ଦେଖନ୍ତୁ live ଭିଡ଼ିଓ -ଶେଷରେ ରୂପା ପିଣ୍ଟୁ live ଆସି କହିଲେ ଏହି ଦୁଃଖଭରା କଥା କହିଲେ ଆମର ଶେଷ Vlog/ଏମିତି କାହିଁକି କହିଲେ ଶୁଣନ୍ତୁ….
ସୋସିଆଲ ମିଡ଼ିଆ ରେ ନମ୍ବର ୱାନ ଯୋଡ଼ି ଭାବରେ ପରିଚିତ ବ୍ଲଗର ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଏବେ ସମସ୍ତଙ୍କ ଭଲ ପାଇବା ହାସଲ କରି ପାରିଛନ୍ତି | ତେବେ ରୂପା ଓ ପିଣ୍ଟୁ ଙ୍କର ଭିଡ଼ିଓ କୁ ଦେଖି ଦର୍ଶକ କମେଣ୍ଟ କରି ଅନେକ ପ୍ରଶ୍ନ ମଧ୍ୟ ପଚାରି ଥାଆନ୍ତି ଆଉ ଆଜି ଏକ ଭିଡ଼ିଓ ମାଧ୍ୟମ ରେ ରୂପା ଓ ପିଣ୍ଟୁ ଦର୍ଶକ ମାନଙ୍କର ଉତ୍ତର ଦେଇ ଏକ ଭିଡ଼ିଓ ଉପଲୋଡ କରିଛନ୍ତି |
ତେବେ ପିଣ୍ଟୁ ଙ୍କର ଏକ ଭଉଣୀ ସୁନା ଅଛନ୍ତି ଆଉ ତାଙ୍କ ଘରକୁ ପିଣ୍ଟୁ କଣ ପାଇଁ ଯାଆନ୍ତି ନାହିଁ ଅନେକ ଲୋକ ପ୍ରଶ୍ନ କରିଛନ୍ତି ଆଉ ଯାହାର ଉତ୍ତର ଆଜି ପିଣ୍ଟୁ ଦେଇଛନ୍ତି | ପିଣ୍ଟୁ କହିଛନ୍ତି କି ଆମ ଭାଇ ଭଉଣୀ ଙ୍କ ଭିତରେ ସେମିତି କିଛି ପାରିବାରିକ କଳହ ହୋଇଛି ତେଣୁ ମୁଁ ଯାଉ ନାହିଁ କିନ୍ତୁ ସମସ୍ତେ କହୁଛନ୍ତି କି ସେ ଗରିବ ବୋଲି ମୁଁ ତାଙ୍କ ଘରକୁ ଯାଉ ନାହିଁ ଏଇଟା ସମ୍ପୂର୍ଣ୍ଣ ଭୁଲ ଅଟେ |
ଆପଣ ମତେ ଆଜି ପର୍ଯ୍ୟନ୍ତ ବି ଚିହ୍ନି ପାରିଲେ ନାହିଁ କାରଣ ମୁଁ ଏମିତି ଗୋଟେ ପିଲା ମତେ ଯେଉଁଠି ବସେଇ ଦେଲେ ବି ମୁଁ ଖାଇ ଦେବି ଆଉ କାହାର ଦୁଃଖ ମୁଁ ଦେଖି ପାରେ ନାହିଁ | ତାପରେ ପରେ ମୋ ଭଉଣୀ ସୁନା ବି ବ୍ଲଗ କରିବା ଆରମ୍ଭ କଲା ଯାହାକୁ ଲୋକେ ଦେଖି ମତେ ଦୁନିଆଁ କଥା କହିଛନ୍ତି |
କିଏ କହିଲା ହଁ ତମେ ଘରେ ତ ଭିଡ଼ିଓ ବନାଉଛନ୍ତି ଆମେ ଦେଖିବାକୁ ବସିଛୁ ଆଉ ଆଉ କିଏ ତମର ତ ପାଲା ଚାଲିଛି ଏମିତି ଅନେକ କଥା ମୁଁ ଲୋକ ମାନଙ୍କ ଠୁ ଶୁଣିବା ପାଇଁ ପାଇଲି | ଏହାପରେ ପିଣ୍ଟୁ କହିଛନ୍ତି କି ଏହି ଜାଗାରେ ଆଜି ପହଞ୍ଚିବା ପାଇଁ ମୁଁ କେତେ ଷ୍ଟ୍ରଗଲ କରିଛି ସେଇଟା କୁ ହିଁ ଜାଣିଛି | ପ୍ରଥମେ ପ୍ରଥମେ ମୁଁ ଯେତେବେଳେ ଟିକଟକ କରୁଥିଲି ସେତେବେଳେ ବି ବହୁତ କଥା ଶୁଣି ଥିଲି ଏମିତି କି ମୋ ବୋଉ ମୋ ପାଇଁ ବାଟରେ ଚାଲି ପାରୁ ନଥିଲା ତାକୁ ବି ବହୁତ କଥା ଶୁଣିବା ପାଇଁ ପଡ଼ିଛି |
ତାପରେ ମୁଁ ମୋ ଭଉଣୀ କୁ ବ୍ଲଗ କରିବା ପାଇଁ ମନା କରିଥିଲି ଆଉ ଯାହା ଦ୍ୱାରା କିଛି କଲହ ହୋଇ ଥିଲ ତେଣୁ କରି ମୁଁ ଯାଉ ନାହିଁ | ଆପଣ ମାନେ କହୁଛନ୍ତି କି ମୋର ପଇସା ହେଇ ଗଲା ଗର୍ବ ହୋଇ ଗଲା ସେଥିପାଇଁ ମୁଁ କାହା ସହ ମିଶୁନି କିନ୍ତୁ ମୋ ସହିତ ଓଲଟା ହୋଇଛି |
ସମସ୍ତେ ମୋ ପରିଚୟ ରେ ଆଗକୁ ଆସି ଥିଲେ ସେ ସୁନା ହେଉ କି, ପ୍ରୟାସ, ହାପି, ପ୍ରଶାନ୍ତ ସମସ୍ତେ ମୋ ପରିଚୟ ରେ ସାମ୍ନା କୁ ଆସି ଥିଲେ ଆଉ ମୁଁ ଏତେ ଆଗକୁ ଯାଉଛି ବୋଲି ସେମାନେ ସହି ପାରିଲେ ନାହିଁ ତେଣୁ ସେମାନେ ମୋ ଠୁ ଦୂରେଇ ଗଲେ ବୋଲି ପିଣ୍ଟୁ କହିଛନ୍ତି | ଯେଉଁ ମାନଙ୍କର ପରିଚୟ ମୁଁ କରେଇ ଥିଲି ଆଜି ସେମାନଙ୍କ ଉତ୍ତର ମୁଁ ଆଜି ଦେଉଛୁ ତେଣୁ ମୁଁ ପଛେ ବ୍ଲଗ ବନ୍ଦ କରି ଦେବି ଏମିତି ଆଉ ସାମ୍ନା କରି ପାରିବି ନାହିଁ ବୋଲି ପିଣ୍ଟୁ ଭିଡ଼ିଓ ମାଧ୍ୟମ ରେ କହି ନିଜେ ସେହି ଭିଡ଼ିଓ ଟିକୁ ନିଜ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।