ଦେଖନ୍ତୁ Socking ଭିଡ଼ିଓ – ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡାଙ୍କୁ ଜବରଦସ୍ତ ମାଡ଼ ମାରିଲେ ଯୁବତୀ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରର ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନା କୁ ଆସିଛି ତାହା ହେଉଛି ଯାତ୍ରା ମଞ୍ଚରେ ଦେଖିବାକୁ ଯାଉଥିବା କେତେକ ଜବରଦସ୍ତ ନାଟକ ର ପ୍ରାକ୍ଟିସ ସମୟର କିଛି ଭିଡ଼ିଓ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରାଣୀ ପଣ୍ଡା ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଯାତ୍ରା ପ୍ରାକ୍ଟିସ କରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ଯାତ୍ରା ର ଏହିଭଳି ଏକ ମନୋଛୁଆଁ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ରାଣୀ ପଣ୍ଡା ଙ୍କୁ ର ବେଶ ଭଲ ଭାବରେ ଜାଣିଥିବେ | ଯାତ୍ରା ଅଭିନୟ ମାଧ୍ୟମରେ ତଥା ହଟ ଆଇଟମ ଡାନ୍ସର ଭାବରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଣୀ ପଣ୍ଡା | ଆଉ ତାହା ସହିତ ସାରା ଓଡିଶା ରେ ନିଜର ନାଁ କୁ ଜମାଇବା ସହିତ ଦର୍ଶକ ମାନଙ୍କ ର ପ୍ରିୟ ର ପାତ୍ର ମଧ୍ୟ ହୋଇଛନ୍ତି ରାଣୀ ପଣ୍ଡା | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡିଓ ରେ ମଧ୍ୟ ଦେଖିବାକୁ ମିଳିଛି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ |
ଆଉ ଯେଉଁଠି କୁହାଯାଉଛି କି ସ୍ବର୍ଣ୍ଣ ମହଲ ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି ରାଣୀ ପଣ୍ଡା ଙ୍କୁ ଅଭିନୟ କରୁଥିବାର | ତେବେ ଯାତ୍ରା ପୂର୍ବରୁ ରିଏଲ ସେଲ କରି ଯାତ୍ରା ପ୍ରାକ୍ଟିସ କରୁଥିବାର ଭିଡ଼ିଓ ଏଠାରେ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ମଞ୍ଚରେ ରାଣୀ ପଣ୍ଡା ଙ୍କୁ କେଉଁ ଭଳି ଭାବରେ ମହିଳା ଜଣଙ୍କ ମାଡ଼ ଦେଇଛନ୍ତି ଆଉ ସବୁ ନିର୍ଯାତନା କୁ ସହିବା ପରେ ମଧ୍ୟ ରାଣୀ ପଣ୍ଡା ପଡ଼ି ରହିଛନ୍ତି ତାହା ର କାରଣ ବିଷୟରେ ମଧ୍ୟ କହିଛନ୍ତି | ଆଉ ସେ କହିଛନ୍ତି କି ଯେତେବେଳେ ସେ ଷ୍ଟେଜ ଉପରେ ହଟ ଡାନ୍ସ କରିଥାନ୍ତି ସେତେବେଳେ ତାନଳର ଭୁଲ ହୋଇଥାଏ |
କିନ୍ତୁ ସହ ସହ ଟଙ୍କା ରେ ଟିକେଟ କାଟି ଯେତେବେଳେ ତାଙ୍କର ସେହି ହଟ ଡାନ୍ସ କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ଲାଗିଥାଏ ଆଉ ସେମାନେ ଆସିଥାନ୍ତି ସେତେବେଳେ ସେହି ମାନେ ମହା ପୁରୁଷ ଅଟନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଣୀ ପଣ୍ଡା | ଆଉ ଏହି ଭଳି ଏକ ଦୁଃଖର ସିନ ର ସୁଟିଂ ର ଭିଡ଼ିଓବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁ ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଇମୋସନାଲ ହୋଇଯିବେ ବୋଲି କୁହାଯାଉଛି |
ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।