SHOCKING ଭିଡ଼ିଓ – ସମସ୍ତଙ୍କ ଆଗରେ ବିରାଟ କୋହଲିଙ୍କୁ ଲିପ କିସ ଦେଲେ ଯୁବତୀ ,,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ viral ଭିଡ଼ିଓ ଟିକୁ….
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ ।
ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।ହେଲେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଯେଉଁଠି ଦେଖିବାକୁ ମିଳିଛି କି, ଗୋଟିଏ ଅଜଣା ଯୁବତୀ କ୍ରିକେଟର ବିରାଟ କୋହଲି ଙ୍କୁ ସମସ୍ତଙ୍କ ସାମ୍ନାରେ କଲେ କିସ୍।
ଆପଣ ମାନେ ଜାଣିଥିବେ ସମସ୍ତେ କିରାଟ କୋହଲି ଙ୍କ ବିଷୟରେ ଯିଏକି ଟିମ ଇଣ୍ଡିଆ ର ଜଣେ ବେଶ ଜଣା ଶୁଣ କ୍ରିକେଟର ।ଆଉ ଯିଏ କି କ୍ରିକେଟ ଦୁନିଆରେ ନିଜର ଧମାକେଦାର ପ୍ରଦର୍ଶନୀ ସବୁବେଳେ ଦେଖାଇ ଆସିଛନ୍ତି ଆଉ ତାଙ୍କର ଏହି ଭଳି ଖେଳ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି ।
ଆଉ ତାହା ସହିଟ ଆପଣ ମାନେ ଜାଣିଥିବେ ଆମ ଭାରତରେ ବିରାଟ କୋହଲି ଙ୍କର ଲକ୍ଷ ଲକ୍ଷ ଫ୍ରେଣ୍ଡ ମାନେ ଅଛନ୍ତି ଆଉ ଯେଉଁ ମାନେ କି ବିରାଟ ଙ୍କୁ ବହୁତ ପସନ୍ଦ କରିଥାନ୍ତି ଆଉ ତାଙ୍କ ସହିତ ଦେଖା କରିବାକୁ ମଧ୍ୟ ଇଚ୍ଛା କରିଥାନ୍ତି ।ଟିମ ଇଣ୍ଡିଆ ର ଜଣା ଶୁଣା କ୍ରିକେଟର ବିରାଟ କୋଲି ଙ୍କୁ ର ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ।
କ୍ରିକେଟ ଜଗତରେ ନିଜର ପରିଚୟ ସୃଷ୍ଟି କରି ଚାରିଆଡେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି । ଆଉ ସେହି ପୃଥ୍ୱୀ ଶୋ ଙ୍କ ଉପରକୁ ଆକ୍ରମଣ ହୋଇଛି ବୋଲି କିଛି ସୂଚନା ମିଳିଛି ।ଆଉ ଯେଉଁଠି କୁହାଯାଉଛି କି ବିରାଟ କୋଲି ତାଙ୍କର ସାଙ୍ଗଙ୍କ ସହିତ ଯାଇଥିଲେ ମୁମ୍ବାଇ ର ଏକ ହୋଟେଲ କୁ ରାତିରେ ଖାଇବା ପାଇଁ ।
ଆଉ ସେଠାରେ ତାଙ୍କ ସହିତ ଘଟି ଯାଇଥିଲା କିଛି ଏଭଳି ଘଟଣା ବୋଲି କୁହାଯାଉଛି ।ଆଉ ମିଳିଥିବା ସୂଚନା ଅନୁସାରେ ସ୍ୱାଭିତ ଠାକୁର ଓ ସ୍ୱପ୍ନା ଗିଲ ନାମକ ଯୁବକ ଆଉ ଯୁବତୀ ମଧ୍ୟ ମୁମ୍ବାଇ ର ସେହି 5 ଷ୍ଟାର ହୋଟେଲ କୁ ଖାଇବା ପାଇଁ ଯାଇଥିଲେ । ଆଉ ଯାହା କୁହାଯାଉଛି କି ସେହି ହୋଟେଲ ଭିତରେ ବିରାଟ କୋଲି ଙ୍କୁ ଦେଖିକି ତାଙ୍କ ସହିତ lip kiss କରିଛନ୍ତି ।ତେବେ ଆପଣ ମାନେ ଜାଣି ରଖିବା ଆବଶ୍ୟକ କି ବିରାଟ କୁ କିସ କରୁଛନ୍ତି ଝିଅ ଜଣଙ୍କ କିନ୍ତୁ ସେ ବିରାଟ ନୁହନ୍ତି ସତରେ ତାହା ହେଉଛି ବିରାଟ କୋହଲି ଙ୍କର ମହମ ରେ ତିଆରି ଷ୍ଟାଚୁ ।ଆଉ ଯେଉଁଠି କୁହାଯାଉଛି କି ଏହି ଷ୍ଟାଚୁ ଟି ମାଡାମ ତୁଷାତ ସଂଗ୍ରହାଳୟ ରେ ସ୍ଥାପିତ ହୋଇଥିବା କଥା କୁହାଯାଉଛି ।