Viral ଅଡିଓ Call – ରୁମ କୁ ଜଲ୍ଦି ଆସ ମୁଁ ଆଉ ସଂଭାଳିପାରୁନି .ଭାଉଜ ଦିଅର ଙ୍କ ପ୍ରେମ କାହାଣୀ…ଶୁଣନ୍ତୁ ଅଡିଓ Call …
ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ ଯାହାକି ସ୍ୱାମୀ ର ସବୁ ଦୁଃଖସୁଖ ରେ ସ୍ତ୍ରୀ ହିଁ ଭାଗିଦାର ହୋଇଥାଏ ଆଉ ଖରାପ ସମୟରେ ତାର ସାହସ ମଧ୍ୟ ପାଲଟି ଥାଏ | କିନ୍ତୁ ଆଜିକାଲି ସମାଜ ରେ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ମଧୁର ସମ୍ପର୍କ ବହୁତ କମ ଦେଖିବା ପାଇଁ ମିଳୁଛି ଏହି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି |
କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି | ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି, ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି | ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଏଭଳି ନାରୀ ପ୍ରତି ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ, ଆସନ୍ତୁ ଏହି ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |
ତେବେ ଘଟଣା ଟି ହେଉଛି ଏକ ମହିଳା ଯିଏ କି ବିବାହିତା ଅଟନ୍ତି ତାଙ୍କର ଏକ କୁନି ପୁଅ ମଧ୍ୟ ରହିଛି କିନ୍ତୁ ସେ ତାଙ୍କ ଅଫିସ ରେ ଏକ ଅଫିସ ଷ୍ଟାପ ଙ୍କ ସହିତ ଖରାପ ସମ୍ପର୍କ ରେ ରହିଛନ୍ତି | ସେ ପ୍ରଥମେ ଅଫିସର ବାବୁ ଜଣଙ୍କୁ ଡାକି ଥିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ ଯାହାକି ମହିଳା ଜଣଙ୍କ ନିଜ ପୁଅକୁ ବି ସାଙ୍ଗରେ ଧରି ଯାଇ ଥିଲେ | ଏହାପରେ ମହିଳା ଜଣଙ୍କ ସେହି ଅଫିସର ଙ୍କ ସହିତ କଲରେ ଅଶ୍ଳୀଳ ଭାବେ କଥା ମଧ୍ୟ ହୋଇ ଥିଲେ ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗି ଥିଲା |
କିନ୍ତୁ ପରେ ଏହି ସମ୍ପର୍କ ବିଷୟ ରେ ମହିଳା ଙ୍କର ସ୍ୱାମୀ ଜାଣି ପାରି ଥିଲେ ଆଉ ଜାଣିବା ପରେ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କୁ ଅତି ଖରାପ ଭାଷା ରେ ଗାଳି ଗୁଲଜ କରି ଥିଲେ | ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଏହାକୁ ଦେଖି ଅନେକ ଲୋକ ମହିଳା ଜଣଙ୍କୁ ନିନ୍ଦା କରିଛନ୍ତି |
କାରଣ କିଛି ଏଭଳି ମହିଳା ଙ୍କ ପାଇଁ ସମାଜ କଳଙ୍କିତ ହେଉଛି ଆଉ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଖୁବ ଖରାପ ପ୍ରଭାବ ପକାଉଛି | ଏଭଳି ଶାରୀରିକ ସମ୍ପର୍କ ରେ ଲୀନ ହୋଇ କିଛି ବ୍ୟକ୍ତି ନିଜର ମାନବିକତା ନୈତିକତା ହରାଇ ବସୁଛନ୍ତି ଯାହାକି ଖୁବ ଲଜ୍ୟା ଜନକ କଥା ଅଟେ |