ପ୍ରଭୁଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଗଣେଶ ମୃତ୍ତି ( genesh ) ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE
ଭାରତର ଅଧିକାଂଶ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ୍ ବିଶ୍ଵାସ ରଖିଥାନ୍ତି। ବହୁତ୍ ବିଶ୍ଵାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନର ହେବାକୁ ଥିବା ସମସ୍ୟା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି। ଏହା ସହିତ ବ୍ୟକ୍ତି ନିଜର ଭବିଷ୍ୟତରେ ଘଟିବା ପାଇଁ ଯାଉଥିବା ଘଟଣା ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ସାହାଯ୍ୟ ନେଇଥାନ୍ତି।ତେବେ ଯଦି ଆପଣ ଆପଣଙ୍କର ଭବିଷ୍ୟତ ବାବଦରେ ଜାଣିବା ପାଇଁ ଚାହୁଁଛନ୍ତି ସେଥିପାଇଁ ଆପଣଙ୍କୁ ଆମ ଦ୍ଵାରା ଦିଆ ଯାଇଥିବା ତିନୋଟି ଗଣେଶ ମଧ୍ୟରୁ ଗୋଟିଏ ଗଣେଶ କୁ ଚୟନ କରିବା ପାଇଁ ପଡିବ। ଏଥିରେ ରହିଛନ୍ତି ଏକଦନ୍ତ, ଗଜାନନ, ଗଣପତି। ଯାହାର ନିର୍ଣ୍ଣୟ ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କହିବ।ତେବେ ବାଛନ୍ତୁ ଗୋଟିଏ ଗଣେଶ ଆଉ ଜାଣନ୍ତୁ ନିଜ ଭବିଷ୍ୟତକୁ ନେଇ ଜଡ଼ିତ କିଛି ଖାସ୍ କଥା।
1. ଏକଦନ୍ତ-
ଯଦି ଆପଣ ଗଶେଶଙ୍କର ଏକଦନ୍ତ ମୂର୍ତ୍ତିକୁ ବାଛି ଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ଏବେ ର ପରିସ୍ଥିତି ସେତେ ସ୍ବଚ୍ଛଳ ନାହିଁ। ଆପଣ ଗୋଟିଏ ସଇତାନ ର ହାବୁଡ଼ରେ ପଡ଼ି ଯାଇଛନ୍ତି। ଯେଉଁ ସଇତାନ ପାଖରୁ ମୁକୁଳିବା ଏତେଟା ସହଜ ହେଉନାହିଁ। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ ଏହା କିଛି ସମୟ ପାଇଁ ରହିବ। ତାହା ପରେ ସବୁ ଠିକ୍ ହୋଇଯିବ। ମିତ୍ର ମାନେ କିଛି ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି। ଶତ୍ରୁ ବଢ଼ି ଯାଇଛନ୍ତି। ଆପଣ ଯେଉଁ କାର୍ଯ୍ୟ ହାତକୁ ନେଇଛନ୍ତି ସେଥିରେ ବିଫଳ ହେଉଛନ୍ତି। ତେବେ ଆଗକୁ ଆପଣଙ୍କ ସମୟ ଭଲ ରହିବ ଏଥିପାଇଁ ଆପଣ ମୁକ୍ତା ମୁଦ୍ରିକା ଧାରଣ କରନ୍ତୁ।
2. ଗଜାନନ –
ଯଦି ଆପଣ ଗଶେଶଙ୍କର ଗଜାନନ ମୂର୍ତ୍ତିକୁ କୁ ବାଛି ଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ଲାଗି ରହିଥିବା ଖରାପ୍ ସମୟ ଦୁର ହୋଇ ଖୁବ୍ ଶୀଘ୍ର ଭଲ ସମୟ ଆସିବା ପାଇଁ ଯାଉଛି। ତେଣୁ ଆପଣଙ୍କୁ ଆଉ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ। ଯେଉଁ କାର୍ଯ୍ୟ କରିବା ପାଇଁ ଗୁଡାଏ ଦିନ ଭାବନା ରେ ବିତାଉ ଥିଲେ ସେ କାର୍ଯ୍ଯ ର ସମାଧାନ କରିବା ପାଇଁ ଆପଣଙ୍କୁ ଆଉ ଅଳ୍ପ କେତେ ଦିନର ସମୟ ଲାଗିବ। ମୋଟାମୋଟି ଭାବେ ଦେଖିବାକୁ ଗଲେ ସମୟ ଆପଣଙ୍କର ଖୁବ୍ ଭଲ ରହିଛି।
3. ଗଣପତି –
ଯଦି ଆପଣ ଗଶେଶ ଙ୍କ ର ଗଣପତି ମୂର୍ତ୍ତି କୁ ବାଛି ଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ଏହି ସମୟରେ ବହୁ ଖର୍ଚ୍ଚାନ୍ତ କରି ଋଣ ରେ ବୁଡ଼ି ରହିଛନ୍ତି। ଆପଣ କଖୁବ୍ ସରଳ ସ୍ଵଭାବର ବ୍ୟକ୍ତି ଯେଉଁ କାରଣ ପାଇଁ ଆପଣ କିଛି ଲୋକଙ୍କ ଦ୍ୱାରା ଠକାମୀ ର ଶୀକାର ହୋଇଛନ୍ତି। ତେବେ ଭଗବାନଙ୍କ ଉପରେ ଆପଣ ବିଶ୍ଵାସ ରଖନ୍ତୁ ଧିରେ ଧିରେ ସବୁ ଠିକ୍ ହୋଇଯିବ।ଆପଣ ଆଗରୁ ଯାହା କରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସେଥିରେ ସଫଳତା ପାଇବାରେ କିଛି ବାଧା ଉତ୍ପନ୍ନ ହେଉଥିଲା ସେ ସବୁ ରୁ ଆପଣ ଏବେ ଦୂରେଇ ରହିବେ। କାହିଁକି ନା ଆପଣଙ୍କ ଉପରେ ଭାଗ୍ୟ ଦେବୀ ଖୁବ୍ ପ୍ରସନ୍ନ ରହିଛନ୍ତି।