ଓଡ଼ିଶାର ଯୁବ ବୈଜ୍ଞାନିକ ” SESHADEV KISAN ” ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…

ଆପଣମାନେ ସମ୍ବଲପୁରର ଶେଷ କିସାନ ଙ୍କୁ ଭଲ ଭାବରେ ଜାଣିଥିବେ। ତେବେ ସେ ହେଉଛନ୍ତି ଆମ ଓଡ଼ିଶାର ପୁଅ ଯିଏକି ବର୍ତ୍ତମାନ ଜର୍ମାନୀ ରେ ଭାବରେ କାର୍ଯ୍ୟରତ ଅଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କି ଏତେ ବଡ଼ ମଣିଷଟିଏ ହୋଇଥିଲେ ମଧ୍ୟ ସେ ବିବାହ ପାଇଁ ନିଜ ଗାଁ ମାଟି କୁ ଫେରି ଆସିଥିଲେ।

ଆଉ ହାତକୁ ଦି ହାତ ହେବା ପରେ ସେ ବର୍ତ୍ତମାନ ତାଙ୍କର ୟୁଟ୍ୟବ ଭିଡିଓ ଆରମ୍ଭ କରିଛନ୍ତି। ତେବେ ସୂଚନା ଅନୁଯାୟୀ, ଶେଷ କିସାନ ଙ୍କର ଜୀବନ କାହାଣୀ ବହୁତ ସଂଘର୍ଷମୟ ଏବଂ ପ୍ରେରଣା ଦାୟକ ଅଟେ। ତେବେ ଆଜି ଆମେ ତାଙ୍କ ପରିବାର ଓ ତାଙ୍କ ସଫଳତା ପଛରେ ଥିବା ସଂଘର୍ଷମୟ କାହାଣୀ ବିଷୟରେ ଜାଣିବା।


ଆଉ ଯାହା କୁହାଯାଉଛି କି ବୌଜ୍ଞାନିକ ଶେଷ କିସାନ ବୋଲି ଆଜି ଆପଣ ମାନେ ଯାହାଙ୍କ ଜାଣିଛନ୍ତି ସେ ତାଙ୍କର ଜୀବନ ବହୁତ କଷ୍ଟ ରେ ବିତାଇଥିଲେ ନିଜେ ଭାତ ରାନ୍ଧି, ପାଠ ପଢିବା ସହିତ ଘରର ସମସ୍ତ କାର୍ଯ୍ୟ କରୁଥିଲେ ସେ ।କାରଣ ଅଧିବାସୀ ପରିବାରରେ ଜନ୍ମ ହେବା ସହିତ ତାଙ୍କର ବାପା ବିପିନ କିସାନ ଓ ମା ଦୁଃଖୀ କିସାନ ତାଙ୍କୁ ଛାଡିକି ଚାଲି ଯାଇଥିଲେ ଆଉ ରୋଗୀଣା ଭଉଣୀ ଙ୍କୁ ନେଇକି ରହୁଥିଲେ ସେ ।

 

ଆଉ ତାଙ୍କର ଘର ତୁ ହେଉଛି ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକ ଅନ୍ତର୍ଗତ ବଲାସିଂହା ଗାଁ ର ଯୁବକ ।ଯାହା କୁହାଯାଉଛି କି ଚେଷ୍ଟା ମଣିଷ କୁ ଆଗକୁ ନେଇଥାଏ ଆଉ ଯିଏ ଦିନେ ଗାଈ ଗୋରୁ ଙ୍କୁ ଚୋରାଇକି ପେଟ ପୋଷୁଥିଲେ ସେ ଆଜି ପୁଟିନ ଜେନ ବିଶ୍ୱ ବିଦ୍ୟାଳୟ ରେ ଜୁନିୟର ବୌଜ୍ଞାନିକ ।

 

ଆଉ ଯେଉଁଠି କୁହାଯାଉଛି କି ଶେଷ କିସାନ ଗାଁ ର ଲୋକ ମାନ ଙ୍କର ସହାୟତା ରେ ଗାଁ ସ୍କୁଲ ରେ ପାଠ ପଡୁଥିଲେ ଆଉ ତାହା ପରେ ନବଦୟ ସ୍କୁଲ ଓ ତାହା ପରେ ଭୁବନେଶ୍ୱର ର ନାଇଜର ରେ ପାଠ ପଢ଼ିଥିଲେ । ଆଉ 2018 ମସିହାରୁ ଜର୍ମାନୀ ରେ ବୌଜ୍ଞାନିକ ଭାବରେ ଅଛନ୍ତି ।

 

 

ନିଜର ଚେଷ୍ଟା ଆଉ କଷ୍ଟ ବଳରେ ସେ ଆଜି ଏତେ ଉପରକୁ ଯାଇଛନ୍ତି ସତ କିନ୍ତି ଗାଁ କୁ ଭୁଲି ନାହାନ୍ତି । ଗାଁ ପାଇଁ କରିଛନ୍ତି ଅନେକ କାମ ଗାଁ ପିଲା ମାନଙ୍କର ପାଠ ପଢା ପାଇଁ ସେମାନଙ୍କୁ ଶିକ୍ଷକ ମଧ୍ୟ ଯୋଗାଇ ଦେଇଛନ୍ତି । ତାହା ସହିତ ଭଉଣୀ ତାଙ୍କର ମରିଗଲା ପରେ ତାଙ୍କର ଘରକୁ ମଧ୍ୟ ପିଲା ମାନଙ୍କର ପାଠ ପଢା ପାଇଁ ଦେଇ ଛନ୍ତି ।ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.