ଓଃ କି ଡ୍ୟାନ୍ସ ! ଯାତ୍ରା ଷ୍ଟେଜ ଉପରେ RANI PRIYADARSHINI ଙ୍କ ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ…

ତେବେ ଆମ କଳାକାର ଜଗତ ରେ ଅନେକ କଳାକାର ରହିଛନ୍ତି ସେ ଫିଲ୍ମ ହେଉ କି ସିରିଏଲ ଅବା ଯାତ୍ରା ଏହି କଳାକାର ଙ୍କୁ ଆମେ ସମ୍ମାନ ମଧ୍ୟ ଦେଇ ଥାଉ | କାରଣ ସେମାନେ ଅଭିନୟ ଜଗତ ରେ ଅନେକ ପରିଶ୍ରମ କରି ଆମ ମାନଙ୍କର ମନରଞ୍ଜନ କରାଇ ଥାଆନ୍ତି | ତେବେ ଯାତ୍ରା ଦେଖିବା ପାଇଁ ପ୍ରାୟ ଲୋକ ପସନ୍ଦ କରି ଥାଆନ୍ତି, ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ଯାତ୍ରା ଅପେକ୍ଷା ମେଲୋଡି ଦେଖିବା ପାଇଁ ପସନ୍ଦ କରିଥାନ୍ତି |

ଯାତ୍ରା ଷ୍ଟେଜ ରେ ମେଲୋଡି ଡ୍ୟାନ୍ସ ଓ ଗୀତ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଯାତ୍ରା ଦୁନିଆଁ ରେ ମଧ୍ୟ ସେଭଳି ଅନେକ କଳାକାର ରହିଛନ୍ତି ଆଉ ଆଜି ଆମେ ଏକ ଯାତ୍ରା କଳାକାର ସମ୍ପର୍କ ରେ କହିବୁ ଯାହାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |


କଳାକାର ମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ସେମାନେ ଦର୍ଶକ ଙ୍କ ଆଗରେ ଏମିତି କଳା ପ୍ରଦର୍ଶନ କରିବେ ଯାହାଦ୍ୱାରା ଦର୍ଶକ ମାନେ ଆକର୍ଷିତ ହେବେ | ତେବେ ଅଧିକାଂଶ ଲୋକ ଙ୍କୁ ଯାତ୍ରା ଅଭିନୟ ଦେଖିବା ଅପେକ୍ଷା ମେଲୋଡି ଦେଖିବା ଖୁବ ପସନ୍ଦ ଲାଗିଥାଏ | ତେବେ ବର୍ତ୍ତମାନ ସମୟ ରେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନି ଙ୍କ ମଞ୍ଚରେ ହଟ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ଯେଉଁଠି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ଭାବରେ ଦର୍ଶକ ମାନଙ୍କର ହୃଦୟ ରେ ଯିଏ ଘର କରିଛନ୍ତି ସେହି ହଟ କୁଇନ ରାଣୀ ପ୍ରିୟଦର୍ଶିନୀ ଯାତ୍ରା ମଞ୍ଚରେ ଦେଖାଇବାକୁ ଲାଗିଛନ୍ତି ହଟ ଡ୍ରେସ ପିନ୍ଧିକି ଡାନ୍ସ | ଆଉ ତାହା ସହିତ ଏକ ବୋତଲ ପିଲା ଦାଦା ନିଶା ଚଢାବ ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ରାଣୀ ପ୍ରିୟଦର୍ଶିନୀ |ଆଉ ଯାତ୍ରା ମଞ୍ଚରେ ନିଜର ହଟ ଡାନ୍ସ କୁ ଦେଖାଇ ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ମଧ୍ୟ ସାଉଁଟି ଥିବାର ଦେଖିବାକୁ ମିଳିଛି |

 

ରାଣୀ ପ୍ରିୟଦର୍ଶନିଙ୍କର ପୋଷାକ ଯେମିତି ହଟ ରହିଛି ତାଙ୍କ ଡ୍ୟାନ୍ସ ମଧ୍ୟ ସେଭଳି ଭାବରେ ବେସ ସୁନ୍ଦର ସହିତ ହଟ ରହିଛି | ତାଙ୍କର ଏହି ମେଲୋଡି ନାଚରେ ସେହି ଯାତ୍ରା ପେଣ୍ଡାଲ ମାହଲ ଯେଭଳି ଭାବରେ ବଦଳି ଯାଇ ଥିଲା | ଗୀତ ର ତାଳେ ତାଳେ ଯେଭଳି ରାଣୀ ଅଣ୍ଟା ହଲାଇ ନାଚୁ ଥିଲେ ଏବଂ ହଟ ଲୁକ୍ସ ଦେଉ ଥିଲେ ତାହାକୁ ଯିଏ ବି ଦେଖିବ ସେ ନିହାତି ଭାବରେ ପାଗଳ ହୋଇ ଯିବ | ତେବେ ଏଭଳି ଏକ ହଟ ଡ୍ୟାନ୍ସ ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଅନେକ ଦର୍ଶକ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.