5000 ହଜାର ବର୍ଷ ପରେ ଦେଖନ୍ତୁ କିଭଳି ଅଣଗ ଭଗବାନ କୃଷ୍ଣଙ୍କ ଘର, ଯଶୋଦା ମାୟାଙ୍କ ରୋଷେଇ ଘର ଏହି ଘର କୁ ଦେଖିଲେ ଆଜି ବି ଚମତ୍କାର
ଅନ୍ୟାନ୍ୟ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମ ଭଗବାନ ଙ୍କୁ ମାନି ଥାଆନ୍ତି କାରଣ ଭାରତ ହେଉଛି ଏକ ହିନ୍ଦୁ ପରାୟଣ ଧର୍ମ ଯେଉଁଠି ଦେବା ଦେବୀ ମାନେ ବାସ କରି ଥାଆନ୍ତି | ଭାରତ ର ଲୋକ ମାନେ ଦେବା ଦେବୀ ଙ୍କୁ ପୂଜା ଆରାଧନା ମଧ୍ୟ କରି ଥାଆନ୍ତି ଏବଂ ଅନେକ ରୀତିନୀତି ମାନି ଚଳି ଥାଆନ୍ତି | ଆପଣ ମାନେ ତ ଜାଣିଛନ୍ତି ଆମର 4 ଗୋଟି ଯୁଗ ରହିଛି ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ, କଳି ଯୁଗ
|ଆଜି କାଲି ର ସମାଜ ରେ ଅର୍ଥାତ ବର୍ତ୍ତମାନ ଯୁଗ ହେଉଛି କଳି ଯୁଗ ଯେଉଁଠି ମନୁଷ୍ୟ ମାନେ ବସବାସ କରୁଛନ୍ତି | କିନ୍ତୁ ପୂର୍ବ ଯୁଗ ରେ ଦେବା ଦେବୀ ମାନେ ବସବାସ କରୁ ଥିଲେ | କିନ୍ତୁ ମନ ରେ ଏକ ପ୍ରଶ୍ନ ଆସେ ଯେ ଯଦି ପୂର୍ବ ଯୁଗ ରେ ଦେବା ଦେବୀ ମାନେ ପୃଥିବୀ ରେ ବାସ କରୁ ଥିଲେ ତେବେ ସେମାନେ କେଉଁଠାରେ ବାସ କରୁ ଥିଲେ |
ତେବେ ଦୁନିଆଁ ର ଏକ ପ୍ରାଚୀନ ସ୍ଥାନ ହେଉଛି ଦ୍ୱାରିକା, ତେବେ ଦ୍ୱାରିକା ହେଉଛି 9 ହଜାର ପୁରୁଣା ବର୍ଷ ର ଯାହା ଇତିହାସ ରେ ମଧ୍ୟ ବର୍ଣ୍ଣିତ ଅଛି | ପୁରାଣ ରେ ମଧ୍ୟ ବର୍ଣ୍ଣିତ ଅଛି ଯେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗ ର ମହାଭାରତ ଯୁଦ୍ଧ ର 36 ବର୍ଷ ପରେ କିପରି ଦ୍ୱରିକା ନଗରୀ ସମୁଦ୍ର ଲୀନ ହୋଇ ରହି ଥିଲେ ଯାହାକି ଆପଣ ନିଶ୍ଚିତ ଜାଣି ଥିବେ |
ତେବେ ଭଗବାନ ଶ୍ରୀକୃଷ୍ଣ ସମୁଦ୍ର ରେ ଲୀନ ହେବାରୁ ତାଙ୍କ ଦେହ ତ୍ୟାଗ ମଧ୍ୟ କରି ଥିଲେ | ଭଗବାନ ଶ୍ରୀକୃଷ୍ଣ ଦେହ ତ୍ୟାଗ ପରେ ପାଣ୍ଡୁ ପୁତ୍ର ଅର୍ଜୁନ ଏବଂ ଦ୍ୱାରିକା ର ସମସ୍ତ ନଗର ବାସୀ ଏବଂ ଯଦୁ ବଂଶ ର ସମସ୍ତ ସ୍ତ୍ରୀ ମାନଙ୍କୁ ହସ୍ତୀନାପୁର ନେବା ସମୟ ରେ ହିଁ ସେ ଦ୍ୱାରିକା ସମୁଦ୍ର ରେ ଲୁପ୍ତ ହୋଇ ଯାଇ ଥିଲେ | ସେହିପରି ବର୍ତ୍ତମାନ ଗୋଟିଏ ଭିଡ଼ିଓ ଗୋକୂଳର ଭାଇରାଲ ହେଉଛି।
ତେବେ ଭିଡ଼ିଓଟିରେ ଦେଖିବାକୁ ପାଇବେ , ମଥୁରାରୁ ଟିକିଏ ଆଗକୁ ଗଲେ ସେହି ଗୋକୁଳ ପଡିବ ଆଉ ଏହି ଗୋକୁଳ ରେ ସେହିପରି ସବୁ ଘର ରହିଛି ଆଉ ଘର ଘର ମଧ୍ୟରେ ସେହିପରି ସବୁ ଗଳି କନ୍ଦି ରହିଛି ଯେଉଁ ଠାରେ ଆମେ ଅନେକ ପୁରାଣରେ ଶୁଣିଛୁ କୃଷ୍ଣ ବାଲ୍ୟଲୀଳା କରୁଥିବାର। ଅବଶ୍ୟ ଏହି ଭିଡ଼ିଓ କୁ ଦେଖିଲେ ଆପଣ ମାନେ କିଛି ପରିବର୍ତ୍ତନ ନିଶ୍ଚିତ ଅନୁଭବ କରିବେ ,କିନ୍ତୁ ଭିତର କୁ ଗଲେ ଆପଣ ସେହି ଗୋକୁଳ କୁ ଦେଖୁବେ।
ଏବଂ ଏହି ଗୋକୁଳ ର କାନ୍ଥ ରେ ଶ୍ରୀ କୃଷ୍ଣ ଙ୍କ ର ଭିନ୍ନ ଭିନ୍ନ ଫୋଟ ସବୁ ଦେଖିବା କୁ ପାଇବେ । ଏହା ଭିତରକୁ ଯିବା ବେଳେ ଆପଣଙ୍କୁ ଏହିପରି ଲାଗିବ ଯେପରି ଆପଣ କୃଷ୍ଣଙ୍କର ସାବୁ ବାଲ୍ୟ ସମୟ କୁ ପୁଣି ଥରେ ଦେଖି ଦେଖି ଯାଉଛନ୍ତି ବୋଲି। ତେବେ ନିଶ୍ଚିତ ଭାବରେ ଆପଣ ଏହି ଭାଇରାଲ ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ଗୋକୁଳ ଦର୍ଶନ କରନ୍ତୁ।