ଥିବା କଳାକାର ମାନେ ଏତେ ଖୁସି ହୋଇ ଯାଇ ଥିଲେ କି ସେମାନେ ମଧ୍ୟ ତାଙ୍କ ସହିତ ଡ୍ୟାନ୍ସ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.