ଦେଖନ୍ତୁ Socking ଭିଡ଼ିଓ – କଲେଜ ଛାତ୍ରୀଙ୍କୁ ନିଶା ଶୁଙ୍ଘାଇ ଟାଣିନେଲେ ଆଉ ତା ପରେ ତାଙ୍କ ସହ ଏମିତି କିଛି …ଛିଃ ଛିଃ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେ ବେଳେ କିଛି ଏମିତି ଘଟଣା ମାନ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଵା ଶୁଣିଲେ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ କୁହାଯାଉଛି । ଆଉ ଯେଉଁଠି କୁହାଯାଉଛି କି ଜଣେ କଲେଜ ଛାତ୍ରୀ ଙ୍କୁ ନିଶା ଶୁଙ୍ଘାଇ ଅପହରଣ କରିଥିବା ସୂଚନା ସାମ୍ନାକୁ ଆସିଛି। ଆଉ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ନେଇକି ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି ବୋଲି କୁହାଯାଉଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ଦୁନିଆ ପୁରାପୁରି ଭାବରେ ବଦରିବାରେ ଲାଗିଛି। ଯିଏ ଯାହାର ସ୍ୱାସ୍ଥ୍ୟ ପାଇଁ ଏହି ଦୁନିଆରେ କାମ କରୁଛନ୍ତି। ତେବେ ଆପଣ ମାନେ ଟିଭି ସିରିଏଲ କିମ୍ବା ଫିଲ୍ମ ମାନଙ୍କରେ ଦେଖିଥିବେ ଅପହରଣ କରୁଥିବାର ସିନ୍।
କିନ୍ତୁ ଏଠାରେ ସତସତିକା ଅପହରଣର ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରାଇ ଦେଇଛି। ତେବେ ଗତକାଲି ଜଣେ କଲେଜ ଛାତ୍ରୀ ଙ୍କୁ ନିଶା ଶୁଙ୍ଘାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଅପହରଣ ପରେ ଛାତ୍ରୀ ଙ୍କୁ ସାଲେପୁର ନଦୀ କୂଳରେ ହାତ ଗୋଡ଼ ବାନ୍ଧି ଓ ମୁହଁ ବାନ୍ଧି ଏକ ଆବର୍ଜନା ଘରେ ଛାଡ଼ି ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ୍ ମାରିଥିଲେ।
ସ୍ଥାନୀୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ବିଭାଗର ଜଣେ ଛାତ୍ରୀ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏବେ ପୁରା ସମ୍ପୂର୍ଣ୍ଣ ଘଟଣା ବିଷୟରେ ମୁହଁ ଖୋଲିଛନ୍ତି ସେହି ଛାତ୍ରୀ ଜଣଙ୍କ। ସୂଚନା ମୁତାବକ, କଲେଜ ଛୁଟି ପରେ ଛାତ୍ରୀ ଜଣଙ୍କ ଘରକୁ ଫେରିବା ପାଇଁ ସାଲେପୁର ବସ୍ ଷ୍ଟାଣ୍ଡ ରେ ଅପେକ୍ଷା କରିଥିଲା।
ଏହି ସମୟରେ ଛାତ୍ରୀ ଜଣଙ୍କର ଜଣେ ସହପାଠୀନି ଆସି ଛାତ୍ରୀ ଙ୍କୁ କହିଲା ତୁମ ବାପା ସାଲେପୁର ତହସିଲଦାର ଅଫିସ୍ ପଛ ପଟେ ଅପେକ୍ଷା କରିଛନ୍ତି। ତେଣୁ ତୁମେ ଆସ। ଏହା ଶୁଣି ଛାତ୍ରୀ ଜଣଙ୍କ ନିଜ ବାପାଙ୍କୁ ଭେଟିବା ପାଇଁ ତହସିଲ ଅଫିସ୍ ପଛପଟକୁ ଆସିଥିଲା।
ସେଠାରେ ପୂର୍ବରୁ ଥିବା ଦୁଇ ଜଣ ଯୁବକ ଅତର୍କିତ ଭାବେ ଛାତ୍ରୀଙ୍କ ନାକରେ ନିଶା ଶୁଙ୍ଘାଇ ଏକ କାର୍ ରେ ଅପହରଣ କରି ନେଇଥିବା ଛାତ୍ରୀ ଙ୍କ ମାମୁଁ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ଛାତ୍ରୀ ଜଣଙ୍କ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ। ପରେ କିଛି ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ହସପିଟାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।