Exclusive: ପୁଣି ଆସିଲା ବଡ଼ ଖବର, ଗୋପାଳ ପୁଅ ହେବ ପୋଲିସ ଅଫିସର..ବାପା ସହ ହୋଇଥିବା ଷଡଯନ୍ତ୍ର ର ପତିଶୋଧ ନେବ ପୁଅ….ଶୁଣନ୍ତୁ କଣ କହୁଛନ୍ତି

ଓଡ଼ିଶା ଖୋଜୁଛି ଗୋପାଳ ପରି ପୋଲିସ୍। ଗୋପାଳ ପରି ପୋଲିସ୍ ରହିଲେ ଓଡ଼ିଶା ହେବ ସୁନାର ରାଜ୍ୟ। ଗୋପାଳ ପରି ପୋଲିସ୍ ଯଦି ଓଡ଼ିଶା ରାଜ୍ୟରେ ରୁହନ୍ତି ତେବେ ଘଟି ଚାଲିଥିବା ଅପରାଧ ଆଉ କଳାଧନ ଏ ପତନ ସୁନିଶ୍ଚିତ। ହସ ଖୁସିରେ ଲୋକଙ୍କ ଜୀବନ କଟିିବ। ଗୋପାଳ ଦାସଙ୍କ ଭଳି ପୋଲିସ୍ ଅଫିସର୍ ଥିଲେ ସାବାଡ୍ ହେବେ ମନ୍ତ୍ରୀ ଏବଂ ସାବାଡ୍ ହେବେ ଅଫିସର୍। ଆଉ ପୋଲିସ୍ ନାଁ ଶୁଣିଲେ ଅପରାଧୀ ମାନେ ଅପରାଧ କରିବା ପୂର୍ବରୁ ଶହେ ଥର ନିଶ୍ଚିତ ଭାବେ ଚିନ୍ତା କରିବେ।

ହଁ ଆଜ୍ଞା ସାରା ଓଡିଶା ପାଇଁ ଦରକାର୍ ଗୋପାଳ ପରି ପୋଲିସ୍ ଅଫିସର। ଗୋପାଳ ପରି ଦଶ ଜଣ ପୋଲିସ୍ ଅଫିସର ଯଦି ଓଡ଼ିଶାରେ ରୁହନ୍ତି ତେବେ ଓଡିଶା ସୁନାର ରାଜ୍ୟ ପାଲଟି ଯିବ ସୁନିଶ୍ଚିତ। ରାଜ୍ୟରେ ଆଉ ଅପରାଧ ହେବନି। କି କେହି ଅପରାଧୀ ବୁଲିବେ ନାହିଁ। ଖାଲି ସେତିକି ନୁହେଁ ଗୋପାଳ ପରି ପୋଲିସ୍ ଅଫିସର ଯଦି ଓଡ଼ିଶାରେ ରୁହନ୍ତି ତେବେ କେହି ଭୁଲ କରିବା ପାଇଁ ମଧ୍ୟ ସାହସ କରିବେ ନାହିଁ।

 

ଏବେ ଚାଲିଛି ଗଣତନ୍ତ୍ର ଶାସନ। ସମସ୍ତେ ଏଠି ସର୍ବେସର୍ବା। ସମସ୍ତେ ଏଠି ନିଜ ହିସାବରେ ନିଜେ ମାଲିକ। ସମସ୍ତେ ଏଠି ସମାନ। ଆଉ ସମସ୍ତେ ନିଜ ନିଜର ଅଧିକାର ସାବ୍ୟସ୍ତ କରିବାରେ ବ୍ୟସ୍ତ ଯିଏ ଯାହା ପାରୁଛି କରି ଚାଲିଛି। ଅଙ୍କୁଶ ଲଗାଇବାକୁ କେହି ଏଠି ନାହାଁନ୍ତି। ଆଜି ଯିଏ ବିରୋଧ କରୁଛି କାଲି ଶାସନ ହାତକୁ ନେବା ପରେ ସେ ବି ସେୟା କରିବା ପାଇଁ ପଛଉ ନାହିଁ।

ଆମ ଆଇନ୍ କାନୁନ୍ ବ୍ୟବସ୍ଥା ଏମିତି ରହିଛି ଯେ ଦୋଷୀ ଦୋଷ କରି ଖସି ଯାଉଛି। ଆଉ ଯଦି ବି ଦୋଷୀ ଧରା ପଡ଼ି ଯାଉଛି ତେବେ ବର୍ଷ ପରେ ବର୍ଷ ବିତି ଯାଉଛି କେଶ ର ସମାଧାନ ହୋଇ ପାରୁନି। ଆଶାମୀ ମାନଙ୍କୁ ମଧ୍ୟ ଜେଲ ଭିତରେ ରାଜକୀୟ ଲାଇଫ୍ ଷ୍ଟାଇଲ ଯୋଗେଇ ଦିଆ ଯାଉଛି।

 

 ଯାହାକୁ ନେଇ ଓଡ଼ିଶା କହୁଛି ଆମକୁ ଗୋପାଳ ଭଳି ପୋଲିସ୍ ଦରକାର୍। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଲାଗି ରହିଛି। ରକ୍ଷକ ଏଠି ଭକ୍ଷକ ସାଜିଛି। ଶାସକ ଏଠି ନୃଶଂସ ପାଲଟି ଯାଉଛନ୍ତି। ନବୀନ ବାବୁ ସିନା ଠିକ୍ ଅଛନ୍ତି କିନ୍ତୁ ତାଙ୍କ ନାଁ ନେଇ ତଳ ତଳିଆ ମାନେ ଖାଇ ଚାଲିଛନ୍ତି।

ତେବେ ଏଠି କଥା ଉଠୁଛି ଯଦି ଗୋପାଳ ପରି ପୋଲିସ୍ ଅଫିସର ରୁହନ୍ତି ଯିଏକି ନବ ଦାସଙ୍କ ଭଳି ପ୍ରଭାବଶାଳୀ ଟଙ୍କା ଖିଆ ନେତାଙ୍କୁ ନିର୍ଭୟରେ ସର୍ବ ସାଧାରଣଙ୍କ ଆଗରେ ଗୁଳି କରି ହତ୍ୟା କରି ପାରିଲେ ଯଦି ଗୋପାଳଙ୍କ ପରି ଆଉ କିଛି ପୋଲିସ୍ ଅଫିସର ରୁହନ୍ତି ତେବେ ସାଧାରଣ ଲୋକେ ଶାନ୍ତିରେ ନିଶ୍ୱାସ ନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.