ରୁନା ଫେରିଲେ ଘରକୁ ରୂପା ରାଗି ଏମିତି କ’ଣ କହିଲେ /ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି |

ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି | ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ |

 

ପିଣ୍ଟୁ ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯେଉଁ ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ରୂପା ସକାଳୁ ସକାଳୁ ଉଠି ତାଙ୍କ ଘର କାମରେ ଲାଗି ପଡ଼ୁଛନ୍ତି ପ୍ରଥମେ ସେ ବାହାରକୁ ଝାଡୁ କରି ଏହାପରେ ତାଙ୍କ ବାଡ଼ିରେ ପୂଜା ପାଇଁ ଫୁଲ ତୋଳୁଛନ୍ତି ଆଉ ପରେ ପରେ ଚୁଲିରୁ ପାଉଁଶ କାଢୁଛନ୍ତୁ ଯାହାକୁ ଦେଖି ପିଣ୍ଟୁ କହୁଛନ୍ତି କି ଏଇ ପାଉଁଶ ରେ ମୁଁ ଦାନ୍ତ ଘଷିବି |

ଏହାପରେ ଖୁସିମା ନିଜେ ସଜ ହୋଇ ପଡ଼ି ସ୍କୁଲ ବାହାରୁଛନ୍ତି ଆଉ ତାଙ୍କ ଜେଜେ ତାଙ୍କୁ ସ୍କୁଲ ନେଇ ଯାଉଛନ୍ତି | ତେବେ ପିଣ୍ଟୁ ଙ୍କର ଭଉଣୀ ରୁନା କଟକ ଯାଇ ଥିଲେ ଆଉ ଏବେ ସେ ଘରକୁ ଫେରିଛନ୍ତି ଯାହାଙ୍କୁ ଆଣିବା ପାଇଁ ପିଣ୍ଟୁ ଯାଇଛନ୍ତି ଆଉ ଫେରିକି କହିଛନ୍ତି କି ଖୁସି ମା ସ୍କୁଲ ଗଲା ମୁଁ ଦେଖି ପାରିଲି ନାହିଁ, ଆଉ ପିଣ୍ଟୁ ମଧ୍ୟ କହିଛନ୍ତି କି ଖୁସି ମା ଙ୍କର ଅଧିକ ଯତ୍ନ ରୁନା ହିଁ ନିଅନ୍ତି |

ସଜ କରିବା ଠାରୁ ଆରମ୍ଭ କରି ତାଙ୍କୁ ପାଠ ପଢ଼ାଇବା ଖୁଆଇବା ସବୁ କାମ କରି ଦିଅନ୍ତି | ଏହାପରେ ରୁନା ଆଉ ପିଣ୍ଟୁ ଫେରିବା ବାଟରେ ଖୁସି ମା ଙ୍କୁ ମଧ୍ୟ ସ୍କୁଲରୁ ଆଣୁଛନ୍ତି ଯାହାକି ଖୁସି ମା ମଧ୍ୟ ରୁନା ଙ୍କୁ ଦେଖି ବେସ ଖୁସି ହୋଇ ଯାଉଛନ୍ତି | ଏହାପରେ ଯେତେବେଳେ ରୁନା ଗାଁ ରେ ପହଞ୍ଚୁଛନ୍ତି ରୂପା ମଜାଳିଆ ଢଙ୍ଗରେ ରୁନା ଙ୍କୁ ରାଗିକି କହୁଛନ୍ତି କି ସେଦିନ ରୁ ଯାଇଛ ଯେ ଯାଇଛ ଆମ କଥା ଆଉ ମନେ ପଡ଼ୁ ନାହିଁ ଏବେ କାହିଁକି ଆସିଛ |

ତେବେ ଏହାପରେ ଖୁସି ମା ଆଉ ରୂପା ଙ୍କୁ ନେଇ ପିଣ୍ଟୁ କୁଆଡେ ବାହାରକୁ ବାହାରି ଯାଇଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ କରି ଏବେ ପିଣ୍ଟୁ ନିଜ ଆକାଉଣ୍ଟ ରେ ସେୟାର କରିଛନ୍ତି ଆଉ ଏହାକୁ ତାଙ୍କର ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.