ଦେଖନ୍ତୁ viral ଭିଡ଼ିଓ – ଦିଦି ନାଚିଲେ ଅଣ୍ଟା ହଲାଇ ଦେଖନ୍ତୁ ଆପଣ ହେବେ ଆଶ୍ଚର୍ଯ୍ୟ ହେଲେ ଭିଡ଼ିଓ ଭାଇରାଲ

ବର୍ତ୍ତମାନ ଲୋକେ ହାତରେ ସ୍ମାର୍ଟ ଫୋନ୍ ଧରିଲେ ସେଥିରେ ଏତେ ମଜ୍ଜି ଯାଉଛନ୍ତି ଯେ ସେମାନେ ଆଉ ସବୁକିଛି କିଛି ସମୟ ପାଇଁ ଭୁଲି ଯାଉଛନ୍ତି। ସୋସିଆଲ ମିଡିଆରେ ସମୟ ଅତିବାହିତ କରିବା ପାଇଁ ସେମାନଙ୍କ ପାଖରେ ଅନେକ କିଛି ମାଧ୍ୟମ ରହିଛି। କୌଣସି ବି ଭାଇରାଲ ଭିଡିଓ ଦେଖିବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରୁଛନ୍ତି। ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆକର୍ଷିତ କରିବ।

ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି। ଆପଣ ତ ଜାଣିଛନ୍ତି ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।

ଅନେକ ଙ୍କ ସଉକ ଥାଏ ଡାନ୍ସ କରିବାକୁ ଏବଂ ଦେଖିବାକୁ। ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ।

ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଜଣେ ଶିକ୍ଷୟତ୍ରୀ ଙ୍କ ଡାନ୍ସ ଦେଖିବାକୁ ମିଳିଛି। ତେବେ ଶିକ୍ଷୟତ୍ରୀ ଜଣଙ୍କ ସ୍କୁଲ ରେ ଏପରି ଡାନ୍ସ କରୁଛନ୍ତି।

 

କୁହାଯାଉଛି କି ସ୍କୁଲ୍ ରେ ଆୟୋଜିତ ଏକ ଭୋଜି ରେ ଶିକ୍ଷୟତ୍ରୀ ଙ୍କୁ ସମସ୍ତେ ଅନୁରୋଧ କରିବା ପରେ ସେ ଏହି ଡାନ୍ସ କରୁଛନ୍ତି। ତେବେ ଏହି ସୁନ୍ଦରୀ ମାଡାମ ଜଣଙ୍କ ସ୍କୁଲ୍ ୟୁନିଫର୍ମ ଅର୍ଥାତ୍ ଏକ ଗୋଲାପି ରଙ୍ଗର ଶାଢ଼ୀ ପିନ୍ଧି ଯେଉଁଭଳି ଭାବରେ ଏକ ସମ୍ବଲପୁରୀ ଗୀତରେ ଡାନ୍ସ କରୁଛନ୍ତି ସେଥିରେ ସେ ବହୁତ୍ ଆକର୍ଷିତ ଲାଗୁ ଛନ୍ତି। ଏହାକୁ ଦେଖି ସେଠାରେ ଉପସ୍ଥିତି ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷୟତ୍ରୀଙ୍କ ଏହି ଡାନ୍ସ ର ଭିଡିଓ କରିବା ସହିତ ପାଟି କରି ଖୁସିରେ ତାଳି ମାରୁଥିବାର ଦେଖିବାକୁ ମିଳିଛି। ଶିକ୍ଷୟତ୍ରୀଙ୍କ ଏପରି ଡାନ୍ସ କୁ ବହୁତ୍ ଲୋକେ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.