ଏହି ଘରୋଇ ଉପାୟ କରନ୍ତୁ ଶୀତ ଦିନରେ ମୁହଁରେ ଚମକ 7 days ରେ ଆଣିପାରିବେ ….100 % ଗ୍ୟାରେଣ୍ଟି ସହ ଆପଣ ଆଜି ହିଁ କରନ୍ତୁ…
ନାରୀ ହୁଅନ୍ତୁ ବା ପୁରୁଷ ଙ୍କ ଫେସରେ ଯେତେବେଳେ ଦାଗ ଓ ବ୍ରଣ ବାହାରି ଥାଏ ସେତେବେଳେ ଆପଣଙ୍କ ସୌନ୍ଦର୍ଯ୍ୟ ଫିକା ପଡିଯାଏ ।ସୁନ୍ଦର ଚେହେରା ପ୍ରତି ସବୁବେଳେ ଲୋଭ ଥାଏ, ଆଉ ନିଜ ଫେସକୁ ସୁନ୍ଦର କରିବା ପାଇଁ ଆପଣ ବହୁତ କିଛି କରିଥାନ୍ତି।ତେବେ ଆପଣଙ୍କ ହାତ ପାହାନ୍ତାରେ ଏମିତି କିଛି ରହିଛି ଯାହାକୁ ବ୍ୟବହାର କଲେ ଆପଣ ଗୋଟିଏ ଦିନ ଭିତରେ ପାଇପାରିବେ ସୁନ୍ଦର ମଖମଲ ଚେହେରା।ଏହା ବ୍ୟତୀତ ଏହି ଯଦି ଫେସରେ କିଛି ଦାଗ ବା ବ୍ରଣ ଥିବ ତେବେ ତା ବି ଦୂର ହେବ ।
ତେବେ କେମିତି ଏହି ଦାଗକୁ ଭଲ କରିବେ ସେଥିପାଇଁ ଆଜି ଆମେ ଆପଣଂକୁ ବହୁତ ଭଲ ରିମେଡି ବିଷୟରେ ଜଣାଇବୁ ।କିନ୍ତୁ ତା ପୂର୍ବରୁ ଜାଣି ରଖନ୍ତୁ ପିଂପଲ ନହେବା ପାଇଁ କଣ କରିବେ ।ରାତିରେ ଶୋଇବା ଆଗରୁ ଫେସରେ ମେକପ ଲଗାଇ ଶୁଅନ୍ତୁ ନାହିଁ ।ବାହାରୁ ଆସିଲେ ଭଲ କରି ଫେସ ଧୋଇବା ଦରକାର, ବ୍ରଣ ବାହାରିଥିଲେ ତାହା ଛୁଅନ୍ତୁ ନାହିଁ କି ବାରମ୍ବାର ଫେସକୁ ଚୁଇବେ ନାହିଁ।ତେବେ ଏବେ ଆସନ୍ତୁ ରିମେଡି ବିଷୟରେ ଜାଣିବା ।
1. ଆପଣ କଦଳୀ ପେଷ୍ଟରେ କଞ୍ଚା କ୍ଷୀର ମିଶାଇ ପ୍ରତିଦିନ ସକାଳେ,ମୁହଁରେ 30 ମିନିଟ୍ ପର୍ଯ୍ୟନ୍ତ ଲଗେଇକି ରଖିବେ।ଏହାପରେ ନରମାଲ୍ ପାଣିରେ ଧୋଇଦେବେ ଏହିପରି 3 ଦିନ କରନ୍ତୁ ଆପଣଙ୍କର ସମସ୍ତ ପ୍ରକାର ସୌନ୍ଦର୍ଯ୍ୟ ଜନିତ ସମସ୍ୟା ଦୂର ହୋଇଯିବ । ଏହା ସହିତ ଏହି ଉପଚାର ମଧ୍ୟ ପ୍ରସ୍ତୁତ କରିପାରିବେ । ସେଥିପାଇଁ ଆବଶ୍ୟକ ସାମଗ୍ରୀ:-
-ସେମ୍ପୁ
-ହଳଦୀଗୁଣ୍ଡ
-ପେଷ୍ଟ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ହଳଦୀଗୁଣ୍ଡ ନେବାକୁ ପଡିବ ।ତେବେ ହଳଦୀ ଏକ ପ୍ରାକୃତିକ ଉପାଦାନ ଯାହା ଆମ ସ୍କିନ ପାଇଁ ଖୁବ ଉପକାରୀ ଅଟେ ।ତେବେ ହଳଦୀଗୁଣ୍ଡ ରୁ ଆପଣ ଅଳ୍ପ ଗୋଟିଏ ପାତ୍ରରେ ରଖନ୍ତୁ ତାପରେ ସେହି ପାତ୍ରରେ କିଛି ପେଷ୍ଟ ନିଅନ୍ତୁ ।ତେବେ 1/4 ପେଷ୍ଟ ନେବେ ଏହା ପରେ ଆପଣ 1/4 ଯେକୌଣସି ସେମ୍ପୁ ନେଇ ସେହି ପାତ୍ର ରେ ରଖନ୍ତୁ ।ଏବେ ସବୁ ଉପାଦାନ କୁ ଭଲ ଭାବରେ ମିଶାଇ ନିଅନ୍ତୁ ତାପରେ ଆପଣଙ୍କ ଏହି ରିମେଡି ତିଆରି ହେଇଯିବ ।
ରିମେଡି ର ବ୍ୟବହାର:-
ଏବେ ଆପଣ ରିମେଡି କୁ ନିଜ ଫେସରେ ବ୍ୟବହାର କରିବେ, ତେବେ ମୁହଁରେ ଏହି ପେଷ୍ଟ କୁ ଲଗାଇବା ଆଗରୁ ଫେସ କୁ ଭଲ ଭାବରେ ଧୋଇ ନେବେ ।ତାପରେ ଅଳ୍ପ ଅଳ୍ପ କରି ପୁରା ଫେସରେ ପେଷ୍ଟ କୁ ଲଗାନ୍ତୁ ତାପରେ ଫେସ କୁ ସେମିତି ରଖି ଦିଅନ୍ତୁ 10 ମିନିଟ ଯାଏ ।
10 ମିନିଟ ପରେ ଫେସରେ ଲଗାଇଥିବା ପେଷ୍ଟ ଶୁଖି ଯାଇଥିବ ତେଣୁ ତାହାକୁ ପାଣିରେ ଧୋଇ ଦିଅନ୍ତୁ ।ତାପରେ ଦେଖିବେ ଠକ ବ୍ୟବହାର ରେ ଆପଣଙ୍କ ଫେସରେ କେତେ ପରିବର୍ତ୍ତନ ଆସିଥିବ ।ତେବେ ଏମିତି ଆପଣ ସପ୍ତାହ କୁ ଥରେ ଏହି ପେଷ୍ଟ କୁ ତିଆରି କରି ଫେସରେ ଲଗାଇବା ଦ୍ଵାରା କୌଣସି କଳା ଦାଗ ଟିଏ ବି ରହିବ ନାହିଁ ଆଉ ଫେସରେ କୌଣସି ବ୍ରଣ ବାହାରିବ ନାହିଁ ।