shocking ଭିଡ଼ିଓ – ଯୁବତୀ କଲେ ଏମିତି କୀର୍ତନ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ କିଛି ଭିଡ଼ିଓ ସମ୍ପର୍କ ରେ ଅବଗତ ହୋଇ ଥାଉ ଆଉ ବେଳେ ବେଳେ କିଛି ଦୃଶ୍ୟ ଖୁବ ମାତ୍ରା ରେ ଭାଇରାଲ ମଧ୍ୟ ହୋଇ ଥାଏ | ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି ଏକ ସ୍ଥାନରେ ଅଷ୍ଟପ୍ରହରୀ ହେଉଛି ଯେଉଁଠି ଏଥିରେ ଯୁବତୀ ମାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି |

ଆମ ଓଡ଼ିଆ ଧର୍ମ ରେ ଅଷ୍ଟପ୍ରହରୀ ହେଉଛି ଏକ ସଂସ୍କୃତି ଓ ପରମ୍ପରା ଯାହାକି ଭଗବାନ ଙ୍କ ନାମ ସ୍ମରଣ କରାଯାଇ ଥାଏ | ଆଉ ଏଥିରେ ବାଜା ମୃଦଙ୍ଗ କୀର୍ତ୍ତନ ବଜାଇ ବେସ ଭକ୍ତି ଭାବରେ କୀର୍ତ୍ତନୀୟା ମାନେ ହଜି ଯାଇ ଥାଆନ୍ତି ଯାହାକୁ ଦେଖି ମନରେ ଏକ ପ୍ରକାର ର ଭକ୍ତି ଜାଗ୍ରତ ହୋଇ ରୁମ ଟାଙ୍କୁରୀ ଉଠି ଥାଏ |

ତେବେ ଜଣେ ବ୍ୟକ୍ତି ହରେ ରାମ ହରେ କୃଷ୍ଣ ଜପୁଛନ୍ତି ଆଉ ତାଙ୍କର ତାଳରେ ଅନ୍ୟ ଯୁବତୀ ମାନେ ଅଣ୍ଟା ହଲାଇ ଚାରି ପଟେ ଘୁରି ଘୁରି ବେସ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି | ଏଥିରେ ଝିଅ ମାନେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ଏବଂ ସେମାନେ ମଧ୍ୟ ବେସ ସୁନ୍ଦର ଭାବେ ଅଣ୍ଟା ହଲାଇ ନାଚୁ ଥିବାର ଦେଖିବା ପାଇଁ ମିଳିଛି | ଏକ ଗୀତ ର ସ୍ୱର ରେ ଏହି ଅଷ୍ଟ ପ୍ରହରୀ ହରେ କୃଷ୍ଣ ହରେ ରାମ ନାମ ଜପ କରାଯାଉଛି | ସେହି ସ୍ୱର ର ତାଳେ ତାଳେ ଯୁବତୀ ମାନେ ଅଣ୍ଟା ହଲାଇ ନାଚିଛନ୍ତି |


ଏଭଳି ଏକ ନିଆଁରା ଅଷ୍ଟ ପ୍ରହରୀ ଦେଖିବା ପାଇଁ ସେହି ସ୍ଥାନରେ ଅନେକ ଭିଡ଼ ଜମି ଥିଲା ଯାହାକି ଏଥିରେ ଲୋକ ମାନେ ମଧ୍ୟ ହଜି ଯାଇ ଥିଲେ | ଏଭଳି ଏକ ଅଷ୍ଟପ୍ରହରୀ ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଏଠାରେ ଯୁବତୀ ମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପରିଧାନ କରିଛନ୍ତି ଆଉ ମୃଦଙ୍ଗ ର ତାଳେ ତାଳେ ସେମାନେ ଖୁବ ସୁନ୍ଦର ଭାବରେ ଅଣ୍ଟା ହଲାଇ ନାଚୁଛନ୍ତି |

ଏହା କେଉଁ ସ୍ଥାନର ଅଷ୍ଟପ୍ରହରୀ ତାହା ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ଏହି କୀର୍ତ୍ତନ ଟି ଏତେ ଆକର୍ଷଣୀୟ ହୋଇଛି କି ସେଠାରେ ଦେଖିବା ପାଇଁ ଲୋକ ମାନଙ୍କର ଖୁବ ଭିଡ଼ ଜମି ଥିଲା | ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଦେଖୀଲେ ମଧ୍ୟ ମନରେ ଖୁବ ଭକ୍ତି ଜାଗ୍ରତ ହୋଇ ଥାଏ ଏବଂ ମନକୁ ଖୁବ ଶାନ୍ତି ଓ ଖୁସି ମଧ୍ୟ ପ୍ରଦାନ ହୋଇ ଥାଏ | ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ବେସ ପସନ୍ଦ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.