ବାଛନ୍ତୁ ଗୋଟିଏ ପାରା ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ କଥା… ଯେଉଁଟା ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି.. Life Style
ସମାଜରେ ବିଭିନ୍ନ ପ୍ରକାରର ଲୋକ ବାସ କରିଥାନ୍ତି। ସେମାନଙ୍କ ମଧ୍ୟରୁ କେଉଁ ବ୍ୟକ୍ତି କିପରି, କଣ ତାଙ୍କ ମନ ଭିତରେ ଚାଲିଛି ତାହା କେହି ବି ଜାଣି ନଥାନ୍ତି। ତେବେ ଆପଣମାନେ ଅନେକ ସମୟରେ ଦେଖିଥିବେ ପାଖ ଲୋକ ହିଁ ଆପଣଙ୍କ ପ୍ରତି ଖରାପ ଚିନ୍ତା କରିଥାଏ। ତେବେ ଏମିତି ଲୋକ ମାନଙ୍କୁ ଆପଣ ଚିହ୍ନିବେ କେମିତି, ତେବେ ତାହାର ମନର କଥା ଜାଣିବା ପାଇଁ ଆପଣ କାହାର ନାମକୁ ମନରେ ଭାବି ତଳେ ଥିବା ୨ ଟି ପାରା ମଧ୍ୟରୁ ଗୋଟିଏ ପାରାକୁ ବାଛନ୍ତୁ ,ଆଉ ସେହି ଅନୁସାରେ ସେହି ବ୍ୟକ୍ତି ର ମନ କଥାକୁ ଜାଣନ୍ତୁ।
ପ୍ରଥମ ପାରା ବାଛିଥିବା ବ୍ୟକ୍ତି
-ତେବେ ଏହି ବ୍ୟକ୍ତି ମିଛ ପସନ୍ଦ କରନ୍ତି ନାହିଁ ଓ ନିଜ ଜୀବନସାଥି ଠାରୁ ସଚୋଟତା ଆଶା କରନ୍ତି ।ଏହି ବ୍ୟକ୍ତିମାନେ ଖୁବ ରୋମାଣ୍ଟିକ ହେଇଥାନ୍ତି ଆଉ ଏମାନଙ୍କ ମ୍ୟାରେଜ ଲାଇଫ ଖୁବ ଭଲରେ ବିତିଥାଏ ।ଏହାଛଡା ଏହି ବ୍ୟକ୍ତିମାନଙ୍କର ହୃଦୟ ଖୁବ କୋମଳ ଯେଉଁଥି ପାଇଁ ଛୋଟ ଛୋଟ କଥାରେ ଆଖିରୁ ଲୁହ ଝରେଇ ଥାନ୍ତି । ବ୍ୟତୀତ ଆପଣ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି ଆଉ ଖୁବ ଜଲଦି କାହା ସାଙ୍ଗରେ ମିତ୍ର ହେଇଯାନ୍ତି ।
– ଆପଣ ଯେଉଁ କ୍ଷେତ୍ରରେ ମଧ୍ୟ ରହିଥାନ୍ତି ଆପଣ ଅଧିକ ଉଚ୍ଚ ସ୍ଥାନରେ ରହି ଥାଆନ୍ତି। ଏହା ବ୍ୟତୀତ ଆପଣ ପବିତ୍ର ସ୍ୱଭାବର ବ୍ୟକ୍ତି ହୋଇ ଥାଆନ୍ତି। ଯାହାଫଳରେ ଆପଣ ସମସ୍ତଙ୍କର ପ୍ରିୟ ହୋଇ ଥାଆନ୍ତି। କିନ୍ତୁ ଆପଣ ଚିଡ଼ିଚିଡ଼ା ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି। ଟିକେ ଟିକେ କଥାରେ ରାଗିଯିବା ଭଳି ଗୁଣ ଆପଣଙ୍କ ପାଖରେ ରହିଥାଏ। ଯାହା ଫଳରେ ଆପଣଙ୍କୁ ଲୋକମାନେ ଭୁଲ ବୁଝି ଥାଆନ୍ତି। ଏହା ବ୍ୟତୀତ ଯେଉଁମାନେ ଆପଣଙ୍କୁ ଭଲ ଭାବରେ ଜାଣିଥାନ୍ତି ସେମାନେ କେବେ ମଧ୍ୟ ଆପଣଙ୍କୁ ଭୁଲ ବୁଝି ନଥାନ୍ତି। ଏହା ବ୍ୟତୀତ ଆପଣ ବହୁତ ଖର୍ଚ୍ଚୀ ସ୍ୱଭାବର ବ୍ୟକ୍ତି ହୋଇ ଥାଆନ୍ତି। ଯାହା ଫଳରେ ଏହା କାରଣରୁ ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ।
ଦ୍ୱିତୀୟ ପାରା ବାଛିଥିବା ବ୍ୟକ୍ତି –
-ଏହି ବ୍ୟକ୍ତିମାନେ ଧାର୍ମିକ ପ୍ରକୃତି ର ହେବା ସହିତ କାହାର ଖରାପ ଚିନ୍ତା କରି ନଥାନ୍ତି ।ଏହି ବ୍ୟକ୍ତି ଯେଉଁଠି ବି ଥିଲେ ଉନ୍ନତି କରିଥାନ୍ତି , ତେବେ ନିକରେ କୌଣସି କାମ କୁ ନେଇ ଆପଣ ଚିନ୍ତାରେ ଅଛନ୍ତି ।ହେଲେ ଆପଣ ସେହି ଚିନ୍ତା ଛାଡି ଦିଅନ୍ତୁ କାରଣ ଖୁବ ଜଲଦି ଆପଣଙ୍କ ଦୁଃଖ ଦୂର ହେବାକୁ ଯାଉଛି ।ପରିବାର ଭିତରେ ଅଶାନ୍ତି ଲାଗି ରହୁଛି ତାହାର ସମାଧାନ କଲେ ବି ତିକ୍ତତା ମନ ଭିତରେ ରହୁଛି ।
-ତେବେ ଯେଉଁ ମାନେ ଦ୍ୱିତୀୟ ପାରା ଟିକୁ ବାଚୁଛନ୍ତି ତେବେ ଜାଣି ରଖନ୍ତୁ କି ସେହି ବ୍ୟକ୍ତି ଏବେ ଶାନ୍ତ ହେଇ ରହିଛନ୍ତି ।ଆଉ ଆପଣଙ୍କ ର ବାହ୍ୟ ଶତ୍ରୁ ମାନଙ୍କ ର ବିନାଶ ହେଇଛି ତେବେ ଗତ ୫ ବର୍ଷ ଧରି ମନ ଭିତରୁ ଆପଣ ଅଳସୁଆ ହେଇ ଯାଇଛନ୍ତି ।ଏହା ଛଡା ଆପଣ ନିଜର କୌଣସି ପାଳିତ ପଶୁ ନେଇ ଖୁବ ଚିନ୍ତାଟେ ରହୁଛନ୍ତି ।ଖୁବ ଜଲଦି ଜ୍ୟୋତିଷ ଙ୍କୁ ଜିନ ଜାତକ ଦେଖାଇ ନିଅନ୍ତୁ ।