ଦେଖନ୍ତୁ viral ଭିଡ଼ିଓ ପିଣ୍ଟୁ ନନ୍ଦଙ୍କୁ କାହିଁକି ହାଇଦ୍ରାବାଦ ରେ କରାଗଲା ନଣ୍ଡା ପୁରା video ଦେଖିବା ପରେ ଆପଣ କାନ୍ଦିପକାଇବେ….ଭାଈଙ୍କ ପାଇଁ ଗୋଟିଏ ପାର୍ଥନା ନିଶ୍ଚିତ

ଦିନକୁ ଦିନ ଅଧିକ ଗୁରୁତର ହେବାର ଲାଗିଛି ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟ ଅବସ୍ଥା।ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। କିଛି ଦିନ ଧରି ଭୁବନେଶ୍ବର କିମ୍‌ସ ରେ ଚିକିତ୍ସାଧୀନ ହେଉଥିବା ବେଳେ ତାଙ୍କର ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା।ଦିଲ୍ଲୀ ର ଏକ ବେସରକାରୀ ହସ୍ପିଟାଲ୍ ରେ ପିଣ୍ଟୁ ନନ୍ଦଙ୍କର ଚିକିତ୍ସା ଚାଲିଛି।

ଆଉ ଏବେ ଖବର ଆସୁଛି କି ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପାରୁ ନାହିଁ ଦିଲ୍ଲୀ ଏଥିପାଇଁ ଏବେ କୁଆଡେ଼ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ। ହଁ ଆଜ୍ଞା ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଙ୍କୁ ନେଇ ଏପରି ଏକ ବଡ ଖବର ସାମ୍ନା କୁ ଆସୁଛି।

ଆଉ ସବୁଠୁ ବଡ କଥା ହେଉଛି ଦିଲ୍ଲୀ ର ଏକ ବେସରକାରୀ ହସ୍ପିଟାଲ୍ ରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଛି। ଆଉ ଠିକ୍ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଛି। ଆଉ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ।

କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଡୋନର ମିଳି ନାହାଁନ୍ତି। ଏହା ସହ ଅପରେସନ ପାଇଁ ଯେତକ ଟଙ୍କା ଦରକାର୍ ତାହା ମଧ୍ୟ ପିଣ୍ଟୁ ଙ୍କ ପାଖରେ ନାହିଁ। ତେବେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ଠିକ୍ ସେତେ ବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।


ବର୍ତ୍ତମାନ ଏବେ ତାଙ୍କୁ ହାଇଦ୍ରାବାଦ ର ଯଶୋଦା ହସପିଟାଲରେ ଆଡମିଟ୍ କରାଯାଇଛି। ସେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି, ଆଉ ତାଙ୍କୁ ସେଠାରେ ନଣ୍ଡା କରାଯାଇଛି। ସେ ଦିଲ୍ଲୀର ଏକ ପ୍ରାଇଭେଟ ହସପିଟାଲରେ ଥିବା ସମୟରେ ସେଠାରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଜଣେ କେହି ଲିଭର ଡୋନେଟ୍ କରିଥାନ୍ତେ, କିନ୍ତୁ ଯକୃତ ଦେବା ସମୟରେ ପିଣ୍ଟୁ ନନ୍ଦଙ୍କୁ ଏହା ଅସୁବିଧା ହେଲା ଯେ, ପିଣ୍ଟୁ ନନ୍ଦଙ୍କ ବ୍ଲଡ୍ ଗ୍ରୁପ୍ ସହିତ ପରିବାରର କାହାର ବି ମ୍ୟାଚ କରିଲା ନାହିଁ। ଦିଲ୍ଲୀରେ ହସପିଟାଲରେ ଥିଲା କି କେବଳ ପରିବାର ଲୋକେ ଲିଭର ଡୋନେକ କରିପାରିବେ, ବାହାର ଲୋକେ ଦେଇପାରିବେ ନାହିଁ।

ସେଥିପାଇଁ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଥିଲା। ହାଇଦ୍ରାବାଦରେ ରେଜିଷ୍ଟ୍ରେସନ ହିସାବରେ ସମସ୍ତେ ଲିଭର ଡୋନେଟ୍ କରିପାରିବେ। ଆଉ ସବୁଠାରୁ ବଡ଼ କଥା ହେଉଛି, ଏପର୍ଯ୍ୟନ୍ତ ପିଣ୍ଟୁ ନନ୍ଦଙ୍କ ପାଖରେ ଅଧିକ ଅର୍ଥ ନାହିଁ। ସେଥିପାଇଁ ପରିବାର ଲୋକେ ସରକାର ସହିତ ଅନ୍ୟ ମାନଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।

Leave A Reply

Your email address will not be published.