Live ଭିଜୁଆଲ !CCTV ରେ ରେକର୍ଡ଼ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି। କେତେବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେବେଳେ ଏ ସବୁକୁ ଲୋକେ ଜାଣି ଶୁଣି ଖରାପ ଦୃଷ୍ଟି ରେ ଦେଖୁଛନ୍ତି। ଆଉ ସୋସିଆଲ ମିଡ଼ିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବା ପାଇଁ ପାଉଥିବେ। ଏଥି ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସୁଥିବା ବେଳେ ଆଉ କେତେକ ଭିଡିଓ କୁ ଦର୍ଶକ ମାନେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି।

ଠିକ୍ ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣମାନେ ଥରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ସାଧାରଣତଃ ବହୁତ ପ୍ରେତ କୁ ଅନ୍ଧବିଶ୍ୱାସ ମାନିଥାଉ। ଆଉ ଏସବୁ ମିଛ କହି ଏଡ଼ାଉ ଦେଉ।


କିନ୍ତୁ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ବୁଝିପାରିବେ ନାହିଁ। ଆଉ ଏହି ଘଟଣାକୁ ଦେଖିବା ପରେ ସମସ୍ତେ ଭାବିଛନ୍ତି ପ୍ରେତ ଅଛି। ଆପଣମାନେ ଭୂତ ପ୍ରେତ କୁ ବହୁତ କଥା ବା ଭିଡିଓ ଦେଖିଥିବେ।

କିନ୍ତୁ ଏହି ଭିଡିଓ ଟି କିଛି ଅଲଗା ପ୍ରକାରର ଦେଖିବାକୁ ମିଳିଛି। ତେବେ ଗୋଟିଏ ସ୍କୁଲରେ ସମସ୍ତ ପିଲା ଭିତରେ ବସିଥିବା ପିଲାଟି କିଛି ଏମିତି ବ୍ୟବହାର କରୁଛି ଯାହାକୁ ଦେଖି ପୁରା ସ୍କୁଲ ଭୟଭୀତ। ତେବେ ଏହି ଘଟଣା ଦେଖିବାକୁ ମିଳିଥିଲା ଉତ୍ତରାଖଣ୍ଡ ର ବାଗେଶ୍ୱର ଜିଲ୍ଲାରେ, ଯେଉଁଠାରେ ରାୟଖୋଲି ଅଞ୍ଚଳରେ ଥିବା ଏକ ସରକାରି ସ୍କୁଲରେ ଅଚାନକ ଜଣେ ଛାତ୍ରୀ ଅଚାନକ ବହୁତ ବହୁତ ଜୋରରେ ପାଟି କରି ମୁଣ୍ଡ ବୁଲେଇ ପଡିଯାଇଥିଲା ।


ଆଉ ଏହାକୁ ଦେଖି ସମସ୍ତେ କିଛି ବୁଝି ପାରି ନଥିଲେ, ତେବେ ପରେ ପିଲାଟିକୁ ଶିକ୍ଷକ ମାନେ ଠିକ ଅବସ୍ଥାକୁ ଆଣିବାକୁ ଖୁବ ଚେଷ୍ଟା କରିଥିଲେ ।କିନ୍ତୁ ପିଲାଟିର ଏହି ବ୍ୟବହାର ନୂଆ ନଥିଲା ଏହା ଆଗରୁ ବି ଥରେ ଦୁଇ ଥର ଏମିତି କିଛି ଅଚାନକ ହେବାର ଶିକ୍ଷକ ମାନେ କହିଛନ୍ତି ତେବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବିମଳାଦେବୀ କହିଛନ୍ତି କି ମଙ୍ଗବାର ଦିନ ବି ସେହି ଛାତ୍ରୀ ଅଦ୍ଭୁତ ବ୍ୟବହାର ଦେଖିବାକୁ ମିଳିଥିଲା ଆଉ ଗୁରୁବାର ଦିନ ପିଲାଟି ଆଜି ଜୋରରେ କାନ୍ଦିବାକୁ ଲାଗିଲା ଆଉପରେ ଖୁବ ଚିତ୍କାର କଲା ।ଆଉ ଶେଷରେ କାନ୍ଥରେ ମୁଣ୍ଡ ବାଡେଇବାକୁ ଆରମ୍ଭ କରି ଦେଲା, ସେତେବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁ ଚେଷ୍ଟା କଲେ ପିଲାକୁ ନିୟନ୍ତ୍ରଣ କରିବା ପାଇଁ କିନ୍ତୁ ଅସଫଳ ହେଲେ ।


ଶେଷରେ ଏହା ଦେଖି ଶିକ୍ଷକ ମାନେ ପିଲାଟିର ବାପାମାଆ ଙ୍କୁ ଡାକିଥିଲେ ଆଉ ସେମାନେ ପିଲାକୁ ନେଇ ଯାଇଥିଲେ ।ତେବେ ପିଲାଟିର ଏପରି ଅଚାନକ ବ୍ୟବହାର ଗୁଡିକ ଦେଖିଲା ପରେ ସମସ୍ତେ ଅନୁମାନ କରୁଛନ୍ତି କି ପିଲାଟି ହିଷ୍ଟ୍ରୀଆ ରୋଗରେ ବୋଧେ ପୀଡିତ ଅଛି ।ତେବେ ଏହି ରୋଗ ହେଲେ କହି ବି ମାନସିକ ସ୍ତରରେ ନିଜକୁ ଖୁବ ଅସନ୍ତୁଳନ ମନେ କରିଥାଏ ଓ ନିଜ ମନର ସ୍ଥିତି କୁ ସେ ଶାରୀରିକ ଭାବରେ ଦେଖଇବାରେ ଲାଗିଥାଏ ।ତେବେ ଏବେ ଯାଏ ପିଲାଟିର ରୋଗ ନିର୍ଣ୍ଣୟ ହେଇ ନଥିଲେ ବି ପିଲାଟି ସୁସ୍ଥ ଅଛି ।

Leave A Reply

Your email address will not be published.