ଦେଖନ୍ତୁ ଦୃଘଟଣାର ଛାତିଥରା ଭିଡ଼ିଓ :ଏମିତି ବି ଆସେ ମୃତ୍ୟୁ ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି। ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ବାଇକ ଚାଳକଙ୍କ ଅସାବଧାନତା ଯୋଗୁଁ ଜୀବନ ଯିବାର ସମ୍ଭାବନା ଥିବା କଥା କୁହାଯାଉଛି।

ତେବେ ଭିଡିଓ ଟି ସିସିଟିଭି ରେ କୋଏଦ୍ ହୋଇଥିବାର ଦେଖିବାକୁ ମିଳିଛି ।ତେବେ ଆପଣ ମାନେ ସମସ୍ତେ ଦେଖିଥିବେ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ଆସେ ଯାହାକୁ ଦେଖିଲେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ ଏମିତି କିଛି ଘଟିବ ବୋଲି।


ତେବେ ଏହି ସବୁ କିଛି କିଛି ଘଟଣା ସିସିଟିଭି କ୍ୟାମେରା ରେ କୋଏଦ ହେବା ପରେ ଘଟଣା ଟି ସାମ୍ନାକୁ ଆସିଥାଏ। ଆଉ ଯାହାଫଳରେ ସମସ୍ତେ ଜାଣିବାକୁ ପାଇଥାନ୍ତି।ତେବେ ବେଳେବେଳେ ଆପଣ ମାନେ ବିଭିନ୍ନ ପ୍ରକାରର ଦୁର୍ଘଟଣା ବିଷୟରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ।

ତେବେ ରାସ୍ତାରେ ଚାଲିବା ହେଉ ବା ଗାଡ଼ି ନେଇ ଯେତେବେଳେ ବାହାରକୁ ବାହାରିଥାଉ ସେତେବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ନଚେତ ଦୁର୍ଘଟଣା ଘଟି ଜୀବନ ଯିବାର ସମ୍ଭାବନା ରହିଛି। ଏମିତି ସବୁ ଦୁର୍ଘଟଣା କୁ ନେଇ ଭାରତ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେବା ସହିତ ଟ୍ରାଫିକ୍ ନିୟମ କୁ କଡ଼ା କରିଛନ୍ତି।

ଆଉ ଯଦି କେହି ବ୍ୟକ୍ତି ଏହି ଟ୍ରାଫିକ୍ ନିୟମ କୁ ଉଲଘଂନ କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆମେ ବେଳେ ବେଳେ ଦେଖିଥାଉ ହେଲମେଟ୍ ପିନ୍ଧିକି ମଧ୍ୟ ଦୁର୍ଘଟଣା ର ଶିକାର ହେଇଛନ୍ତି ଲୋକେ। ଆଉ ବର୍ତ୍ତମାନ ସେହି ଭଳି ଏକ ଘଟଣା ଟି ଘଟି ଥିବାର ଦେଖିବାକୁ ମିଳିଛି ।

 

ଆଉ ଯେଉଁଠି କୁହାଯାଉଛି କି ଲୋକ ଜଣଙ୍କ ବାଇକ କୁ ଧରିକି ରାସ୍ତା ମଝିକୁ ହଠାତ ବାହାରି ପଡିଥିଲେ ରାସ୍ତା ର ଉଭୟ ପଟକୁ ନ ଚାହିଁ । ଆଉ ଯାହା ଫଳରେ ପଛରେ ଆସୁଥିବା ଗୋଟିଏ ବାଇକ ଵାଲା ସେହି ବ୍ୟକ୍ତି ଜଣଙ୍କ ସହିତ ଧକ୍କା ହୋଇଥିଲା ଆଉ ବାଇକ ଚାଳକ ଜଣଙ୍କ ତଳେ ପଡ଼ି ଯାଇଥିଲେ । ଆଉ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.