ବାଟ ଜଗି ବସିଥିଲା ଘୋଡା ଆମକୁ ଦେଖି କାନ୍ଦିପକାଇଲା ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ କିନ୍ତୁ ଓଡ଼ିଶାର ଏହି ଯୋଡ଼ି ସୋସିଆଲ ମିଡ଼ିଆ କୁ ନିଜ ଆୟ କରିବାର ପନ୍ଥା ଭାବରେ ବାଛିଛନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନାରେ ଦେଖାଇ ଲୋକ ପ୍ରିୟତା ହାସଲ କରିଛନ୍ତି। ଆଉ ତାଙ୍କ ଯୋଡ଼ିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ରୁ ଏହିପରି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ବହୁତ ସାରା ଆଲବମ୍ ରେ କାମ କରି ଓଡ଼ିଶାର ସମସ୍ତ ଦର୍ଶକ ଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନାକୁ ଆସିଛି, ସେହି ଭିଡିଓ ରେ ଦେଖିବାକୁ ମିଳିଛି କି, ରୁପା, ପିଣ୍ଟୁ, ଖୁସି ମା ଏବଂ ସଞ୍ଜୀବ ଭାଇ ଯାଇଥିଲେ ଏକ ମନ୍ଦିରକୁ ପୂଜା କରିବା ପାଇଁ। ଆଉ ପୁଜା ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକ ଧଳା ଘୋଡା ସେମାନଙ୍କ ଗାଡ଼ି ପାଖକୁ ପଳେଇ ଆସିଥିଲା। ଘୋଡ଼ା କୁ ଦେଖି ସମସ୍ତେ ଗାଡ଼ି ରୁ ଓହ୍ଲାଇ ଆସି ତାକୁ ଖାଇବା ପାଇଁ ଦେଇଥିଲେ। ତାପରେ ଯେତେବେଳେ ସେମାନେ ପଳେଇବା ପାଇଁ ଗାଡ଼ି ରେ ବସିଥିଲେ ସେତେବେଳେ ଘୋଡ଼ା ଟି ତାଙ୍କ ଗାଡ଼ି ପାଖକୁ ପଳେଇ ଆସୁଥାଏ। ଆଉ ଏମିତି ଦେଖି ରୁପାର ସେହି ଘୋଡ଼ାକୁ ଛାଡ଼ି ଯିବାକୁ ଇଛା ହେଉ ନଥାଏ।

ତେବେ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି। ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆମ ଓଡ଼ିଶା ର ଲୋକପ୍ରିୟ ଯୋଡ଼ି ରୁପା ଓ ପିଣ୍ଟୁ ଙ୍କର ଏହି ଭିଡ଼ିଓ ଟି କୁ ନିଶ୍ଚିତ ଦେଖିଲେ ଏହା ଆପଣ ଙ୍କୁ ଖୁବ ସୁନ୍ଦର ଲାଗିବ ମଧ୍ୟ। ତେବେ ଭିଡ଼ିଓ ଟି କୁ ନେଇ ବର୍ତ୍ତମାନ ଚାରି ଆଡ଼େ ଖୁବ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.