୩ ମାର୍ଚ୍ଚ ବଡ଼ ଶୁକ୍ରବାର (ପାପମୋଚିନି ଏକାଦଶୀ) ଚୁପଚାପ୍ ୩ଟି ଜାଗାରେ ଲୁଣ ରଖନ୍ତୁ, ମାଲକ୍ଷ୍ମୀ ଧନର ବର୍ଷା କରିବେ

୨୦୨୩ ମାର୍ଚ୍ଚ ୩ ପବିତ୍ର ପାପମୋଚିନି ଏକାଦଶୀ। ବଡ଼ ଶୁକ୍ରବାର ଯାହାକି ଶୁକ୍ରବାର ଏକାଦଶୀ ର ଦେବତା ଭଗବାନ ବିଷ୍ଣୁ ଙ୍କର ବାର ହୋଇଥାଏ ଏବଂ ମା ଲକ୍ଷ୍ମୀ ଙ୍କର ବାର ହୋଇଥାଏ। ଶୁକ୍ରବାର ରେ ଏକାଦଶୀ ଅତ୍ୟନ୍ତ ଦୁର୍ଲଭ ଓ ଶୁଭ ମାନାଯାଇଥାଏ। ଆପଣଙ୍କୁ ଜଣେଇ ଦେଉଛୁ ଏକାଦଶୀ ର ବ୍ରତ ଗଙ୍ଗା ଜଳର ବୁନ୍ଦା ପରି ପବିତ୍ର ମାନାଯାଇଥାଏ। ମଙ୍ଗଳକାରୀ ମାନାଯାଇଥାଏ। ଶୁଭକାରୀ ମାନାଯାଇଥାଏ। ଭଗବାନ ଶ୍ରୀ ହରି ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପାଇଁ ଏକାଦଶୀ ସବୁଠୁ ବଡ଼ ଏକାଦଶୀ ମାନାଯାଇଥାଏ।

ଏହି ବ୍ରତ ନା କେବଳ ଜୀବନରେ ଭୌତିକ ସୁଖ ସୁବିଧା, ଶାନ୍ତି, ଧନ ଐଶ୍ୱର୍ଯ୍ୟ, ପୂର୍ଣ୍ଣତା ଜୀବନସାଥୀ ଏବଂ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ବରଂ ମୋକ୍ଷ ବି ପ୍ରଦାନ କରିଥାଏ। ଭଗବାନ ଶ୍ରୀକୃଷ୍ଣ କୃପା ଦ୍ୱାରା ପ୍ରତ୍ୟେକ ଏକାଦଶୀ ର ବ୍ରତ ଏକ ଅଲଗା ମହତ୍ତ୍ୱ ରହିଥାଏ। ଏହି ବର୍ଷର ପାପମୋଚିନି ଏକାଦଶୀ କୁ ସବୁଠୁ ବଡ଼ ଏକାଦଶୀ ମାନା ଯାଉଅଛି।


ଯାହାକି ୩ ମାର୍ଚ୍ଚ ଶୁକ୍ରବାର ଦିନ ପଡ଼ୁଅଛି। ଏହି ଦିନ ପଡ଼ୁଥିବା ପାପମୋଚିନି ଏକାଦଶୀକୁ ଏକ ଦୁର୍ଲଭ ସଂଯୋଗ ବନୁଅଛି। ଏହି ତିନୋଟି ଜାଗାରେ ରଖି ଦିଅନ୍ତୁ ଚୁପଚାପ ଲୁଣ, ସର୍ବଶ୍ରେଷ୍ଠ ଫଳ ପ୍ରାପ୍ତି ହେବ। ମୃତ୍ୟୁ ଦଣ୍ଡ, ପିତୃ ଦୋଷ ସବୁକିଛି ସମାପ୍ତ ହେବ। ଭାଗ୍ୟ ଆପଣଙ୍କର ଚମକିବାକୁ ଲାଗିବ। ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣିହୋଇ ଆସିବେ ଏବଂ କାଙ୍ଗାଳ ବି ହୋଇଯିବେ ଧନୀ। ସାମାନ୍ୟ ଲୁଣ ଆମକୁ ଧନୀ ବନେଇଥାଏ। ଲୁଣ ମଣିଷକୁ ଚୁମ୍ବକ ପରି ଟାଣିଥାଏ। ଯଦି ଆପଣ ଏହା ପଛର ସତ୍ୟତା ଜାଣିବେ ତାହେଲେ ଆପଣ ବି ହୋଇଯିବେ ଜଲଦି ଧନବାନ। ତେବେ ସୋମବାର ହେଉ ବା କୌଣସି ରବିବାର ଆପଣ ଏହି ଉପାୟକୁ କରି ପାରିବେ।


ପୁରୁଣା ସମୟରୁ ଲୁଣର ବ୍ୟବହାର ହୋଇ ଆସୁଛି। ଲୁଣ କେବଳ ଆମର ଭୋଜନର ସ୍ୱାଦିଷ୍ଠ ବନେଇଥାଏ ବରଂ ଆମକୁ ବହୁତ ଫାଇଦା ଦେଇଥାଏ। ଯଦି ମନୁଷ୍ୟ ମଧ୍ୟରେ ଲୁଣର କମି ହୋଇଯାଏ ତାହେଲେ ଶରୀର କେବେବି ଖରାପ ହୋଇପାରେ। ମାନାଯାଇଥାଏ କି ଲୁଣ ସବୁଠି ଜଲ୍ଦି ଧନବାନ କରାଇଥାଏ।

ଲୁଣ ଚମତ୍କାରୀ ଭାବେ ନିଶ୍ଚିତ ଲାଭବାନ କରାଇଥାଏ। ଲୁଣ ଭିତରେ ସକରାତ୍ମକ ଗୁଣ ଭରି ରହିଥାଏ। ଲୁଣ କୁ ନେଇ କିଛି ଏମିତି ଉପାୟ ଅଛି ଯଦି କୌଣସି ମଣିଷ ଏହି ଉପାୟକୁ କରେ ତାହେଲେ ସେହି ମନୁଷ୍ୟ ନିଶ୍ଚିତ ନିଜର ଗରିବକୁ ଦୂର କରି ପାରିବ। ସେ ବହୁତ ଶୀଘ୍ର ହିଁ ଧନୀ ହେବ। ଲୁଣର ଏହି ଉପାୟ ରାତାରାତି ଆପଣଙ୍କୁ ଚମକେଇ ଦେବ।

୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ୍ ନାଲି ଲଙ୍କା, ଗୋଟିଏ ପ୍ୟାକେଟ ଲୁଣ, ୧୦୦ ଗ୍ରାମ ଶୋରିଷ ତେଲ, ଗୋଟିଏ ପାଣି ବୋତଲ ଏହି ସମସ୍ତ ଜିନିଷକୁ ଏକତ୍ରିତ କରି ଆପଣ କୌଣସି ମହିଳା ବା ପୁରୁଷକୁ ଦାନରେ ଦେଇ ଦିଅନ୍ତୁ ଏବଂ ଚୁପଚାପ ଘରକୁ ଚାଲି ଆସନ୍ତୁ। ଦେଖନ୍ତୁ ଚମତ୍କାରୀ କେମିତି ହେଉଛି। ଏହାଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ। ଚାକିରି ବ୍ୟବସାୟ ରେ ଉନ୍ନତି ହୋଇଯିବ। ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣିହୋଇ ଆସିବେ। ସନ୍ଧ୍ୟା ସମୟରେ ଆପଣ କାହାକୁ ଲୁଣ ଦେବେ ନାହିଁ କି କାହାଠୁ ଆଣିବେ ନାହିଁ। ନଚେତ୍ ଘରର ସୁଖ ସମୃଦ୍ଧି ଚାଲିଯାଏ। ତାହା ଲୁଣ ନେଉଥିବା ବ୍ୟକ୍ତି ବି ବରବାଦ୍ ହୋଇଯାଏ। ଏଥିପାଇଁ ସନ୍ଧ୍ୟା ସମୟରେ ଲୁଣ କାହା ଠାରୁ ନେବା ବା ଦେବା ଉଚିତ୍ ହୋଇ ନଥାଏ।ଲୁଣ ମିଶ୍ରିତ ପାଣିରେ ଘର ପୋଛା ମାରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେଇଥାଏ। ସପ୍ତାହରେ ଦୁଇ ରୁ ତିନି ଥର ଲୁଣ ମିଶ୍ରିତ ପାଣିରେ ଘର ପୋଛନ୍ତୁ।

Leave A Reply

Your email address will not be published.