ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ବେଳେ ବେଳେ ଏମିତି ହୋଇ ଥାଏ କି ନିଜ ଅଜାଣତରେ ମଧ୍ୟ ସୁନ୍ଦର ସୁନ୍ଦର ଭିଡ଼ିଓ ଭାଇରାଲ ହୋଇ ଯାଇଥାଏ ଆଉ ଏହାକୁ ଦେଖିଲେ ଖୁବ ଖୁସି ମଧ୍ୟ ଅନୁଭବ ହୋଇ ଥାଏ |
ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି | ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଏକ ମହିଳା ରୋଷେଇ ଘରେ ଗୀତ ବଜେଇ ସୁନ୍ଦର ଡ୍ୟାନ୍ସ କରି ଦେଖାଇଛନ୍ତି |
ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ ଗୀତର ତାଳେ ତାଳେ ମହିଳା ଜଣଙ୍କ ବେସ ସୁନ୍ଦର ଭାବରେ ଡ୍ୟାନ୍ସ କରି ଦେଖାଉଛନ୍ତି | ଏହି ମହିଳା ଜଣଙ୍କ ରୋଷେଇ ଘରେ କାମ କରୁ ଥିବା ବେଳେ ହଠାତ ଏକ ଗୀତ ରେ ନାଚିବା ପାଇଁ ଆରମ୍ଭ କରି ଥିଲେ | ଆଉ ଅଣ୍ଟା ହଲାଇ ଏତେ ସୁନ୍ଦର ଭାବରେ ଡ୍ୟାନ୍ସ କରୁ ଥିଲେ କି ଆପଣ ଆଖି ମଧ୍ୟ ଫେରାଇ ନେଇ ପାରିବେ ନାହିଁ |
ଏହି ଭିଡ଼ିଓ କୁ ଦେଖିଲେ ଆପଣ ନିଜେ ଜାଣି ପାରିବେ କି ମହିଳା ଜଣଙ୍କ କିପରି ନିଜ କାମକୁ ଏନଜୟ କରି କରି ସବୁ କାମକୁ ବେସ ସୁନ୍ଦର ଭାବରେ ଡ୍ୟାନ୍ସ କରି ଦେଖାଉଛନ୍ତି | ଏଭଳି ଏକ ସୁନ୍ଦର ଦୃଶ୍ୟ କୁ କେହି ଜଣେ ନିଜ ମୋବାଇଲ ରେ ରେକର୍ଡ କରି ଥିଲେ ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ଦେଖି ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |