ଦେଖନ୍ତୁ EXCLUSIVE :ଭିଡିଓ ବୀଚ ରାସ୍ତାରେ ମୁସଲିମ ଝିଅର ଭିଡ଼ିଓ ଭାଇରାଲ… 45 କୋଟି ରୁ ଅଧିକ ଲୋକ ଦେଖି ସାରିଲେନି…

ଆପଣ ତ ଜାଣିଛନ୍ତି ଆଜିକାଲି ର ଟେକନୋଲୋଜି କେତେ ଯେ ଆଗକୁ ଗଲାଣି କିନ୍ତୁ ସମାଜ ଦିନକୁ ଯେଭଳି ଭାବରେ କଳୁଷିତ ହେବାକୁ ଲାଗିଲାଣି ତାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ | ଆମ ଦୁନିଆଁ ରେ ଭଗବାନ ମଣିଷ କୁ ବୁଦ୍ଧି ଜ୍ଞାନ ଦେଇଛନ୍ତି ସତ ଆଉ ଆଜିକା ଦୁନିଆଁ ରେ ସେମାନେ ଖୁବ ଶିକ୍ଷିତ ମଧ୍ୟ ହୋଇ ପାରିଛନ୍ତି କିନ୍ତୁ ଏହି ବ୍ୟକ୍ତି ଙ୍କର ଗର୍ବ ଅହଂକାର ପାଇଁ ସେମାନେ ନିଜ ବୁଦ୍ଧି ବିବେକ କୁ ହରାଇ ବସି ଥାଆନ୍ତି |

ଏହା ସତ କି ବ୍ୟକ୍ତି ଙ୍କର ବୁଦ୍ଧି ଜ୍ଞାନ ଥିଲେ ମଧ୍ୟ ସେମାନେ ନିଜର ମାନବିକତା ଓ ହିତାହିତ ଜ୍ଞାନ କି ହଜାଇ ବସି ଥାଆନ୍ତି କିନ୍ତୁ ଆମ ସମାଜ ରେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର ମାନବିକତା ଲୁଚି ରହିଛି |

 

ସେହି ବ୍ୟକ୍ତି ଙ୍କର ସବୁକିଛି ବୁଝିବାର କ୍ଷମତା ରହିବା ସହିତ ଭଲ ମନ୍ଦ ବିଚାର କରିବାର ମଧ୍ୟ ବୁଦ୍ଧି ରହିଛି ତେଣୁ କେଁଉ କାମ ଠିକ କେଁଉ କାମ ଭୁଲ ତାହା ସେମାନେ ଜାଣି ପାରନ୍ତି | ଆଜି ଏକ ମୁସଲିମ ଝିଅ କଥା କହିବୁ ଯାହାକି ଏକ ଭିଡ଼ିଓ ମାଧ୍ୟମ ରେ ସେହି ଯୁବତୀ ଙ୍କର ସୁନ୍ଦର କାମ ଦେଖିବା ପାଇଁ ମିଳିଛି, ତେବେ ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |

 

ବର୍ତମାନ ରାସ୍ତା ଘାଟରେ ଗାଡି ମଟର ସଂଖ୍ୟା ଏତେ ମାତ୍ରାରେ ବଢ଼ିଲାଣି ଯେ ରାସ୍ତାରେ ଅନେକ ପଶୁ ପକ୍ଷୀ ସହିତ ମଣିଷ ମାନେ ମଧ୍ୟ ଅନେକ କ୍ଷେତ୍ରରେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି | ତେଣୁ ବର୍ତମାନ ଯେଉଁ ବଡ଼ ବଡ଼ ଗାଡି ଚାଲୁଛି ତାହା ସହିତ ଆଜିର ବୁଲା କୁକୁର ମାନଙ୍କ ସଂଖ୍ୟା ମଧ୍ୟ ଯେପରି ଦ୍ରୁତ ଗତିରେ ବଢ଼ିଲାଣି ସେମାନେ ସବୁବେଳେ ଖାଦ୍ୟ ସନ୍ଧାନରେ ରାସ୍ତାରେ ବୁଲିବା ସ୍ୱଭାବିକ ଅଟେ |

ଭଗବାନ ମନୁଷ୍ୟ କୁ ଯେମିତି ବୁଦ୍ଧି ଜ୍ଞାନ ଦେଇଛନ୍ତି ସେମିତି ପଶୁ ପକ୍ଷୀ କୁ ଦେଇ ନାହାଁନ୍ତି ତେଣୁ ପଶୁପକ୍ଷୀ ପ୍ରତି ମଣିଷର ସାହାଯ୍ୟ କରିବାର ମନଭାବ ରହିବା ଉଚିତ | ତେବେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି ଏକ ବୁଲା କୁକୁର ରାସ୍ତାରେ ବୁଲୁ ଥିବା ବେଳେ ଏକ ବଡ଼ ଗାଡ଼ିରେ ଧକ୍କା ରେ ତାର ମୃତ୍ୟୁ ହୋଇ ଯାଇଛି |

ସେହି କୁକୁର ଟି ମୃତ ଅବସ୍ଥାରେ ସେହି ରାସ୍ତା ରେ ପଡ଼ି ରହିଛି କିନ୍ତୁ ଏତେ ଗାଡ଼ି ମଟର ଯିବା ଆସିବା କରୁଛି ହେଲେ ତାକୁ ସେଠାରୁ କେହି ମଧ୍ୟ ଉଠାଉ ନାହାଁନ୍ତି | କିନ୍ତୁ ସେହି ରାସ୍ତାରେ ଏକ ମୁସଲିମ ଝିଅ ଟିଏ ଯାଉ ଥିଲେ ଯାହାକି ରାସ୍ତାରେ ପଡ଼ିଥିବା ମୃତ କୁକୁର କୁ ସେଠାରେ ଦେଖି ନିଜ ହାତରେ କୁକୁର କୁ ଉଠାଇ ଆଣି ରାସ୍ତା କଡରେ ପଳାଇ ଥିଲା | ମୁସଲିମ ଯୁବତୀ ଙ୍କର ଏଭଳି ସୁନ୍ଦର କାର୍ଯ୍ୟ ପାଇଁ ଏବେ ସୋସିଆଲ ମିଡ଼ିଆ ରେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରା ଯାଉଛି |

Leave A Reply

Your email address will not be published.