କେମିତି ହୋଇଥିଲା ଜୟ ଶ୍ରୀକିଷ୍ଣା ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ.

ଆମ ସମସ୍ତ ଙ୍କୁ ସିନେମା ଦେଖିବା କୁ ବହୁତ ଭଲ ଲାଗେ ।କିନ୍ତୁ କାହା କାହାକୁ ରୋମାଣ୍ଟିକ ତଥା ଇମୋସ୍ନାଲ ସିନେମା ଦେଖିବା କୁ ପସନ୍ଦ ଥାଏ ତ ପୁଣି କାହାକୁ ଫାଇଟିଂ ସିନେମା ଆଉ କେହି କେହି ଏହିପରି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଆଡ଼ଭେଞ୍ଚର ଫିଲ୍ମ ଦେଖିବା କୁ ଭଲ ଲାଗେ। ତେବେ ଲୋକମାନ ଙ୍କୁ ଫିଲ୍ମ ରେ ସନ୍ତୁଷ୍ଟ କରିବା ଲାଗି ସିନେମା ରେ ଭିନ୍ନ ଭିନ୍ନ ପଶୁପକ୍ଷୀ ଙ୍କର ମଧ୍ୟ ବ୍ୟବହାର କରାଯାଇ ଥାଏ। ଆଉ ଯେଉଁ ସିନେମା ରେ ପଶୁପକ୍ଷୀ ଥାଆନ୍ତି ତାହା ଲୋକଙ୍କୁ ବହୁତ ଆକୃଷ୍ଟ କରିଥାଏ।

ସୋସିଆଲ ମିଡିଆରେ ଆପଣ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ତେବେ ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ |

 

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |


ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ | ହଁ ଆଜ୍ଞା ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଫ୍ଲିମ ସୁଟ ର କିଛି ଦୃଶ୍ୟ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ସବୁଠାରେ ସେହି ବିଷୟରେ ଚର୍ଚ୍ଚା ଜରଧରିଛି ବୋଲି ଜଣା ପଡିଛି |

ତେବେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଟିଭି ପରଦା ରେ ଯାହା ଆମକୁ ସମ୍ପୂର୍ଣ୍ଣ ସତ ବୋଲି ଲାଗିଥାଏ, ପ୍ରକୃତ ରେ ତାହା ସେମିତି ସତ ନୁହେଁ |ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆଜି ଦେଖୁଛୁ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ |

ତେବେ ଆମେ ସାଧାରଣତଃ ଟିଭି ପରଦା ଦେଖୁଥିବା କିଛି ଏମିତି ଦୃଶ୍ୟ ଯାହା ଆମ ଆଖି କୁ ଚକିତ କରିଥାଏ ତାହା ସତରେ ପ୍ରକୃତ ନୁହେଁ |ତେବେ ସୂଚନା ଅନୁଯାୟୀ ଏକ ଫିଲ୍ମ ସୁଟ ସମୟର ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ଦେଖାଯାଇଛି ଯେ ଆପଣମାନେ ସମସ୍ତେ ବାଳକୃଷ୍ଣ ପୌରାଣିକ କିମ୍ବଦନ୍ତୀ ଦେଖିଥିବେ ଆଉ ସେଥିରେ ଛୋଟ କୃଷ୍ଣ କିପରି ଭାବରେ କାଳିଆ ନାଗ ଉପରେ ନାଚୁଥିଲେ ଏବଂ ତାହାର ସୁଟିଂ କେମିତି ହୋଇଥିଲା,

କୃଷ୍ଣଚରିତ୍ରରେ ଅଭିନୟ କରିଥିବା ଛୋଟ ପିଲାଟିକୁ ଏଥିପାଇଁ କେତେ ପରିଶ୍ରମ କରିବାକୁ ପଡିଥିଲା ତାହା ଏହି ଭିଡ଼ିଓ ଦେଖିଲେ ଆପଣ ନିଶ୍ଚିତ ଭାବରେ ଜାଣି ପାରିବେ । ତେବେ ଏହା ଆଜି କାଲି ର ଡିଜିଟାଲ କ୍ୟାମେରା ଦ୍ୱାରା ସମ୍ଭବ ହେଇପାରୁଛି ବୋଲି କୁହାଯାଇଛି | ଆଉ ଯାହା ଦର୍ଶକ ଙ୍କ ମନକୁ ବେଶ ଆକୃଷ୍ଟ କରେଇଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.