ବଡ ଖବର ! ଦିଲ୍ଲୀରୁ ହାଇଦ୍ରାବାଦ୍ ଯିବା ପରେ ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଦେଖିଲେ ଆପଣ ବି କାନ୍ଦିପକାଇବେ…ଭଲକରି ଦେଖନ୍ତୁ ଏହି ଦୃଶ୍ୟ….

ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ଯେ ଅଭିନେତା ପିଣ୍ଟୁ ନନ୍ଦ କିପରି ଭାବରେ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ଅଛନ୍ତି ଯାହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି | ଆଉ ତାଙ୍କର ଆରୋଗ୍ୟ ପାଇଁ ଅନେକ ଦର୍ଶକ ଭଗବାନ ଙ୍କ ନିକଟରେ କାମନା ମଧ୍ୟ କରିଛନ୍ତି | ଏଭଳି ସମୟରେ ତାଙ୍କର ଏକ ନୂଆ ଫଟୋ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଦୁଃଖ ଅନୁଭବ କରିବେ |

ଲିଭର ସିରାଶିଷ ଜନିତ ରୋଗ ରେ ଅକ୍ଲାନ୍ତ ଅଛନ୍ତି ପିଣ୍ଟୁ ନନ୍ଦ ଆଉ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସିତ କରାଯାଉ ଥିଲା କିନ୍ତୁ ତାଙ୍କର ଲିଭର ଟ୍ରାନ୍ସ ପ୍ଲାଣ୍ଟ ପାଇଁକି ଦିଲ୍ଲୀ କୁ ନିଆଯାଇଥିଲା ବୋଲି କୁହାଯାଉଛି | ଆଉ ସେଠାରେ ତାଙ୍କର ନୂଆ ଲିଭର ଲଗାଯିବ ବୋଲି ମଧ୍ୟ କୁହାଯାଉଥିବା ବେଳେ ଟଙ୍କା ର ଯୋଗାଡ଼ ମଧ୍ୟ ହୋଇ ସାରିଥିଲା ତାହା ସହିତ କୁହାଯାଉଛି କି ଟଙ୍କା ଡନର ମଧ୍ୟ ଖୋଜା ଯାଉଥିଲା ଆଉ ଚିକିତ୍ସା କରିବା ପାଇଁ ବେସରକାରୀ ହସ୍ପିଟାଲ କୁ ମଧ୍ୟ ନିଆଯାଇଥିଲା |


କିନ୍ତୁ ଏବେ ଦିଲ୍ଲୀ ରେ ତାଙ୍କର ଚିକିତ୍ସା ହୋଇ ପାରିବ ନାହିଁ କାରଣ ତାଙ୍କ ଚିକିତ୍ସା ପାଇଁ ଯେଉଁ ଅତ୍ୟାଧୁନିକ ଯନ୍ତ୍ରପାତି ଦରକାର ଯାହାକି ଦିଲ୍ଲୀ ହସ୍ପିଟାଲ ରେ ରହି ନାହିଁ ତେଣୁ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ହସ୍ପିଟାଲ କୁ ସ୍ଥାନାନ୍ତରିତ କରା ଯାଇଛି |

ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକି ପିଣ୍ଟୁ ନନ୍ଦ ହାଇଦ୍ରାବାଦ ହସ୍ପିଟାଲ ର ବେଡ଼ ରେ ଥିବାର ଏକ ଫଟୋ ଦେଖା ଯାଇଛି | ଯାହାକି ତାଙ୍କର ଏଭଳି ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିବ | ତେବେ ହସ୍ପିଟାଲ ରେ ଥିବାରୁ ତାଙ୍କର ଚୁଟି ମଧ୍ୟ ସେ ପୁରା କାଟି ଦେଇଛନ୍ତି ଆଉ ଫଟୋ ଟିରୁ ହିଁ ଜଣା ପଡ଼ୁଛି କି ସେ କେତେ କଷ୍ଟ ରେ ଅଛନ୍ତି |

 

ଏହା ସହିତ ପୁଣି ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଯେଉଁ ଅର୍ଥ ଯୋଗାଡ଼ ଚାଲି ଥିଲା ତାହା ମଧ୍ୟ ଚିକିତ୍ସା ଖର୍ଚ୍ଚ ରେ ଧୀରେ ଧୀରେ ସରିବାକୁ ବସିଲାଣି | କିନ୍ତୁ ଏପର୍ଯ୍ୟନ୍ତ ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ରେ କିଛି ବି ସୁଧାର ଆସି ନାହିଁ ଅର୍ଥାତ 80 ଭାଗ ତାଙ୍କ ଲିଭର ଖରାପ ହୋଇ ସାରିଲାଣି |

ଅପର ପକ୍ଷରେ ଏବେ ପର୍ଯ୍ୟନ୍ତ ଲିଭର ମଧ୍ୟ ଡୋନେଟ କରିବା ପାଇଁ ଲିଭର ଡନର ମଧ୍ୟ ମିଳି ପାରି ନାହାଁନ୍ତି | ଯଥା ଶୀଘ୍ର ପିଣ୍ଟୁ ନନ୍ଦ ଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟେସନର ଆବଶ୍ୟକତା ରହିଛି ନଚେତ ତାଙ୍କ ଜୀଵନ ପ୍ରତି ବିପଦ ଆସିବ ବୋଲି ଡାକ୍ତର କହିଛନ୍ତି | ତେବେ ଆମେ କେବଳ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା କରିବା କି ଖୁବ ଶୀଘ୍ର ପିଣ୍ଟୁ ନନ୍ଦ ଙ୍କର ଦେହ ସୁସ୍ଥ ହୋଇ ଯାଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.