ଓଡ଼ିଆ ହିରୋଇନ Lipi Mohapatra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି।ଆପଣ ତ ଜାଣିଛନ୍ତି ଏମିତି ରେ ବି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ରହିଥାଏ କାରଣ ଏମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର।ଉଭୟ ଛୋଟ ଓ ବଡ଼ ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ସେମାନଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥାଏ।

ଆପଣ ତ ଜାଣିଛନ୍ତି ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କ ର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ କିପରି ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି। ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ପ୍ରେମ କାହାଣୀ ହେଉ କି ଅଭିନୟ କିମ୍ବା ସୁନ୍ଦରତା କି ଘରୋଇ କାର୍ଯ୍ୟ କଲାପ ର କଥା ହେଉ।

 

ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ।ସେହିଭଳି ଆମେ ଆଜି ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ରଙ୍କ ବିଷୟରେ କହୁଛୁ ଯିଏକି ଓଡ଼ିଆ ଫିଲ୍ମ୍ ଏବଂ ଶିରିଏଲ୍ ଇଣ୍ଡଷ୍ଟ୍ରି ରେ ଜଣେ ନାମୀଦାମୀ କଳାକାର ଅଟନ୍ତି।

 

 


ତେବେ ଆପଣ ମାନେ ସମସ୍ତେ ଅଲିଉଡ ଜଗତରେ ନିଜର ର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ଆପଣ ମାନଙ୍କର ସମସ୍ତଙ୍କର ପ୍ରିୟ କଳାକାର ଅଭିନେତ୍ରୀ ଲିପି ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଅନେକ ଫ୍ଲିମ ସାଙ୍ଗକୁ ଅନେକ ସିରିଏଲ, ଆଲବମ ତାହା ସହିତ ବିଭିନ୍ନ ଆୱାର୍ଡ ଶୋ ରେ ହଷ୍ଟ କରିବା କଥା ଆପଣ ମାନେ ଦେଖିବାକୁ ପାଉଥିବେ | ତାହା ସହିତ ତାଙ୍କର ଗୋଟିଏ ଶୋ ଦିଦି ନମ୍ବର 1 ରେ ମଧ୍ୟ କାମ ହଷ୍ଟ ଭାବରେ ଥିବାର ଦେଖିବାକୁ ପାଇଥିବେ ଲିପି ଙ୍କୁ |

 

 

ଏହାଛଡା ଅନେକ ଧାରାବାହିକ ରେ ମଧ୍ୟ ସେ ସୁନ୍ଦର୍ ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି।ତାଙ୍କର ଅଭିନୟ ନିଛକ ଭଳି ଲାଗିଥାଏ।ସେ ସବୁବେଳେ ନିଜ ଚରିତ୍ରରେ ହଜି ଯିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦର୍ଶକ ମାନଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ଅନେକ ସମୟରେ ସେ ବିଭିନ୍ନ ପ୍ରକାର ଭିଡିଓ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରିଥାନ୍ତି।

ତେବେ 1993 ମସିହାରେ ସେ ପ୍ରଥମେ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ଆଉ ଅନେକ ଏଲବମ ରେ ମଧ୍ୟ ସେ ଅଭିନୟ କରିଛନ୍ତି | ଯାହାଙ୍କ ଆଲବମ କୁଇନ ମଧ୍ୟ କୁହାଯାଏ |” ମୁଁ ବିନା ଘୁଙ୍ଗୁର ରେ ନାଚିବି ” ହେଉଛି ତାଙ୍କର ପ୍ରଥମ ଆଲବମ ତାହା ପରେ ସେ ଯାଇଫୁଲ ଆଲବମ କରି ପୁପିନ୍ଦର ଙ୍କ ସହିତ ଫେମସ ହୋଇଥିଲେ । ଏହାପରେ ସେ ଅନନ୍ୟା ସିରିଏଲ ରେ ଅଭିନୟ କରିବା ସହିତ ” ଓମ ଶାନ୍ତି ଓମ ” ଫ୍ଲିମ କରି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ ।

Leave A Reply

Your email address will not be published.