Exclusive: ପୁଣି ଆସିଲା ବଡ଼ ଦୁଃଖ ଖବର, ollywood ଅଭିନେତା ପିଣ୍ଟୁ ଙ୍କୁ ଫେରାଇ ଦେଲେ ଦିଲ୍ଲୀ ଡାକ୍ତର….ଦେଖନ୍ତୁ video ..
ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ ଜିଣି ପାରିଛନ୍ତି | ସେ ପ୍ରଥମେ ଆଲବମ ରୁ ହିଁ ଏହି ଅଭିନୟ କ୍ୟାରିୟର ଆରମ୍ଭ କରି ଥିଲେ ଆଉ ପରେ ପରେ ଅନେକ ଫିଲ୍ମ ଓ ଆଲବମ ରେ କାମ କରି ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥିଲେ | ସେ ପଯ୍ଏଟିଭ କ୍ୟାରେଟର ରେ ହେଉ କି ନେଗେଟିଭ ଅବା କେଁଉ କମେଡି ହେଉ ସେ ସମସ୍ତ ଅଭିନୟ କୁ ବେସ ଚମତ୍କାର ଭାବରେ ଅଭିନୟ କରି ଦେଖାଇ ଥାଆନ୍ତି ଯାହା ଦ୍ୱାରା ସାରା ଓଡ଼ିଶା ରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |
ତେବେ କିଛି ଦିନ ହେଲା ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଦିଲ୍ଲୀ ରେ ଚିକିତ୍ସିତ ହେଉଛନ୍ତି | କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ତାଙ୍କୁ ନେଇ କିଛି ଲୋକ ମଝିରେ ଖୁବ ସମାଲୋଚନା ମଧ୍ୟ କରି ଥିଲେ | ଆଉ ଯେଉଁଠି ଲିଭର ସିରାଶିଷ ଜନିତ ରୋଗ ରେ ଅକ୍ଲାନ୍ତ ଅଛନ୍ତି ପିଣ୍ଟୁ ନନ୍ଦ ଆଉ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସିତ କରାଯାଉ ଥିଲା କିନ୍ତୁ ତାଙ୍କର ଲିଭର ଟ୍ରାନ୍ସ ପ୍ଲାଣ୍ଟ ପାଇଁକି ଦିଲ୍ଲୀ କୁ ନିଆଯାଇଥିଲା ବୋଲି କୁହାଯାଉଛି |
ଆଉ ସେଠାରେ ତାଙ୍କର ନୂଆ ଲିଭର ଲଗାଯିବ ବୋଲି ମଧ୍ୟ କୁହାଯାଉଥିବା ବେଳେ ଟଙ୍କା ର ଯୋଗାଡ଼ ମଧ୍ୟ ହୋଇ ସାରିଥିଲା ତାହା ସହିତ କୁହାଯାଉଛି କି ଟଙ୍କା ଡନର ମଧ୍ୟ ଖୋଜା ଯାଉଥିଲା ଆଉ ଚିକିତ୍ସା କରିବା ପାଇଁ ବେସରକାରୀ ହସ୍ପିଟାଲ କୁ ମଧ୍ୟ ନିଆଯାଇଥିଲା |
ଆଉ ଏହି ସମୟରେ ଏକ ବଡ଼ ଦୁଖଦଃ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଦୁଃଖ ପ୍ରକାଶ କରିବେ | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ଡାକ୍ତର ମନା କରି ଦେଇଛନ୍ତି | ପିଣ୍ଟୁ ନନ୍ଦ ଅନେକ ଦିନରୁ ହସ୍ପିଟାଲ ରେ ପଡ଼ି ବହୁତ କଷ୍ଟ ପାଇ ସାରିଲେଣି ଆଉ ଶେଷରେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇ ଥିଲା କିନ୍ତୁ ତାଙ୍କର ଚିକିତ୍ସା ଏଏବେ ସେଠାରେ ହୋଇ ପାରିବ ନାହିଁ |
ଆଉ ତାଙ୍କର ଚିକିତ୍ସା ପାଇଁ ଚେନ୍ନାଇ ଵା ହାଇଦ୍ରାବାଦ କୁ ନେବା ପାଇଁ କହିଛନ୍ତି କାରଣ ସେଠାରେ ଅଧିକ ଉନ୍ନତମାନ ର ଚିକିତ୍ସା ବ୍ୟବସ୍ତା ରହିଛି | ଏହି ଖବର ଦେଖି ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଖୁବ ଦୁଃଖ ପ୍ରକାଶ କରିଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।