ଦେଖନ୍ତୁ EXCLUSIVE :ଭିଡିଓ – ନବଦାସ ଙ୍କ ହତ୍ୟାପରେ ପାଣ୍ଡିଆନଙ୍କୁ ଏମିତି କହିଲେ ମିନତୀ ବହିଦାର !କହିଲେ ବବି ଜଣେ ମୁର୍ଖ ପାଣ୍ଡିଆନ୍ ଏବେ ପାୱାରଫୁଲ୍….
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଗୁଡିକ ଭିତ ରୁ ବର୍ତ୍ତମାନ ଯେଉଁ ଘଟଣା ଟିକୁ ନେଇକି ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି ଚକାଇବାକୁ ନେଇକି କିଛି ଘଟଣା । ଆଉ ଯେଉଁଠି କ୍ରାଇମବ୍ରାଞ୍ଚ ର ତଦନ୍ତ ଅନୁସାରେ ସମସ୍ତ ଘଟଣା ର ସତ୍ୟା ସତ୍ୟ ଜଣା ପଡିବ ବୋଲି ମଧ୍ୟ କୁହାଯାଉଛି ।ତାହା ସହିତ ସମସ୍ତଙ୍କ ସାମ୍ନା ରେ କେଉଁ ଭଳି ଭାବରେ ASI ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଥିଲା ସେ ସମସ୍ତ ଘଟଣା ବିଷୟରେ ମଧ୍ୟ କହିବାକୁ ଲାଗିବ ବୋଲି କୁହାଯାଉଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ASI ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଗୁଳି ଚଳାଇଛନ୍ତି ବୋଲି ମାନିଛନ୍ତି । କିନ୍ତୁ କଣ ପାଇଁ ସେ ଏହି ଭଳି ଏକ ପଦକ୍ଷେପ ନେଇଥିଲେ ତାହାର ଖୁଲାସା ଆଜି ଯାଏ ହୋଇନାହିଁ ବୋଲି କୁହାଯାଉଛି ।
ଆଉ ଯେଉଁ ଘଟଣା କୁ ନେଇକି ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତି ଓ କ୍ରାଇମ ସ୍ପୋର୍ଟ ଆଗରେ ଡେମ ଦେଖାଇବ ଗୋପାଳ ଦାସ ବୋଲି କୁହାଯାଉଥିଲା । ତେବେ କେଉଁଠି ଗୋପାଳ ଅପେକ୍ଷା କରିଥିଲେ ନବ ଙ୍କୁ ଆଉ କେଉଁ ଭଳି ଭାବରେ ସେ ଗୁଳି କରିଥିଲେ ତାହାର ସମସ୍ତ ଡେମ ଦେଖିବ କ୍ରାଇମବ୍ରାଞ୍ଚ ପୋଲିସ ।
ତେବେ ବର୍ତ୍ତମାନ ନବ ଦାସଙ୍କ ମୃତ୍ୟୁ କୁ ନେଇ ଆଉ ଏକ ଖବର ବହୁତ ଭାଇରାଲ ହେବାରେ ଲାଗିଛି। ଜଣେ ମିନତି ନାମକ ବୃଦ୍ଧା ମହିଳା କହିଥିଲେ କି, ଯଦି ନବ ଦାସଙ୍କ ମୃତ୍ୟୁ ହୋଇଯିବ ତାହେଲେ ସେ ସମସ୍ତଙ୍କୁ ମଟନ ଭୋଜି ଦେବ ବୋଲି। ଆଉ ଯେତେବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା, ସେ ବୃଦ୍ଧା ମହିଳା ଜଣକ ମଟନ ଆଣି ସମସ୍ତ ପଡ଼ୋଶୀ କୁ ଭୋଜି ଦେଇଥିଲେ।ଆଉ ବର୍ତ୍ତମାନ ପୁଣିଥରେ ସେ ଚର୍ଚ୍ଚା ରେ ଅଛନ୍ତି। କାରଣ ତାଙ୍କୁ ଏକ ସାକ୍ଷାତକାରରେ ପଚାରିଥିଲେ କି, ଏଥର କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି। ଆଉ ସେ କହିଥିଲେ ପାଣ୍ଡିଆନ କଥା କହି ପାରିବେ ନାହିଁ ସେ ପାୱାରଫୁଲ୍ ଲୋକ ଯଦି ହୋଇପାରେ।
ଆଉ ଏଥର ବିଜେଡି ଜିତିବ କି ନାହିଁ ପଚାରିବାରୁ ସେ କହିଥିଲେ ବିଜେଡି ଭାଗ ଭାଗ ହୋଇଯିବ। ଆଉ ୫ ବର୍ଷ ପାଇଁ ଥରେ ବିଜେପିକୁ ଦିଅନ୍ତୁ। ଆଉ ତାଙ୍କୁ ପଚାରିଥିଲେ ପାୱାରଫୁଲ୍ ନେତା କିଏ? ଆଉ ମିନତି ଦେବୀ କହିଥିଲେ ପାୱାରଫୁଲ୍ ନେତା ନୁହେଁ ପାୱାରଫୁଲ୍ ସେକ୍ରେଟାରୀ କୁହନ୍ତୁ ପାଣ୍ଡିଆନ। ତା ଇଛା ରେ ଜଗତ ଚାଲୁଛି ବୋଲି କହିଥିଲେ। ଆଉ ଏବେ ଯେଉଁ 5T ବ୍ୟବସ୍ଥା କରିଛନ୍ତି ତା ବିଷୟରେ କହିଥିଲେ।ତେବେ ଏମିତି କିଛି ପାଣ୍ଡିଆନଙ୍କ ବିଷୟରେ କହିଥିଲେ।