VIRAL VIDEO : ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 86 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳିଥାଏ। ଆଜିକାଲି କିଛି ଲୋକ ମାନଙ୍କ ନିକଟରେ ମାନବିକତା ପଣିଆ ରହିଛି। ଯେଉଁ ଲୋକ ମାନେ ଅସୁବିଧାରେ ପଡି ଥାଆନ୍ତି, ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଧାଇଁ ଯାଇ ଥାଆନ୍ତି। ସେମାନେ କେବେ ହେଲେ କାହାରି ଦୁଃଖ କଷ୍ଟ ଦେଖି ସହି ପାରନ୍ତି ନାହିଁ, ସେଥିପାଇଁ ସେମାନେ ସବୁବେଳ ପାଇଁ ପର ଉପକାରୀ ହୋଇ ଥାଆନ୍ତି। ତେବେ ନିକଟରେ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

 

ସୋସିଆଲ ମିଡ଼ିଆ ବର୍ତ୍ତମାନ ର ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ।ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଫୋଟ ଓ ଭିଡ଼ିଓ ଆପଣ ଦେଖିବା କୁ ପାଇଥାଉ ତା ମଧ୍ୟ ରୁ କେତେକ ଭିଡ଼ିଓ ଶିକ୍ଷଣୀୟ ହୋଇଥାଏ ତ ଆଉ କେତେକ ଭିଡ଼ିଓ ହାସ୍ୟାସ୍ପଦ ହୋଇଥାଏ ତ ପୁଣୀ କେବେ ଏହିଭଳି ହୃଦୟ ଜିତିବା ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ତାହାକୁ ଦେଖିଲେ ଆମ ମୁଁହ ରେ ଗୋଟିଏ କଥା ବାହାରି ଥାଏ କି ଏବେ ବି ଆମ ସଂସାର ରେ ମାନବିକତା ବଞ୍ଚି ରହିଛି।

 

ତେବେ ଆମେ ଆଜି ଆପଣ ଙ୍କୁ ଏହି ଭଳି ଏକ ମାନବିକତା ର ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଅତ୍ୟନ୍ତ ଆନନ୍ଦିତ ହେବା ସହ ସେହି ବ୍ୟକ୍ତି ଙ୍କୁ ପ୍ରଶଂସା କରିବେ ନିଶ୍ଚିତ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ। ବନ୍ଧୁଗଣ ଘଟଣା ଟି ଏକ ରାସ୍ତା କଡର ଅଟେ , ଯାହାକି ସେଠାରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା। ଏହି ଭିଡ଼ିଓ ଟି ରେକର୍ଡ ହୋଇନଥିଲେ ଆପଣ ମଧ୍ୟ ବିଶ୍ୱାସ କରିପାରି ନଥାନ୍ତେ l

ଏହି କଳିଯୁଗରେ ଅଧିକାଂଶ ମଣିଷ ବିନା ସ୍ଵାର୍ଥରେ ନା କାହାର ସାହାର୍ଯ୍ୟ କରନ୍ତି ନା କୌଣସି କାମ । ସମସ୍ତ କ୍ଷେତ୍ରରେ ମଣିଷର ସ୍ଵାର୍ଥ ରହିଥାଏ । ବେଳେବେଳେ ଏମିତି ଲାଗେ ଦୁନିଆରେ ମାନବିକତା ଆଉ ନାହିଁ । ହେଲେ ଆଜି ଆମେ ଆପଣ ମାନଙ୍କର ଏହି ଧାରଣାକୁ ଭୁଲ ପ୍ରମାଣିତ କରିଦେବୁ । ଦୁନିଆରେ ଏବେ ବି କିଛି ଲୋକ ଅଛନ୍ତି ଯେଉଁ ମାନେ ମାନବିକତାକୁ ବଞ୍ଚେଇ ରଖିଛନ୍ତି ।ଏହି ସବୁ ବ୍ୟକ୍ତିଙ୍କର ମାନବିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

 

ମିଳିଥିବା ସୂଚନା ଅନୁଯାୟୀ ବାରଣାସୀ ଛେତ୍ରଗଞ୍ଜ ଅନ୍ତର୍ଗତ ବାଗ ବାରିୟାର ସିଂହ ନାମକ ଏକ କଲୋନୀ ରେ ଜଣେ ଅଜଣା ଶ୍ରମିକ ବେହସ ହେଇ ରାସ୍ତାରେ ପୋଡ଼ିଯାଇଥିଲେ | ଏହାକୁ ଦେଖି ସ୍ଥାନୀୟ ଲୋକେ ଯୁବକ ଜଣଙ୍କ ମରିଯାଇଛି ବୋଲି ଭାବି ପୋଲିସ କୁ ଖବର ଦେଇଥିଲେ ତାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କର ଏହିପରି ଅବସ୍ଥା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ।

ଆଉ ଶେଷରେ ପୋଲିସ ଜଣଙ୍କ କୌଣସି ଉପାୟ ନ ପାଇ ଯୁବକ ଜଣକର ମୁହଁକୁ ନିଜ ମୁହଁ ସହିତ ଲଗାଇ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ର ଦେଖା ଯାଇଛି | ତେବେ ଏହା ପରେ ଗୁରୁତର ଅବସ୍ଥା ରେ ଥିବା ଯୁବକ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି କି ଖରାପ ଅଛି ଜଣା ପଡିନାହିଁ ବୋଲି କୁହାଯାଇଛି |

Leave A Reply

Your email address will not be published.