ବିବାହ ପରେ ସବୁ ଝିଅ ମାନଙ୍କର ମା ହେବା ପାଇଁ ବହୁତ ଇଚ୍ଛା ରହିଥାଏ , ମା ହେବା ପରେ ଗୋଟିଏ ଝିଅର ଜୀବନ ସାର୍ଥକ ହୋଇଥାଏ । ଗୋଟିଏ ମା ସନ୍ତାନଟିଏ ଜନ୍ମ ଦେବା ପାଇଁ 9 ମାସ ଧରି ଅନେକ ପ୍ରକାର କଷ୍ଟ ସହି ଶିଶୁଟିକୁ ଜନ୍ମ ଦେଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ , ଶିଶୁଟିଏ ଘରକୁ ଆସିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଖୁସୀର ଲହୋରୀ ଖେଳିଯାଏ । ତେଣୁ ଆଜି ଆପଣକୁ ଉଭୟ ସ୍ୱାମୀ ସ୍ତ୍ରୀ କିପରି ସମ୍ପର୍କ ରଖିବା ଦ୍ଵାରା ଜଣେ ନାରୀ ଗର୍ଭବତୀ ହୋଇପାରେ ସେ ବିଷୟରେ ଜଣେଇବି।
ଶାରୀରିକ ସଂପର୍କ ରଖିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବିଶେଷଜ୍ଞ ମାନଙ୍କ ମତରେ ଶାରୀରିକ ସଂପର୍କ ରଖିବା ପରେ ପରିସ୍ରା କରିବାର ଆବଶ୍ୟକତା ରହିଛି। ଶାରୀରିକ ସଂପର୍କ ରଖିବା ପରେ ମହିଳା ମାନେ ପରିସ୍ରା କରିବା ଖୁବ୍ ଜରୁରୀ ଅଟେ। କାରଣ ମହିଳା ମାନଙ୍କର ମୂତ୍ରାଶୟ ଛୋଟ।ତେଣୁ ଏଠାରେ ବ୍ୟାକ୍ଟେରିଆ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ପୁରୁଷ ମାନଙ୍କ ସହିତ ସମ୍ବନ୍ଧ ରଖିବା ଅର୍ଥାତ୍ ଯୌନ ସଂପର୍କ ସ୍ଥାପନା କରିବା ସମୟରେ ମହିଳା ମାନଙ୍କ ପରିସ୍ରାରେ ରହୁଥିବା ଭୂତାଣୁ ଅତି ସହଜରେ ସେମାନଙ୍କ ପ୍ରାଇଭେଟ୍ ପାର୍ଟରେ ପ୍ରବେଶ କରି ଥାଆନ୍ତି।
ତେଣୁ ମହିଳା ମାନଙ୍କୁ ଶାରୀରିକ ସଂପର୍କ ରଖିବା ପରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। କାରଣ ଏହି ସମୟରେ ମୂତ୍ରନଳୀରେ ବ୍ୟାକ୍ଟେରିଆ ବ୍ୟାପି ଯାଇଥାଏ। ତେବେ ଶାରୀରିକ ସଂପର୍କ ରଖିବାର 30 ମିନିଟ ପରେ ମହିଳା ମାନଙ୍କୁ ପରିସ୍ରା କରି ଏହାକୁ ସଫା କରିବା ନିହାତି ଜରୁରୀ ଅଟେ। ଏମିତି କରିବା ଦ୍ୱାରା ୟୁରିନ୍ ଇନଫେକ୍ସନ ଭଳି ରୋଗରୁ ମୁକ୍ତ ପାଇ ପାରିବେ।
ଶାରୀରିକ ସଂପର୍କ ରଖିବା ପରେ ଯଦି ପରିସ୍ରାରେ ଜ୍ଵଳନ ଅନୁଭବ କରନ୍ତି ତେବେ ଏହାକୁ ପରିସ୍ରା ସଂକ୍ରମଣ ବୋଲି ମନେ କରନ୍ତୁ ନାହିଁ, ଏହି ସମସ୍ୟା ଦୁଇରୁ ତିନି ଦିନ ମଧ୍ୟରେ ଆପେ ଆପେ ଠିକ୍ ହୋଇ ଯାଇଥାଏ। କିନ୍ତୁ ଯଦି ଆପଣଙ୍କର ଦୀର୍ଘ ସମୟ ଧରି ପରିସ୍ରାରେ ଜ୍ୱଳନ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ ଅଟେ। ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍।
ବହୁ ମହିଳା ମାନଙ୍କରେ ସରଭାଇକାଲ ଲେଙ୍ଗେଥ ବହୁତ ଛୋଟ ରହିଥାଏ ତେଣୁ ତାଙ୍କର ସ୍ୱାମୀଙ୍କ ସ୍ପର୍ମ ଭିତରକୁ ଯାଇ ପାରେ ନାହିଁ, ତେଣୁ ମହିଳା ଜଣକ ଗର୍ଭବତୀ ହେବାରୁ ବଂଚିତ ହୋଇଥାଏ |ଏହା ସହିତ ଆପଣଙ୍କ ସ୍ୱାମୀଙ୍କ ସ୍ପର୍ମ ଆପଣଙ୍କ ଭିତରେ ଷ୍ଟୋର ହୋଇ ରହିବା ପାଇଁ କୌଣସି ସ୍ଥାନ ନଥାଏ, ଅଳ୍ପ ଗଲେ ମଧ୍ୟ ସେଥିରୁ ଗୋଟିଏ ଗଲେ ମଧ୍ୟ ତାହା ଭିତରକୁ ଯାଇ ଏଗ ସୃଷ୍ଟି କରିଥାଏ |ଏହା ସହିତ ଆପଣଙ୍କ ଆପଣ ରିଲେସନରେ ସଂଗେ ସଂଗେ ଯଦି ୱାଶ କରି ଦିଅନ୍ତି ତେବେ ମଧ୍ୟ ଏହି ସମସ୍ୟା ଦେଖାଯାଏ |
ତେବେ ଯଦି ମହିଳାଙ୍କ କ୍ଷେତ୍ରରେ ସରଭାଇକାଲ ପ୍ରୋବ୍ଲେମ ରହିଥାଏ ତାହେଲେ ଏହା ଏକ ନେଚୁରାଲ ପ୍ରୋବ୍ଲେମ ହୋଇଥାଏ, ଏହାର କୌଣସି ସମାଧାନ ରହିନଥାଏ |ଏହି ପ୍ରୋବ୍ଲେମ ରହିଥିଲେ ଆପଣ ଯେତେବେଳେ ନିଜ ସ୍ୱାମୀଙ୍କ ସହିତ ରେଲେସନରେ ରହୁଛନ୍ତି ତେବେ ଆପଣଙ୍କ ଗୋଡ଼ ପାଖରେ ତକିଆ ଦିଅନ୍ତୁ |ଯାହା ଦ୍ଵାରା ଆପଣଙ୍କ ସର୍ଭିସ ଟିକେ ହାଇଟ ହୋଇ ରହିବା ଏବଂ ସ୍ପର୍ମ ଏତେ ଶୀଘ୍ର ବାହାରକୁ ବାହାରି ଆସିବ ନାହିଁ |ଆପଣ ରିଲେସନ ରଖିବା ପରେ ମିନିମମ ଦଶରୁ ତିରିଶ ମିନିଟ ପ୍ରଯ୍ୟନ୍ତ ବିଛଣାରେ ସୁଈ ରହିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଦ୍ଵାରା ଆପଣଙ୍କ ସ୍ୱାମୀଙ୍କ ସ୍ପର୍ମ ଭିତର ପ୍ରଯ୍ୟନ୍ତ ପହଂଚି ପରିବ |