breaking news- ଡାକ୍ତର କହିଦେଲେ ମୁଁ ଦୁଃଖିତ, ପିଣ୍ଟୁଙ୍କୁ ଶିଘ୍ର ନେଇଯାଅ ଏଠାରୁ i am sorry । ନହେଲେ …ପୁରା ଖବର ପଢିଲେ କାନ୍ଦିପକାଇବେ…

ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ ଜିଣି ପାରିଛନ୍ତି | ସେ ପ୍ରଥମେ ଆଲବମ ରୁ ହିଁ ଏହି ଅଭିନୟ କ୍ୟାରିୟର ଆରମ୍ଭ କରି ଥିଲେ ଆଉ ପରେ ପରେ ଅନେକ ଫିଲ୍ମ ଓ ଆଲବମ ରେ କାମ କରି ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥିଲେ |

ସେ ପଯ୍ଏଟିଭ କ୍ୟାରେଟର ରେ ହେଉ କି ନେଗେଟିଭ ଅବା କେଁଉ କମେଡି ହେଉ ସେ ସମସ୍ତ ଅଭିନୟ କୁ ବେସ ଚମତ୍କାର ଭାବରେ ଅଭିନୟ କରି ଦେଖାଇ ଥାଆନ୍ତି ଯାହା ଦ୍ୱାରା ସାରା ଓଡ଼ିଶା ରେ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |

ତେବେ କିଛି ଦିନ ହେଲା ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଦିଲ୍ଲୀ ରେ ଚିକିତ୍ସିତ ହେଉଛନ୍ତି | କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ତାଙ୍କୁ ନେଇ କିଛି ଲୋକ ମଝିରେ ଖୁବ ସମାଲୋଚନା ମଧ୍ୟ କରି ଥିଲେ | ଆଉ ଯେଉଁଠି ଲିଭର ସିରାଶିଷ ଜନିତ ରୋଗ ରେ ଅକ୍ଲାନ୍ତ ଅଛନ୍ତି ପିଣ୍ଟୁ ନନ୍ଦ ଆଉ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସିତ କରାଯାଉ ଥିଲା କିନ୍ତୁ ତାଙ୍କର ଲିଭର ଟ୍ରାନ୍ସ ପ୍ଲାଣ୍ଟ ପାଇଁକି ଦିଲ୍ଲୀ କୁ ନିଆଯାଇଥିଲା ବୋଲି କୁହାଯାଉଛି |

 

ଆଉ ସେଠାରେ ତାଙ୍କର ନୂଆ ଲିଭର ଲଗାଯିବ ବୋଲି ମଧ୍ୟ କୁହାଯାଉଥିବା ବେଳେ ଟଙ୍କା ର ଯୋଗାଡ଼ ମଧ୍ୟ ହୋଇ ସାରିଥିଲା ତାହା ସହିତ କୁହାଯାଉଛି କି ଟଙ୍କା ଡନର ମଧ୍ୟ ଖୋଜା ଯାଉଥିଲା ଆଉ ଚିକିତ୍ସା କରିବା ପାଇଁ ବେସରକାରୀ ହସ୍ପିଟାଲ କୁ ମଧ୍ୟ ନିଆଯାଇଥିଲା |

କିନ୍ତୁ ଏବେ ଦିଲ୍ଲୀ ରେ ତାଙ୍କର ଚିକିତ୍ସା ହୋଇ ପାରିବ ନାହିଁ କାରଣ ତାଙ୍କ ଚିକିତ୍ସା ପାଇଁ ଯେଉଁ ଅତ୍ୟାଧୁନିକ ଯନ୍ତ୍ରପାତି ଦରକାର ଯାହାକି ଦିଲ୍ଲୀ ହସ୍ପିଟାଲ ରେ ରହି ନାହିଁ ତେଣୁ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯିବ | ଏହା ସହିତ ପୁଣି ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଯେଉଁ ଅର୍ଥ ଯୋଗାଡ଼ ଚାଲି ଥିଲା ତାହା ମଧ୍ୟ ଚିକିତ୍ସା ଖର୍ଚ୍ଚ ରେ ଧୀରେ ଧୀରେ ସରିବାକୁ ବସିଲାଣି | କିନ୍ତୁ ଏପର୍ଯ୍ୟନ୍ତ ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ରେ କିଛି ବି ସୁଧାର ଆସି ନାହିଁ ଅର୍ଥାତ 80 ଭାଗ ତାଙ୍କ ଲିଭର ଖରାପ ହୋଇ ସାରିଲାଣି | ଅପର ପକ୍ଷରେ ଏବେ ପର୍ଯ୍ୟନ୍ତ ଲିଭର ମଧ୍ୟ ଡୋନେଟ କରିବା ପାଇଁ ଲିଭର ଡନର ମଧ୍ୟ ମିଳି ପାରି ନାହାଁନ୍ତି | ଯଥା ଶୀଘ୍ର ପିଣ୍ଟୁ ନନ୍ଦ ଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟେସନର ଆବଶ୍ୟକତା ରହିଛି ନଚେତ ତାଙ୍କ ଜୀଵନ ପ୍ରତି ବିପଦ ଆସିବ ବୋଲି ଡାକ୍ତର କହିଛନ୍ତି |

Leave A Reply

Your email address will not be published.