pregnant plan – ପୁଅ ସନ୍ତାନ ଚାହୁଁଥିଲେ,ରାତିରେ କରନ୍ତୁ ଏହି ଛୁଟିଆ ଉପାୟ ପୁତ୍ର ସନ୍ତାନ ଜନ୍ମ ହେବ ||

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସମସ୍ତ ଙ୍କର ଗୋଟିଏ ଇଚ୍ଛା ରହିଥାଏ କି ବାହାଘର ପରେ ପ୍ରତେକ ଦମ୍ପତି ଚାହିଁଥାନ୍ତି କି ସେମାନେ ଗୋଟିଏ ସନ୍ତାନ ର ଆବଶ୍ୟକତା ରହିଛି | ଆଉ ସେଥିପାଇଁ କୁହାଯାଉଛି କି ସନ୍ତାନ ନାରୀ ମାନଙ୍କୁ ସମ୍ପୂର୍ଣ୍ଣତା ମିଳିଥାଏ | ତେବେ ଆପଣ ମାନେ ଜାଣିଛନ୍ତି କି ସନ୍ତାନ ଜନ୍ମ ହେବା ପାଇଁ କିଛି ଉପାୟ ରହିଛି |

ଆଉ ସ୍ୱାମୀ ସ୍ତ୍ରୀ ଙ୍କୁ ସେହି ଭଳି କିଛି କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ | ଯାହା ସାହାଯ୍ୟ ରେ ଆପଣ ମାନେ ଗର୍ଭବତୀ ହୋଇ ପାରିବେ ବୋଲି ମଧ୍ୟ କୁହାଯାଉଛି | ତେବେ ଆପଣ ପୁଅ କିମ୍ବା ଝିଅ ଚାହୁଁଛନ୍ତି ତାହେଲେ ସେଥିପାଇଁ ଉଚିତ ସମୟରେ ପୁରୁଷ ଆଉ ମହିଳା ଙ୍କର ସମ୍ପର୍କ ରଖିବାର ଆବଶ୍ୟକତା ରହିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଜାଣିବା |

 


କୁହାଯାଉଛି କି ସ୍ପୋର୍ମ 3-4 ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ | ଆଉ ସେଥିପାଇଁ ରିଲେସନ ଠିକ ସମୟରେ ହେବା ଆବଶ୍ୟକ ଯାହା ଦ୍ୱାରା ନାରୀ ମାନେ ଗର୍ଭବତୀ ହୋଇ ପାରିବେ ଓ ଆପଣ ମାନେ ପୁଅ ଝିଅ ମଧ୍ୟ ଜନ୍ମ କରି ପାରିବେ | ଏହା ଛଡା କୁହାଯାଉଛି କି ପୁରୁଷ ମାନଙ୍କ ପାଖରର X ଓ Y କ୍ରମଜମ ରହିଥିବା ବେଳେ ନାରୀ ମାନଙ୍କ ପାଖରେ X ଓ X କ୍ରମଜମ ରହିଥାଏ | ତାହା ସହିର ଯେତେବେଳେ X ଓ X ମିସିଥାଏ ସେତେବେଳେ ଝିଅ ହୋଇଥାଏ ଓ X ଓ Y କ୍ରମଜମ ମିଶିଲେ ପୁଅ ହୋଇଥାଏ ବୋଲି କୁହାଯାଉଛି |


ଆଉ ତାହା ସହିତ କୁହାଯାଉଛି କି ଅଭୁଲେସନ ର ଦିନ ଯଦି ଆପଣ ମାନେ ସମ୍ପର୍କ ରଖିବେ ତାହେଲେ ଆପଣ ମାନେ ପୁଅ ପାଇବେ ବୋଲି କୁହାଯାଉଛି | ତାହା ବ୍ୟତୀତ ଅଭୁଲେସନ ର ଦୁଇ ଦିନ ଆଗରୁ ଯଦି ରିଲେସନ ରଖିବେ ତାହେଲେ ଆପଣ ମାନଙ୍କର ଝିଅ ହେବ ବୋଲି ମଧ୍ୟ କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ପ୍ରେଗ୍ନେସି କିଟ ସାହାଯ୍ୟ ରେ ବ୍ୟବହାର କରିକି ଆପଣ ମାନେ ଜାଣି ପାରିବେ କି ଆପଣ ମାନଙ୍କର ଅଭୁଲେସନ କଥା ଆଉ ସେହି ଅନୁସାରେ ରିଲେସନ ରଖିବା ଆବଶ୍ୟକ ହୋଇଥାଏ |

 

ତାହା ସହିତ କୁହାଯାଉଛି କି 14 ଦିନ ଯଦି ଆପଣ ଙ୍କର ପିରିୟଡ଼ସ ର ସାଇକେଲ ଲେନ୍ଥ ରହିଛି ତାହେଲେ ଆପଣ ଙ୍କର ପୁଅ ସନ୍ତାନ ହେବାର ଚାନ୍ସ ରହିଛି | ତାହା ସହିତ କୁହାଯାଉଛି କି 30 ଦିନ ଯଦି ଆପଣ ଙ୍କର ପିରିୟଡ଼ସ ସାଇକେଲ ର ଲେନ୍ଥ ରହିଥିବ ଆଉ ସେହି ଭିତରେ ଆପଣ ମାନେ ରିଲେସନ ରଖିଲେ ଆପଣ ଙ୍କର ଝିଅ ହେବ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ସାହାଯ୍ୟ ରେ ଆପଣ ମାନେ ପୁଅ କ ଝିଅ ହେବ ସେ ବିଷୟରେ ଜାଣି ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.