Exclusive : ଏହି ଝିଅ ପ୍ରୀୟଙ୍କାଙ୍କୁ ଦ୍ୱିତୀୟ ବିବାହ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

କଳାହାଣ୍ଡି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କର କୁଆଡ଼େ ଏବେ ଏବେ ନିର୍ବନ୍ଧ ସରିଛି। ଚର୍ଚ୍ଚା ହେଉଛି ଏହି ସପ୍ତାହ ଭିତରେ କୁଆଡ଼େ ହାତକୁ ଦି ହାତ ହେବେ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜୁନାଗଡ଼ ର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

ଆଉ ଆପଣ ଭିଡିଓ ରେ ଦେଖିବା ପାଇଁ ପାଇବେ ସେ ଝିଅ ଯାହାକୁ ଦିବ୍ୟଶଙ୍କର ମିଶ୍ର ବିବାହ କରିବା ପାଇଁ ଯାଉଛନ୍ତି। ସେ ଝିଅ ର ନାମ ହେଉଛି ପ୍ରିୟଙ୍କା ଅଗସ୍ତି। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଝିଅଟି ବୃତ୍ତିରେ ଜଣେ ଇଞ୍ଜିନିୟର। ଆଉ କଥା ଉଠୁଛି, ଏହି ମାସର ଶେଷ ସୁଦ୍ଧା ପୁରୀ ରେ ବାହା ହେବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜୁନାଗଡ଼ ର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

ଏଠାରେ ଜଣେଇ ଦେବାକୁ ଚାହିବୁ, କି ନିଜ ବ୍ଲକ୍ ଗୋଲାମୁଣ୍ଡା ବ୍ଲକ ର ପ୍ରିୟଙ୍କା ଅଗସ୍ତି ଆଗରୁ ଆଉ ଜଣଙ୍କୁ ବିବାହ କରିଥିଲେ। ଆଉ ତାଙ୍କର କୌଣସି କାରଣରୁ ଛାଡପତ୍ର ପରେ ସେ ଏବେ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜୁନାଗଡ଼ ର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି।

 ଆଉ ଏହା ବ୍ୟତୀତ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। କୌଣସି କାରଣ ପାଇଁ ତାଙ୍କର ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ଦେଇଥିଲେ। ଆଉ ଛତିଶଗଡ଼ ରାଜ୍ୟ ସରକାରଙ୍କ ମୁଖ୍ୟ ପାଇଲଟ୍ ଭାବେ କାମ କରୁଥିବା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ୨୦୧୪ ନିର୍ବାଚନ ରେ ରାଜନୀତି ରେ ପ୍ରବେଶ କରିଥିଲେ।

ଆଉ ଏହାପରେ ୨୦୧୪ ଓ ୨୦୧୯ ରେ ଦୁଇ ଥର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଏହା ପରେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ମଧ୍ୟ ଥିଲେ। ଆଉ ତା ଠାରୁ ବଡ଼ କଥା ହେଉଛି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ ବିବାଦ ରେ ମଧ୍ୟ ଛନ୍ଦି ହୋଇ ଫସିଥିଲେ ପୂର୍ବତନ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଆଉ ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.