ଦେଖନ୍ତୁ EXCLUSIVE :ଭିଡିଓ – ବମ୍ବେରୁ ଝିଅ ଆଣି ଲଙ୍ଗୁଳୀ ନାଚ କଲେ ନବୀନ ପଟ୍ଟନାୟକ ହାଲିଆ ହେଇକି ଚାରି ଦିନ… ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ମିନତୀ ବହିଦାର

ତେବେ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ ମିନତୀ ବହିଦାର ମିଡ଼ିଆ ସାମ୍ନାରେ କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ସେ କହିଛନ୍ତି କି, ନବୀନ ପଟ୍ଟନାୟକ ଯେଉଁ କହୁଛି କି ସେ ନାରୀ କୁ ସମ୍ମାନ ଦେଉଛି ବୋଲି ଏହାକୁ ଶୁଣି ବହୁତ ଲୋକ ହସୁ ଥିବେ, କାରଣ ସେ ନାରୀ କୁ କଣ ସମ୍ମାନ ଦେଉଛନ୍ତି | ନାରୀ କୁ ସେ ଏମିତି ସମ୍ମାନ ଦେଉଛନ୍ତି ଏଇ ଯେଉଁ ବମ୍ବେ ରୁ ଆଣିକି ନଙ୍ଗୁଳି ନାଚ ଦେଖେଇଲେ ସେଇଟା ହେଉଛି ସେ ନାରୀ କୁ ସମ୍ମାନ ଦେଉଛନ୍ତି | ଟିକେ ଟିକେ କଥାରେ ବିଜେଡି ଵାଲା ବସିକି କଥା କହୁଛନ୍ତି ସେଇଟା ବି ନାରୀ କୁ ସେ ସମ୍ମାନ ଦେଉଛନ୍ତି |


ମମିତା ମେହେର ମରିଗଲା ସେଥିପାଇଁ କିଛି ନାହିଁ ଆଉ ଯେଉଁ ବିଜେପି କଲେଜ ରେ ଗୋଟେ ଝିଅଟି ମରିଗଲା ସେଇଟା ବି କିଛି ନାହିଁ ଏହିଠୁ ଜଣା ପଡ଼ୁଛି ସେ ନାରୀ କୁ ବହୁତ ସମ୍ମାନ ଦେଉଛନ୍ତି ବୋଲି କହିଛନ୍ତି | ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଇନ୍ଦିରାଗାନ୍ଧୀ ଆବାସ ଯୋଜନା ଆଗ ଥିଲା ଆଉ ନବୀନ ପଟ୍ଟନାୟକ କେତେବେଳ କଣ ସୁବିଧା ଦେଲା ଏଇଟା କେନ୍ଦ୍ର ଦେଉଛି ଆଉ କେନ୍ଦ୍ର ଯଦି ଏ ସୁବିଧା ବନ୍ଦ କରି ଦେଲା ତେବେ ନବୀନ ପଟ୍ଟନାୟକ ମଧ୍ୟ ବନ୍ଦ କରିଦେବ ସେ କିଛି ଦେଉ ନାହାଁନ୍ତି ସବୁ କେନ୍ଦ୍ର ଦେଉଛି | ଯେତେବେଳେ କେନ୍ଦ୍ର ବନ୍ଦ କରି ଦେଲା ଏମାନଙ୍କର ହାଲକା ଶୁଖି ଗଲା ପରିସ୍ରା ବି ବନ୍ଦ ହେଇ ଯାଇଥିବ ଏମାନଙ୍କର ଆଉ ନବୀନ ପଟ୍ଟନାୟକ ବି ହାଲିଆ ହୋଇକି ଔଷଧ ଖାଇକି ଚାରି ଦିନ ଶୋଇ ପଡ଼ିଥିବ |

ଆଉ ଆମ ଟଙ୍କା କୁ ନବୀନ ପଟ୍ଟନାୟକ ହିସାବ ଦିଅନ୍ତୁ ସେମାନଙ୍କ ଘରେ ବି ଇଡି ଲାଗୁ କେତେ କେତେ ଟଙ୍କା ବାହାରିବ ମୁଁ ଦେଖିବି | ଏବେ କାହିଁକି ସେମାନେ ରାଜରାସ୍ତା କୁ ବାହାରି ପଡ଼ୁଛନ୍ତି, କେନ୍ଦ୍ର ଏମିତି କଲା କେନ୍ଦ୍ର ନାରୀ କୁ ଅସମ୍ମାନ କଲା | ଓଡ଼ିଶା ଭଳି ରାଜ୍ୟ ନାହିଁ କିନ୍ତୁ ଏଠି ମନ୍ତ୍ରୀ ଶୋସୁଛନ୍ତି ଆଉ ମୋ ମତରେ କେନ୍ଦ୍ର ସବୁ ବନ୍ଦ କରି ଦେଉ କିନ୍ତୁ ରାଜ୍ୟ ସରକାର ଦିଅନ୍ତୁ ତାପରେ ଓଡ଼ିଶା ବାସୀ ଛଟପଟ ହେଲେ ଜାଣିବେ ଯେ କିଏ ଦେଉଥିଲା |

ଆପଣ ମାନେ ଖୁସି ତ କହି ସେ ଓଡ଼ିଶା ବାସୀ ଙ୍କୁ ଗୋଟେ ଜକ କରୁଛନ୍ତି ଆଉ ସେଇଟା ଓଡ଼ିଶା ବାସୀ ବୁଝି ପାରୁ ନାହାଁନ୍ତି ବୋଲି ମିନତୀ ବହିଦାର କହିଛନ୍ତି | ତେବେ ତାଙ୍କର ଏଭଳି ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକି କେହି କେହି ସମର୍ଥନ କରିଥିବା ବେଳେ ଆଉ କେହି କେହି ବିରୋଧ ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.